ଅନ୍ତର୍ଜାତୀୟ

ଜୀବିତ ଅଛନ୍ତି ଟୋଲୋ ନ୍ୟୁଜର ଖବରଦାତା

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ କାୟା ବିସ୍ତାର କରିବା ପରେ ସେଠାରେ ଏବେ କେବଳ ଭୟ ହିଁ ଭୟ । ଏହାରି ଭିତରେ ଏକ ଖବର ଆସିଥିଲା କି ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି ଟୋଲୋ ନ୍ୟୁଜର ଖବରଦାତାଙ୍କୁ...

ତାରା ଏନ୍ତୁଡ଼ିଶାଳର ମିଳିଲା ସନ୍ଧାନ, ହୁବଲ ଟେଲିସ୍କୋପ୍‌ ଦେଲା ସୂଚନା…

ଓ୍ବାଶିଂଟନ,୨୬।୮: ତାରା ଜନ୍ମ ହେବାର ଏନ୍ତୁଡ଼ିଶାଳ ସମ୍ପର୍କରେ ସନ୍ଧାନ ମିଳିଛି। ନାସାର ହୁବଲ ଟେଲିସ୍କୋପ୍‌ ଏନେଇ ସୂଚନା ଦେଇଛି। ନାସା ପକ୍ଷରୁ ଏହାକୁ ଷ୍ଟେଲାର ନର୍ସରୀ ବୋଲି କୁହାଯାଇଛି। ଏହା ପୃଥିବୀଠାରୁ ପ୍ରାୟ ଦେଢ଼ କୋଟି ଆଲୋକ ବର୍ଷ ଦୂରରେ...

ଭୋକରେ ରହିବେ କୋଟିଏରୁ ଅଧିକ ଆଫଗାନୀ ଶିଶୁ…

ଜେନେଭା,୨୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଯୋଗୁଁ ସୃଷ୍ଟି ହୋଇଥିବା ଶରଣାର୍ଥୀ ସଙ୍କଟ ମଧ୍ୟରେ ମହିଳା ଏବଂ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଜାତିସଂଘର ୟୁନିସେଫ୍‌ ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ମାନବୀୟ ସଙ୍କଟ...

ଟୋଲୋ ନ୍ୟୁଜର ଖବରଦାତାଙ୍କୁ ହତ୍ୟା

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନର ବର୍ବରତା ବେଳକୁ ବେଳ ବଢିବାରେ ଲାଗିଛି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ସେଠାକାର ସବୁଠାରୁ ବଡ ମିଡିଆ ଏଜେନ୍ସି ଟୋଲୋ ନ୍ୟୁଜର ଖବରଦାତାଙ୍କୁ ତାଲିବାନ ହତ୍ୟା କରିଛି । ତାଙ୍କ ସହ ଥିବା...

ଶରଣାର୍ଥୀ ସଙ୍କଟ, ୧୨ ଦେଶ ପାଇଁ ସତର୍କ ଘଣ୍ଟି…

କାବୁଲ,୨୬।୮: ଆଫଗାନିସ୍ତାନ ଶରଣାର୍ଥୀ ସଙ୍କଟ ଧିରେ ଧିରେ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କରାଯିବା ବିଶ୍ୱସ୍ତରରେ ଏକ ଆହ୍ବାନ ସୃଷ୍ଟି କରିଛି। ଜୀବନ ବିକଳରେ ଭିଟାମାଟି ଛାଡିଥିବା ଲୋକଙ୍କ ଦୟନୀୟ ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ...

କାବୁଲ ବିମାନ ବନ୍ଦରରେ ପାଣି ବୋତଲର ଦାମ୍ ୩ହଜାର ଟଙ୍କା ଭାତ ପ୍ଲେଟ ୭ହଜାର ୫ଶହ

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ବେଳକୁ ବେଳ ସ୍ଥିତି ବିଗିଡିବାରେ ଲାଗିଛି । ଦେଶ ଛାଡି ଚାଲିଯିବାକୁ ଚାହୁଁଥିବା ଲୋକଙ୍କ ଭିଡ କାବୁଲ ବିମାନ ବନ୍ଦରରେ ଲାଗିଛି । ଫଳରେ ସେଠାରେ ଖାଦ୍ୟାଭାବ...

ମେକ୍ସିକୋ ପଳାଇଲେ ଆଫଗାନ୍‌ ପ୍ରତିଭା

ମେକ୍ସିକୋ ସିଟି, ୨୬ା୮: ତାଲିବାନ୍‌ ଫେରିବା ପରେ ଆଫଗାନ ମହିଳାଙ୍କ ଭବିଷ୍ୟତ ଉପରେ ଘନେଇଛି କଳାବାଦଲ। ଛାତ୍ରୀଙ୍କ ପଢ଼ାରେ ଡୋରି ପଡ଼ିବାକୁ ଯାଉଛି। ତାଲିବାନ୍‌ ଶାସନରେ କଠୋର ଶରିଆ ଆଇନ ସେମାନଙ୍କଠାରୁ ସବୁକିଛି ଛଡ଼ାଇନେବ। ଏଭଳି ନର୍କପୂର୍ଣ୍ଣ ଜୀବନରୁ ମୁକ୍ତି...

ତାଲିବାନ୍‌, ଚାଇନା ଆଲୋଚନା

କାବୁଲ/ବେଜିଂ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬ା୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପକାଇ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତି ନେବା ପରେ ଗତ ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିଥିଲା, ଯଦିଓ ସମ୍ପୂର୍ଣ୍ଣ ସେନା ଅପସାରଣକୁ...

ଯେତେ ଶୀଘ୍ର ମିଶନ ଶେଷ ହେବ ସେତେ ଭଲ: ବାଇଡେନ

ଓ୍ବାଶିଂଟନ,୨୫ା୮: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି, ଅଗଷ୍ଟ ୩୧ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକା ତ୍ୱରିତ କାର୍ଯ୍ୟ କରୁଛି। ଏଥି ସହିତ ବାଇଡେନ୍‌ କହିଛନ୍ତି, ଦେଶର ନୂତନ ତାଲିବାନ ଶାସକଙ୍କ ନିରନ୍ତର ସହଯୋଗ ଉପରେ ଏହି ଲକ୍ଷ୍ୟରେ...

ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…

ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ଏହି କଙ୍କାଳ ପ୍ରେମୀ ଯୋଡ଼ାଙ୍କର। ସେଥିମଧ୍ୟରୁ ମହିଳା କଙ୍କାଳର ବାମ ହାତ ଆଙ୍ଗୁଠିରେ ମୁଦି...

ଗଲା ମନ୍ତ୍ରୀ ପଦ, ଏବେ ଘର ଘର ବୁଲି ପିଜା କରୁଛନ୍ତି ଡେଲିଭରୀ…

କାବୁଲ,୨୫।୮: ଆଫଗାନିସ୍ତାନ ତାଲିବାନ ପୁଣି କ୍ଷମତାକୁ ଫେରିଛି। ଫଳରେ ବହୁଲୋକ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି। ପୂର୍ବରୁ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ସଂଚାର ଓ ଆଇଟି ମନ୍ତ୍ରୀ ଥିବା ସୈୟଦ ଅହମ୍ମଦ ଶାହା ସାଦତ ଏବେ...

ବନ୍ଧକ ମୁନରେ କ୍ଷମତା ଦଖଲ, ହାତରେ ନାହିଁ କାଣିକଉଡ଼ି…

ଓ୍ବାଶିଂଟନ/କାବୁଲ,୨୫।୮: ବନ୍ଧୁକ ମୁନରେ ପ୍ରାୟ ଦୁଇ ଦଶନ୍ଧି ପରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିବା ତାଲିବାନ ପାଇଁ ଏବେ ଅନ୍ତର୍ଜାତୀୟ ସମର୍ଥନ ହାସଲ କରିବା କଷ୍ଟକର ବ୍ୟାପାର ମନେ ହେଉଛି। ତାଲିବାନ ନିଜକୁ ପରିବର୍ତ୍ତନ କରିବା ବିଷୟରେ କଥାବାର୍ତ୍ତା କରୁଥିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri