ଅନ୍ତର୍ଜାତୀୟ

ପ୍ରଥମଥର ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ହେବେ ମୋଦି-ବାଇଡେନ୍‌

ନୂଆଦିଲ୍ଲୀ,୧୨।୩: କରୋନା ସଙ୍କଟ ସମୟ, ଚାଇନା ସହ ଚାଲିଥିବା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ QUAD ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରାଜପରିବାରରେ ଭେଦଭାବ ନାହିଁ

ବ୍ରିଟେନ ରାଜପରିବାରରେ ବର୍ଣ୍ଣବୈଷମ୍ୟତା ଥିବା ନେଇ ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ଏକ ସାକ୍ଷାତକାର ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିନ୍ସ ଓ୍ବିଲିୟମ। ଗୁରୁବାର ଇଷ୍ଟ ଲଣ୍ଡନର ଏକ ସ୍କୁଲକୁ ଯାଇଥିବାବେଳେ ଓ୍ବିଲିୟମ ରାଜ ପରିବାର...

ଡ୍ରାଗନ୍‌ର ଭାରତ ବିରୋଧୀ ଅସ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୨ା୩:ବିସ୍ତାରବାଦୀ ଚାଇନା ସହ ଭାରତର ସୀମା ବିବାଦ ସର୍ବ ବିଦିତ। ଅନେକ ସମୟରେ ଦୁଇ ପଡ଼ୋଶୀ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦ ଲାଗି ରହିଥାଏ। ଏହି କାରଣରୁ ଭାରତ ଉପରେ ରଣନୈତିକ ଆଧିପତ୍ୟ ଜାହିର କରିବା ଲାଗି ଚାଇନାର...

ସେନା ନେଲାଣି ୭୦ ଜୀବନ

ନାପିତାଓ, ୧୨ା୩: ଗଣତନ୍ତ୍ର ସପକ୍ଷବାଦୀ ଅଙ୍ଗ୍‌ ସାନ ସ୍ୟୁ ଚୀଙ୍କ ସରକାରକୁ ହଟାଇ ଶାସନ ମାଡ଼ିବସିଥିବା ସେନା ବିରୋଧରେ ମ୍ୟାନମାରରେ ଆନ୍ଦୋଳନ ଜାରି ରହିଥିବାବେଳେ ବିକ୍ଷୋଭ ହଟାଇବାକୁ ସାମରିକ ବଳର ବର୍ବରତା ସୀମା ଟପିବାରେ ଲାଗିଛି। ସେନା ଗୁଳିରେ ଗୁରୁବାର...

କାହିଁକି ଏହି ଦେଶରେ ବନ୍ଦ ହେଲା କୋଭିଡ୍‌ ଭାକ୍ସିନ

କୋପେନହାଗେନ,୧୧।୩ : ଟିକାକରଣ ପ୍ରକ୍ରିୟାରୁ ଆଷ୍ଟ୍ରାଜେନିକାକୁ ବାଦ୍‌ ଦେଇଛି ଡେନମାର୍କ। ଭାକ୍ସିନ ନେବା ପରେ କିଛି ବ୍ୟକ୍ତିଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା (ବ୍ଲଡ୍‌ କ୍ଲଟ୍ସ) ଭଳି ଶାରୀରିକ ଗୁରୁତର ସମସ୍ୟା ଦେଖାଦେଉଥିଲା। ଏହାକୁ ଦୃଷ୍ଟିରେ ରଖି ସାମୟୀକ ଭାବେ...

ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୨୭ ମୃତ

ଜାକର୍ତ୍ତା,୧୧।୩: ଇଣ୍ଡୋନେସିଆରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ୨୦ ମିଟର ତଳକୁ ଖସି ପଡ଼ିଛି। ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୯ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି...

ବିଲବୋର୍ଡ ଜରିଆରେ ମୋଦିଙ୍କୁ ଧନ୍ୟବାଦ ଦେଲା କାନାଡା

ଓଟାୱା,୧୧ ।୩: କରୋନା ମହାମାରୀକୁ ଦୂରେଇ ଦେବାକୁ ଭାରତ ଅନ୍ୟଦେଶକୁ ଯେଉଁଭଳି ଭାବେ ସାହାଯ୍ୟ କରୁଛି ସାରା ବିଶ୍ୱ ଏବେ ଭାରତର ପ୍ରଶଂସା କରୁଛି । ନିକଟରେ କାନାଡାକୁ ବି କରୋନା ଟିକା ଯୋଗାଇ ପ୍ରଶଂସା ସାଉଁଟିଛି ଭାରତ ।...

ବାଇଡେନ୍‌ଙ୍କ କୁକୁର ହ୍ବାଇଟ୍‌ ହାଉସ୍‌ରୁ ବିଦା

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨ କୁକୁର ‘ମେଜର’ ଓ ‘ଚାମ୍ପ’ଙ୍କୁ ହ୍ବାଇଟ୍‌ ହାଉସ୍‌ରୁ ବାହାର କରାଯାଇଛି। ଜଣେ ସିକ୍ୟୁରିଟି ଏଜେଣ୍ଟଙ୍କୁ ମେଜର କାମୁଡ଼ି ଦେବା ପରେ କୁକୁର ଦୁଇଟିକୁ ବାଇଡେନ୍‌ଙ୍କ ଘରକୁ ପଠାଇ ଦିଆଯାଇଛି। ୨୦୧୮ରେ ବାଇଡେନ୍‌ ମେଜରକୁ...

ପ୍ରତି ୩ରେ ଜଣେ ମହିଳା ପୀଡ଼ିତା

ନୂଆଦିଲ୍ଲୀ, ୧୧ା୩: ପୁରୁଷ ପ୍ରଧାନ ସମାଜରେ ନିର୍ଯାତନାରୁ ନିସ୍ତାର ପାଇନାହାନ୍ତି ମହିଳା। ଗୋଟିଏ କି ଦୁଇଟି ଦେଶ ନୁହେଁ, ସାରା ବିଶ୍ୱରେ ମହିଳାଙ୍କ ବିରୋଧରେ ହିଂସା ବଢ଼ିବାରେ ଲାଗିଛି। ପ୍ରତି ୩ ଜଣରେ ଜଣେ ମହିଳା ବା ଝିଅ ହିଂସା...

ଗୀତାଙ୍କୁ ମିିଳିଲେ ତାଙ୍କର ପ୍ରକୃତ ମା’!

କରାଚି,୧୧ ।୩: ପାକିସ୍ତାନର ଏକ ସାମାଜିକ କଲ୍ୟାଣ ସଙ୍ଗଠନ ଯେଉଁ ବିଦ୍ୟାଙ୍ଗ ଭାରତୀୟ ଯୁବତୀଙ୍କୁ ଆଶ୍ରା ଦେଇଥିଲେ ଓ ୨୦୧୫ରେ ଭାରତ ପଠାଇ ଦେଇଥିଲେ ଶେଷରେ ସେହି ଯୁବତୀଙ୍କୁ ତାଙ୍କର ପ୍ରକୃତ ମା’ ମିଳିଯାଇଥିବା କୁହାଯାଉଛି । ମହାରାଷ୍ଟ୍ରରେ ତାଙ୍କୁ...

ଚାଇନା ଲଞ୍ଚ୍‌ କଲା କରୋନା ପାସପୋର୍ଟ, ଲୋକଙ୍କୁ ମିଳିବ ଏସବୁ ସୁବିଧା

ବେଜିଂ,୧୦।୩: ଇତିମଧ୍ୟରେ କରୋନା ମହାମାରୀକୁ ବର୍ଷେ ପୂରିଗଲାଣି। ଏହି ପରିପ୍ରେକ୍ଷୀରେ ଚାଇନା ଏବେ ଡିଜିଡାଲ କରୋନା ଭ୍ୟାକ୍ସିନ ସାର୍ଟିଫିକେଟ ଲଞ୍ଚ କରିଛି। ଏହି ସାର୍ଟିଫିକେଟ ବା ପ୍ରମାଣପତ୍ର ଜରିଆରେ ଲୋକେ ବାହାରକୁ ଯାତ୍ରା କରିପାରିବେ। ଅନ୍ୟପକ୍ଷରେ କରୋନା ମହାମାରୀ ଯୋଗୁ...

ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇ ଭୋ ଭୋ କାନ୍ଦିଲେ ଏହି କୁନି କଳାକାର

ବେଜିଂ,୧୦।୩: ୮ ବର୍ଷର କୁନି କଳାକାର ଆଲାନ କିମ୍‌ ଭାବପ୍ରବଣ ହୋଇଯାଇଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଲାନଙ୍କୁ ଫିଲ୍ମ ‘ମିନାରୀ’ରେ ନିଜର ପରଫର୍‌ମାନ୍ସ ପାଇଁ ଚଳିତବର୍ଷ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଏହି ଫିଲ୍ମ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri