ଅନ୍ତର୍ଜାତୀୟ

ଆଫଗାନିସ୍ତାନରେ ତାଲିବାନ ଠିଆ ହେବା ପଛରେ ପାକିସ୍ତାନର ହାତ: ଆମେରିକା ସାଂସଦ

ୱାଶିଂଟନ,୨୩ ।୮: ଆଫଗାନିସ୍ତାନରେ ତାଲିବାନ ରାଜ କରିବା ପରେ ଏବେ ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଛି । ବିଭିନ୍ନ ଦେଶର ନେତା ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି କ୍ରମରେ ଆମେରିକାର ରିପବ୍ଲିକାନ୍ ସାଂସଦ...

ଖୁସି ଖବର, ବୁଷ୍ଟର ଡୋଜ୍‌ ଯୋଗୁ ପ୍ରତିରୋଧକ ଶକ୍ତି ବଢୁଛି ୪ ଗୁଣା…

ତେଲଅଭିବ୍‌,୨୩।୮: କରୋନା ମହାମାରୀ ନେଇ ଲୋକେ ଆତଙ୍କିତ ହୋଇପଡ଼ିଥିବାବେଳେ ନିକଟରେ ହୋଇଥିବା ଏକ ଗବେଷଣାରୁ ସୁଫଳ ମିଳିଛି। ଭାକ୍ସିନ୍‌ର ଦୁଇ ଡୋଜ ପରେ, ବୁଷ୍ଟର ଡୋଜ ନେବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ୪ ଗୁଣା ବୃଦ୍ଧି ପାଉଥିବା ଏକ...

୩୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୨୩।୮: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜଶୀର ତାଲିବାନର ନିୟନ୍ତ୍ରଣ ବାହାରେ ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀରକୁ ତାଲିବାନ ଦଖଲକୁ ନ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ସାଲେହ ପଞ୍ଜଶୀରକୁ ଯାଉଥିବା ସଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି।...

ବାଇଡେନ୍‌ଙ୍କୁ ତାଲିବାନର ନାଲି ଆଖି…

କାବୁଲ,୨୩।୮: ତାଲିବାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନାଲି ଆଖ ଦେଖାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ସିଧାସଳଖ ଧମକ ଦେଇ କୁହାଯାଇଛି ଯେ, ଯେ ଯଦି ବାଇଡେନ୍‌ ସରକାର ଆଫଗାନିସ୍ତାନରୁ ନିଜର ସୈନ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତ୍ୟାହାର ନ...

ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ଫେସ୍‌ବୁକର ନୂଆ ବ୍ୟବସ୍ଥା

କାବୁଲ,୨୨।୮ : ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଫଗାନିସ୍ତାନରେ ଫେସବୁକ ଓ ଟୁଇଟର ୟୁଜର୍ସଙ୍କ ଫ୍ରେଣ୍ଡ୍‌ଲିଷ୍ଟ ଲୁକାୟତ ରଖିବା ଲାଗି ଲକ୍‌ ଡାଉନ ଅପଶନ ଦିଆଯିବ। ଏହାକୁ...

ସେନା ବିମାନରେ ଜନ୍ମ ହେଲେ ଶିଶୁକନ୍ୟା

ବର୍ଲିନ,୨୨।୮ : କାବୁଲରୁ ଉଦ୍ଧାର କାର୍ଯ୍ୟ ଶେଷ କରି ଜର୍ମାନୀ ଫେରୁଥିବା ଆମେରିକା ବାୟୁସେନାର ସି-୧୭ ବିମାନରେ ଜଣେ ଆଫଗାନ ମହିଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏ ନେଇ ଆମେରିକାର ବାୟୁ ସେନା ରବିବାର ଟୁଇଟ୍‌ କରିଛି। ବିମାନରେ ମହିଳାଙ୍କ...

ତାଲିବାନକୁ ଯୁଦ୍ଧ ଚେତାବନୀ

ଦୁବାଇ,୨୨।୮: ଅଶି ଦଶକରେ ଆଫଗାନିସ୍ତାନର ସୋଭିଏଟ୍‌ ବିରୋଧୀ ରେଜିଷ୍ଟାଣ୍ଟର ମୁଖ୍ୟ ନେତା ଅହମଦ ଶାହା ମାସୁଦ୍‌ଙ୍କ ପୁଅ ଅହମଦ ମାସୁଦ୍‌ ତାଲିବାନ ଆଗରେ ଆତ୍ମସମର୍ପଣ କରିବାକୁ ମନା କରିଦେଇଛନ୍ତି। କ୍ଷମତା ବିକେନ୍ଦ୍ରୀକରଣ ପାଇଁ ଯଦି ତାଲିବାନ ରାଜି ହୁଏ, ତେବେ...

ପିଲାଙ୍କୁ ମିଳୁନି ପାଣିଟିକେ!

କାବୁଲ,୨୨ ।୮: ଆଫଗାନିସ୍ତାନର ଅବସ୍ଥା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଲିବାନ ଭୟରେ ଦେଶ ଛାଡୁଥିବା ଲୋକଙ୍କ ଅବସ୍ଥା ନ କହିବା ଭଲ । ଘଣ୍ଟା ଘଣ୍ଟା ଦିନ ଦିନ ବିମାନ ବନ୍ଦରରେ ଅପେକ୍ଷା କରୁଥିବା...

‘ଭାରତୀୟଙ୍କ ପାଇଁ ଆମେ ବଞ୍ଚିଗଲୁ’

ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି। ସେମାନେ (ତାଲିବାନ) ମୋ ଘର ଜାଳି ଦେଲେ। ବାଟ ନ ପାଇ ମୁଁ ମୋ ଝିଅ ଓ ଦୁଇ ନାତିଙ୍କ ସହ ପଳେଇ ଆସିଛି। ଭାରତୀୟ ଭାଇ ଓ ଭଉଣୀମାନଙ୍କ...

ଅଶାନ୍ତ କାବୁଲ ବିମାନ ବନ୍ଦର: ୭ ଆଫଗାନୀ ମୃତ

କାବୁଲ,୨୨ ।୮: ଆଫଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରଠାରୁ ସେଠାରେ ପରିସ୍ଥିତି ଅଶାନ୍ତ ହୋଇ ପଡିଛି । ସବୁଠି ଭୟ ଆଉ ଭୟ । ରବିବାର କାବୁଲ ବିମାନ ବନ୍ଦର ପୁଣିଥରେ ଅଶାନ୍ତ ହୋଇପଡିଛି । ଦେଶଛାଡି ଚାଲିଯିବାକୁ...

କାବୁଲରେ ସରକାରୀ-ବେସରକାରୀ ଅଫିସ ବନ୍ଦ, ବଢୁଛି ଲୋକଙ୍କ ସମସ୍ୟା

କାବୁଲ,୨୨ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବାର ଏକ ସପ୍ତାହ ପରେ କାବୁଲରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଯାହା ମନ୍ତ୍ରଣାଳୟ, ପାସପୋର୍ଟ ବିଭାଗ ଏବଂ ବ୍ୟାଙ୍କ ଭଳି ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବାରୁ କାବୁଲର...

ତାଲିବାନ୍‌ କବଳରୁ ୧୫୦ ଭାରତୀୟ ମୁକ୍ତ

କାବୁଲ/ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୮: ଆମେ କାହାକୁ କିଛି କରିବୁ ନାହିଁ। କେହି ଆତଙ୍କିତ ହେବା ଦରକାର ନାହିଁ ବୋଲି ଡିଣ୍ଡିମ ପିଟୁଥିବା ତାଲିବାନ୍‌ର ବର୍ବର ଚେହେରା ଶନିବାର ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦେଖିବାକୁ ମିଳିଛି। ଆଫଗାନିସ୍ତାନରେ ବସବାସ କରୁଥିବା ହିନ୍ଦୁ ଓ ଶିଖ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri