ଅନ୍ତର୍ଜାତୀୟ

କୋଭିସିଲ୍ଡକୁ ମିିଳିଲା ମଞ୍ଜୁରୀ: ଏବେ ଭାରତୀୟ କରିପାରିବେ ୟୁରୋପ ଗସ୍ତ

ବେଲଜିୟମ,୧ ।୭: କରୋନା ମହାମାରୀ ସଙ୍କଟ ଟଳି ଯିବା ପରେ ବିଦେଶ ଯାତ୍ରା କରିବାକୁ ଥିବା ଭାରତୀୟମାନଙ୍କ ପାଇଁ ଆସିଛି ଖୁସି ଖବର । କିଛିଦିନ ହେବ ଭାରତର କୋଭିସିଲ୍ଟ ଭ୍ୟାକ୍ସିନକୁ ୟୁରୋପ ଅନୁମତି ପ୍ରଦାନ କରି ନ ଥିବା...

ଆଷ୍ଟ୍ରାଜେନିକର ଗୋଟିଏ ଡୋଜ୍‌ ପାଇଁ ଏକ ଡଲାର ଲାଞ୍ଚ, ବ୍ରାଜିଲରେ ଭାକ୍ସିନ୍‌ ସଙ୍କଟ …

ବ୍ରାସିଲିଆ,୧।୭: ବ୍ରାଜିଲ୍‌ରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଦୁର୍ନୀତି ପରେ ଏବେ ଆଷ୍ଟ୍ରାଜେନିକା ଭାକ୍ସିନ୍‌କୁ ସଙ୍କଟ ଦେଖାଦେଇଛି। ଆଷ୍ଟ୍ରାଜେନିକା ଭାକ୍ସିନ୍‌ କିଣାଯିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ଡୋଜ୍‌ ଆଷ୍ଟ୍ରାଜେନିକା ପାଇଁ ଏକ ଡଲାରର ଲାଞ୍ଚ ଦିଆଯାଇଥିବା...

ଦଳକୁ କାଳ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ

ବେଜିଂ, ୧।୭: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଜୁଲାଇ ୧ରେ ଏହାର ଶତବାର୍ଷିକୀ ପାଳନ କରୁଛି। ତେବେ ସିପିସିର ମୁଖ୍ୟ ଭାବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦୀର୍ଘବର୍ଷ ଧରି ରହିବା ଭବିଷ୍ୟତରେ ଦଳ ପାଇଁ କାଳ ହୋଇପାରେ ବୋଲି...

ତାଲିବାନ୍‌: ବଦଳୁଛି ଭାରତର ନୀତି

କାବୁଲ,୧ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ନେଇ ତାଲିବାନର ପକ୍ଷ ମଜଭୁତ ହେବାରେ ଲାଗିଥିବା ବିଶ୍ୱ ସମୁଦାୟ ମାନିନେଇଛି। ପଡ଼ୋଶୀ ଦେଶର ପରିବର୍ତ୍ତିତ ବାସ୍ତବତାକୁ ସ୍ବୀକାର କରିବା ସହ ଭାରତ ମଧ୍ୟ ତାଲିବାନକୁ ଗୁରୁତ୍ୱ ଦେବାରେ ଲାଗିଛି। ଭିତ୍ତିଭୂମି ବିକାଶ, ଯାତାୟାତ...

ପ୍ରଚଣ୍ଡ ତାତି: କାନାଡାରେ ୧୩୪ ମୃତ

ଭାନ୍‌କୋଭର,୧ା୭(ଏଏଫ୍‌ପି): କାନାଡା ଓ ଉତ୍ତର-ପଶ୍ଚିମ ଆମେରିକାକୁ ବିପଦ ଡାକିଆଣିଛି ଗ୍ରୀଷ୍ମ ପ୍ରବାହ। କାନାଡାର ଭାନ୍‌କୋଭର ଅଞ୍ଚଳରେ ୪୯.୫ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଏହାକୁ ଦେଶରେ ଅଦ୍ୟାବଧି ସର୍ବାଧିକ ବୋଲି କୁହାଯାଉଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ଗରମରେ...

ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ ପାରିତ

ଓ୍ବାଶିଂଟନ,୩୦ା୬: ଆମେରିକା ସଂସଦରେ ଭାରତରେ କୋଭିଡ-୧୯ର ଭୟଙ୍କର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତାବ ପାରିତ ହୋଇ ଭାରତକୁ ତୁରନ୍ତ ସହାୟତା କରିବାକୁ ବାଇଡେନ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। କରୋନା ମହାମାରୀର ଦ୍ୱିତୀୟ ଲହରରେ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଭାରତ...

ଜଳନ୍ତା ଗ୍ରହପିଣ୍ଡ ପୃଥିବୀ ମୁହାଁ, ଜୁଲାଇ ୧ରେ କରିବ ଅତିକ୍ରମ…

ଓ୍ବାଶିଂଟନ୍‌,୩୦।୬: ବିରାଟ ଜଳନ୍ତା ଗ୍ରହପିଣ୍ଡ ପୃଥିବୀମୁହାଁ ହୋଇଛି। ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଏହା ମାଡ଼ି ଆସୁଛି। ଜୁଲାଇ ୧ରେ ଏହା ପୃଥିବୀର କକ୍ଷ ପଥର ନିକଟରେ ଅତିକ୍ରମ କରିବ ବୋଲି ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଏହାକୁ...

ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ଦେଖା ଯିବେନି ସୈନ୍ୟ, ନୂତନ ଜ୍ଞାନକୌଶଳରେ ହେବ ସମ୍ଭବ…

ତେଲ ଅଭିବ୍‌,୩୦।୬: ଯୁଦ୍ଧ କ୍ଷେତ୍ରରେ ଶତ୍ରୁଙ୍କୁ ସୈନ୍ୟ ଦେଖା ଯିବେନି। ଫଳରେ ସହଜରେ ଶତ୍ରୁ ସୈନ୍ୟଙ୍କ ଉପରେ ଆକ୍ରମଣ କରାଯାଇ ବିଜୟ ଲାଭ କରିହେବ। ଏଭଳି ନୂଆ ଜ୍ଞାନକୌଶଳ ଇସ୍ରାଏଲ୍‌ର ପ୍ରତିରକ୍ଷା ମନ୍ତ୍ରଣାଳୟ ପୋଲାରିସ୍‌ ସଲ୍ୟୁଶନ କମ୍ପାନୀ ସହିତ ମିଳିତ...

ଡ୍ରାଗନ୍‌କୁ ଖୁସି କରିବା ପାଇଁ ଇମ୍ରାନ୍‌ କହିଲେ ଏଭଳି…

ଲାହୋର,୩୦।୬: ଚାଇନାକୁ ଖୁସି କରିବା ଲାଗି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପ୍ରୟାସ ଜାରି ରଖିଛନ୍ତି। ଚାଇନାର କମ୍ୟୁନିଷ୍ଟ ଶାସକଙ୍କ ୧୦୦ ବର୍ଷ ଶାସନ ପୂରଣ ଲାଗି ଇମ୍ରାନ୍‌ ଏବେ ନୂଆ ରଣନୀତି ଆପଣେଇଛନ୍ତି। ଡ୍ରାଗନ୍‌କୁ ଖୁସି କରିବା ପାଇଁ...

ତାଲିବାନ୍‌କୁ ଆମେରିକାର ନାଲି ଆଖି, ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼…

କାବୁଲ୍‌,୩୦।୬: ଆଫଗାନିସ୍ତାନରେ ମୁତୟନ ଥିବା ଆମେରିକାର ଶୀର୍ଷ କମାଣ୍ଡର ଅଷ୍ଟିନ୍‌ ସ୍କଟ୍‌ ମିଲର ତାଲିବାନ୍‌ ଆତଙ୍କବାଦୀ ସଂଗଠନକୁ ନାଲି ଆଖି ଦେଖାଇଛନ୍ତି। ଦେଶରେ ହିଂସା ବନ୍ଦ ନ କଲେ ଆକାଶରୁ ହେବ ବୋମା ମାଡ଼ କରାଯିବ ବୋଲି ଧମକ ଦିଆଯାଇଛି।...

ଖୁସି ଖବର, ଡେଲ୍ଟା-ଆଲ୍ଫା ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଡେଲ୍ଟା( ବି-୧-୬୧୭) ଏବଂ ଆଲ୍ଫା(...

ବ୍ରାଜିଲରେ କୋଭାକ୍ସିନ ଝଡ଼

ରିଓ ଡି ଜେନିରୋ/ବ୍ରାସିଲିଆ,୩୦ା୬: ବ୍ରାଜିଲରେ କରୋନା ମହାମାରୀ ୫.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇଥିବାବେଳେ ସମସ୍ତଙ୍କୁ ଚକିତ କରିଦେବା ଭଳି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। କୋଭାକ୍ସିନ ଟିକା ମଗାଇବା ପାଇଁ ଆର୍ଥିକ ଅନିୟମିତତାକୁ ପ୍ରଶ୍ରୟ ଦେବା ନେଇ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri