ଅନ୍ତର୍ଜାତୀୟ

କ୍ୟାମେରା ଆଗରେ ରିପୋର୍ଟରକୁ ଲୁଟିଲେ

କ୍ୱିଟୋ,୨୦।୨: ଜଣେ ରିପୋର୍ଟର ଓ ଟିଭି କ୍ରୁ ମେମ୍ବରଙ୍କୁ ବନ୍ଧୁକ ମୁନରେ ଲୁଟିଛନ୍ତି। ତାହା ପୁଣି ଲାଇଭ କ୍ୟାମେରା ଆଗରେ। ଇକ୍ୱାଡରରେ ଘଟିଥିବା ଏହି ଅବିଶ୍ୱସନୀୟ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଭିଡିଓରେ ଜଣେ ଲୁଟେରା ବନ୍ଧୁକ...

ଇତିହାସ ରଚିଲା ନାସା: ମଙ୍ଗଳରେ ଓହ୍ଲାଇଲା ପର୍ସଭରେନ୍ସ ରୋଭର

ୱାଶିଂଟନ,୧୯ ।୨: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ପର୍ସଭରେନ୍ସ ରୋଭର ଗୁରୁବାର ମଙ୍ଗଳରେ ଓହ୍ଲାଇଛି । ନାସା ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି କି ପର୍ସଭରେନ୍ସ ରୋଭର ମଙ୍ଗଳ ଗ୍ରହରେ ସଫଳତା ପୂର୍ବକ ଲ୍ୟାଣ୍ଡ କରିଛି ।...

ଶେଷରେ ମାନିଲା ଚାଇନା

ବେଜିଂ,୧୯ ।୨: ପୂର୍ବ ଲଦ୍ଦାଖର ଏଲ୍‌ଏସିରେ ଗତ ବର୍ଷ ମେ’ ମାସରୁ ଭାରତ-ଚାଇନା ମଧ୍ୟରେ ତୁତୁମେମେ ଆରମ୍ଭ ହୋଇଛି । ଏହି ଦୁଇ ଦେଶ ମଧ୍ୟରେ ଜମି ରହିଥିବା ବରଫ ଧୀରେ ଧୀରେ ତରଳିବା ଆରମ୍ଭ କଲାଣି । ଏବେ...

ନ୍ୟୁଜ୍‌ ଶେୟାର ବନ୍ଦକଲା ଫେସ୍‌ବୁକ୍‌

କାନ୍‌ବେରା,୧୯ା୨: ମାର୍କ ଜୁକରବର୍ଗଙ୍କ ଫେସ୍‌ବୁକ୍‌ ଓ ଅଷ୍ଟ୍ରେଲିଆ ସରକାରଙ୍କ ମଧ୍ୟରେ ନ୍ୟୁଜ୍‌ କଣ୍ଟେଣ୍ଟ ପାଇଁ ପେମେଣ୍ଟକୁ ନେଇ ତିକ୍ତତା ବଢ଼ିବାରେ ଲାଗିଛି। ନୂଆ ଆଇନ ଉପରେ ଆପତ୍ତି ଜଣାଇ ଫେସ୍‌ବୁକ୍‌ ଅଷ୍ଟ୍ରେଲିଆର ବିରୋଧୀ ନେତାମାନଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଓ...

ବର୍ଣ୍ଣବୈଷମ୍ୟ ଅଭିଯୋଗ: ଇସ୍ତଫା ଦେଲେ ରଶ୍ମୀ ସାମନ୍ତ

ନୂଆଦିଲ୍ଲୀ/ଲଣ୍ଡନ,୧୮।୨: ପ୍ରଥମ ଭାରତୀୟ ମହିଳା ଭାବେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ସଭାପତି ନିର୍ବାଚିତ ହୋଇଥିବା ରଶ୍ମୀ ସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏନେଇ ଫେସ୍‌ବୁକ୍‌ରେ ସେ ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ବର୍ଣ୍ଣବୈଷମ ଅଭିଯୋଗ ଆସିବା ପରେ ସେ...

ସାମରିକ ଶାସକଙ୍କ କଟକଣା: ପ୍ରଭାବିତ ହେଉଛି ମ୍ୟାନ୍‌ମାର ଅର୍ଥନୀତି

ନାପିତ୍ୱ,୧୮।୨: ମ୍ୟାନ୍‌ମାରରେ ସାମରିକ ଶାସକଙ୍କ କଟକଣା ଯୋଗୁ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି। ଦେଶରେ ରାତ୍ର କାଳୀନ କର୍ଫ୍ୟୁ ଜାରି ହେବା ସହିତ ଇଣ୍ଟରନେଟ୍‌ ସେବା ଉପରେ ରାତ୍ର ୧ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି।...

ନ୍ୟୁଜ୍‌ ଓ୍ବେବସାଇଟ୍‌କୁ ବ୍ୟାନ୍‌ କଲା ଫେସବୁକ୍‌

କାନବେରା,୧୮।୨: ସୁରକ୍ଷାକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆରେ ଫେସବୁକ୍‌ ପକ୍ଷରୁ କେତେକ ନ୍ୟୁଜ୍‌ ଓ୍ବେସାଇଟ୍‌ ସହିତ ଅନ୍ୟ ପେଜ୍‌କୁ ବ୍ୟାନ୍‌ କରିଛି। ଏହାଦ୍ୱାରା ଜରୁରିକାଳୀନ ସେବା ପ୍ରଭାବିତ ହୋଇଛି। କରୋନା ସଂକ୍ରମଣ ସମ୍ପର୍କରେ ୟୁଜରଙ୍କୁ ଅବଗତ କରାଉଥିବା ପେଜ୍‌ ମଧ୍ୟ ଅକାମୀ...

ମଲାଲାଙ୍କୁ ହତ୍ୟା ଧମକ ଦେଲେ ତାଲିବାନ ଆତଙ୍କବାଦୀ: ଟୁଇଟର ଦ୍ୱାରା ଆକାଉଣ୍ଟ ଡିଲିଟ

ଇସ୍‌ଲାମାବାଦ,୧୮ ।୨: ନୋବେଲ ପୁରସ୍କାର ବିଜେତା ମଲାଲା ୟୁଶୁଫଜଇଙ୍କ ଉପରେ ୯ ବର୍ଷ ପୂର୍ବେ ଜୀବନରୁ ମାରିଦେବାଲାଗି ଉଦ୍ୟମ କରିଥିବା ପାକିସ୍ତାନୀ ତାଲିବାନ ଆତଙ୍କବାଦୀ ପୁଣିଥରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଟୁଇଟ୍ କରି ଆତଙ୍କବାଦୀମାନେ ଲେଖିଛନ୍ତି...

ଚାହୁଁଚାହୁଁ ହଠାତ୍‌ ବିମାନବନ୍ଦରରେ ମାଟିରେ ମିଶିଲା ୮୪ ଫୁଟର ଟାଓ୍ବାର, ଦେଖନ୍ତୁ ପୂରା ଭିଡିଓ

ଓ୍ବାଶିଂଟନ,୧୭।୨: ଆମେରିକାର ୟୁଟାରେ ସଲ୍ଟ ଲେକ୍‌ ସିଟି ଇଣ୍ଟରନ୍ୟାଶନାଲ ବିମାନବନ୍ଦରରେ ୮୪ ଫୁଟର ଏକ ଷ୍ଟିଲ୍‌ ଏବଂ କଂକ୍ରିଟ ଟାଓ୍ବାର ଧ୍ୱଂସ ହୋଇଯାଇଛି। ବିମାନବନ୍ଦର ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଏହି ବିଶାଳକାୟ ଟାଓ୍ବାର ତଥା ‘ଡେଲ୍‌ଟା ଟାଓ୍ବାର’ କିଛି...

ପୁଣି ଜେଫ୍‌ ବେଜୋସ ହେଲେ ବିଶ୍ୱର ୧ ନମ୍ବର ଧନୀ

ଓ୍ବାଶିଂଟନ,୧୭।୨: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲା ସିଇଓ ଏଲୋନ ମସ୍କଙ୍କୁ ପଛରେ ପକାଇ ବେଜୋସ ଏହି ପଦବୀ ହାସଲ କରିଛନ୍ତି। ଟେସଲା ଇନ୍ସର ଶେୟାରଗୁଡିକ ମଙ୍ଗଳବାର କମିଯାଇଥିବାରୁ ମସ୍କ...

ରୁଷିଆ‌କୁ ଘାରିଛି ଜୈବିକ ଅସ୍ତ୍ର ନିଶା: ପୁରାତନ ଜୀବାଶ୍ମରୁ ସଂଗ୍ରହ କରୁଛି ଭୂତାଣୁ

ମସ୍କୋ,୧୭।୨: ପୃଥିବୀରେ କରୋନା ମହାମାରୀ ଆତଙ୍କ ଥମିନି। ଏପରିସ୍ଥଳେ ରୁଷିଆର ଗବେଷକ ପୁରାତନ ଭୂତାଣୁ ବିଷୟରେ ଗବେଷଣା ଆରମ୍ଭ କରିଛନ୍ତି। ସେମାନେ ୫୦ ବର୍ଷ ପୁରାତନ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବାଶ୍ମରୁ ଭୂତାଣୁ ବାହାର କରୁଛନ୍ତି। ଜୈବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ...

ପ୍ରଥମେ ସେଲ୍‌ଫି ନେଇ ୭ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ହଜାର ଫୁଟ ଉଚ୍ଚରୁ ଠେଲିଦେଲେ ସ୍ବାମୀ, ଆଉ ତା’ ପରେ…

ଅଙ୍କାର,୧୭।୨: ତୁର୍କୀର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ମୃତ୍ୟୁ ପରେ ବିବାଦ ଘେରକୁ ଆସିଛନ୍ତି। ଏହି ବ୍ୟକ୍ତି ଜଣକ ପ୍ରଥମେ ହଲିଡେ ସ୍ପଟ୍‌କୁ ଯାଇ ସ୍ତ୍ରୀଙ୍କ ସହ ସେଲ୍‌ଫି ନେଇଥିଲେ। ପରେ ୧୦୦୦ ଫୁଟ ଉଚ୍ଚରୁ ୭ ମାସର ଗର୍ଭବତୀ ଥିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri