ଅନ୍ତର୍ଜାତୀୟ

ଡ୍ରଗ୍‌ ଓଭରଡୋଜ ଯୋଗୁ ବର୍ଷକରେ ୯୩ ହଜାରଙ୍କ ଯାଇଛି ଜୀବନ…

ନ୍ୟୁୟର୍କ,୧୫।୭: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଡ୍ରଗ୍‌ ଓଭରଡୋଜ୍‌ ଯୋଗୁ ଗତ ୨୦୨୦ ବର୍ଷରେ ରେକର୍ଡ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ଯୋଗୁ ଦେଶରେ ୯୩ ହଜାର ୩୩୧ ଲୋକଙ୍କ ଜୀବନ ଯାଇଥିବା ଆମେରିକା ସରକାର ସୂଚନା...

ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…

ମେକ୍ସିକୋ ସିଟି,୧୫।୭: ସୋସିଆଲ୍‌ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ ୧୫ ଫୁଟ ଲମ୍ବ ବିରାଟକାୟ କୁମ୍ଭୀର ଗଲ୍ଫ କୋର୍ସରେ ବୁଲୁଥିବାର ଦେଖିବାକୁ ମିଳୁଛି।...

କ୍ରିମିୟାରେ ପାଦ ଦେଲେ ହେବ ବୋମାବର୍ଷା, ବ୍ରିଟେନ୍‌କୁ ରୁଷିଆର ନାଲି ଆଖି…

ମସ୍କୋ,୧୫।୭: ରୁଷିଆ ବ୍ରିଟେନ୍‌କୁ କ୍ରିମିୟା ପ୍ରସଙ୍ଗଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି। କ୍ରିମିୟାରେ ପାଦ ଦେଲେ ବୋମାବର୍ଷା ହେବ ବୋଲି ନାଲି ଆଖି ଦେଖାଇ ରୁଷିଆ କହିଛି। କ୍ରିମିୟା ପ୍ରସଙ୍ଗରେ ରୁଷିଆର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ୍‌ ପୋପାଭ କହିଛନ୍ତି...

ମିଳିଲାଣି ହଜାରେ ଶିଶୁଙ୍କ ମୃତଦେହ

ଅଟାଓ୍ବା, ୧୫ା୭: କାନାଡାର ଦକ୍ଷିଣପଶ୍ଚିମ ବ୍ରିଟିଶ କଲମ୍ବିଆସ୍ଥିତ ଏକ ବୋର୍ଡିଂ ସ୍କୁଲରୁ ଚତୁର୍ଥ ପର୍ଯ୍ୟାୟରେ ସୋମବାର ଆହୁରି ୧୬୦ ଛାତ୍ରୀଛାତ୍ରଙ୍କ କଙ୍କାଳ ମିଳିଛି। ଏହାକୁ ମିଶାଇ ଅଦ୍ୟାବଧି ୧ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କ ସମାଧି ଠାବ ହେଲାଣି। ପେନେଲାକୁଟ୍‌ ଦ୍ୱୀପର...

ଆମେରିକାରେ ଘୋଷଯାତ୍ରା

ମିନିଆପଲିସ, ୧୫ା୭: ଉତ୍ତର ଆମେରିକାର ମିନେସୋଟା ରାଜ୍ୟ ମିନିଆପଲିସରେ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ ହୋଇଯାଇଛି। ହିନ୍ଦୁ ସୋସାଇଟି ଅଫ୍‌ ମିନେସୋଟା ରଥଯାତ୍ରା ଆୟୋଜନ କରିଥିଲା। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଡ. ସୀତାକାନ୍ତ ଦାସଙ୍କ ତଦାରଖରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆମେରିକାରେ...

ମୃତ୍ୟୁ ଉପତ୍ୟକାରେ ଅଗ୍ନିବର୍ଷା

ନ୍ୟୁୟର୍କ, ୧୫ା୭: ବିଶ୍ୱର ବିଭିନ୍ନ ଦେଶରେ ମୌସୁମୀ ବର୍ଷା ଜାରି ଥିବାବେଳେ ଉତ୍ତର ଆମେରିକାର ମୃତ୍ୟୁ ଉପତ୍ୟକା ବା ଡେଥ୍‌ ଭ୍ୟାଲିରେ ଅଗ୍ନି ବର୍ଷୁଛି। କାଲିଫର୍ନିଆର ଦକ୍ଷିଣପୂର୍ବରେ ଥିବା ୨୨୫ କି.ମି. ଲମ୍ବ ପର୍ଯ୍ୟନ୍ତ ବ୍ୟାପ୍ତ ଏହି ଉପତ୍ୟକାରେ ଗତ...

ଜାକି ଚାନ୍‌ଙ୍କ ଜିନ୍‌ପିଙ୍ଗ୍‌ ପ୍ରେମ

ହଲିଉଡ୍‌ ଆକ୍ସନ ଅଭିନେତା ତଥା ଚାଇନାର ଜାକି ଚାନ୍‌ ଏବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଦଳ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ସଦସ୍ୟ ହେବାକୁ ଚାହୁଁଥିବା କହିଛନ୍ତି। ୨୦୧୯ରେ ହଂକଂରେ ଗଣତନ୍ତ୍ର ସମର୍ଥକଙ୍କୁ ବିରୋଧ କରି ଚାନ୍‌ ବିଶ୍ୱସ୍ତରରେ ସମାଲୋଚନାର ଶିକାର...

ଯନ୍ତ୍ରଣା ଭୋଗିବେ ଆଫଗାନ୍‌ ମହିଳା

ଆଫ୍‌ଗାନସ୍ଥାନରୁ ଆମେରିକା ସେନା ପ୍ରତ୍ୟାହାର ସହ ତାଲିବାନ ଅଧିକାଂଶ ଅଞ୍ଚଳକୁ ଅକ୍ତିଆର କରିଛି। ଆଗକୁ ଆଫଗାନ ମହିଳାମାନେ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ବଢ଼ିଥିବାବେଳେ ଆମେରିକାର ଏହି ପଦକ୍ଷେପକୁ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍‌ ସମାଲୋଚନା କରିଛନ୍ତି। ଏଥିଯୋଗୁ...

ପାକିସ୍ତାନ-ଚାଇନା ମୁହାଁମୁହିଁ

ପେଶ୍ୱାର,୧୪।୭: ପାକିସ୍ତାନର ଖାଇବର ପାଖତୁନଖ୍ବା ପ୍ରଦେଶରେ ବୁଧବାର ଏକ ବସରେ ଘଟିଥିବା ବୋମା ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଥିଲେ ଚାଇନାର ୯ ଜଣ ଇଞ୍ଜିନିୟର। ତେବେ ଏହି ବିସ୍ଫୋରଣ ଘଟଣାକୁ ନେଇ ମୁହଁାମୁହିଁ ହୋଇଛନ୍ତି...

ମହାକାଶ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି, ଆମେରିକା ଦେଲା ଚେତାବନୀ…

ଓ୍ବାଶିଂଟନ,୧୪।୭: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ମହାକାଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୃଥିବୀ ପୃଷ୍ଠରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ତିଆରି କାର୍ଯ୍ୟ ଡ୍ରାଗନ୍‌ ଜାରି ରଖିଛି। ଆମେରିକା ସହିତ ମହାକାଶ ଗବେଷଣା...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ,…

କରାଚି,୧୪।୭: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଚାଇନା ଇଞ୍ଜିନିୟର ଏବଂ ସୈନ୍ୟ ବାହିନୀଙ୍କୁ ନେଇ ଯାଉଥିବା ଏକ ବସ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ମିଡ଼ିଆ ପକ୍ଷରୁ ସୂଚନା...

କେତେଟା ଫୋନ୍‌ ବ୍ୟବହାର କରନ୍ତି ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ

ଓ୍ବାଶିଂଟନ,୧୪।୭: ଗୁଗୁଲ ଏବଂ ଆଲଫାବେଟ ସିଇଓ ସୁନ୍ଦର ପିଚାଇ ତାଙ୍କର କିଛି ବୈଷୟିକ ଅଭ୍ୟାସ ବିଷୟରେ ସୂଚନା ଦେଇଛନ୍ତି। ପାସୱାର୍ଡ କେବେ ଏବଂ କେତେ ଶୀଘ୍ର ବଦଳାଯିବ ଏବଂ ସେ କେତେ ମୋବାଇଲ ଫୋନ ବ୍ୟବହାର କରନ୍ତି ସେ ସମସ୍ତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri