ଅନ୍ତର୍ଜାତୀୟ

କରୋନା ଯାଞ୍ଚ ପାଇଁ ଚାଇନା ଯିବ ଡବ୍ଲୁଏଚ୍‌ଓ

ବେଜିଂ,୧୧ ।୧: କରୋନା ଭାଇରସ କେଉଁଠୁ ଆସିଲା, ଏହାର ଉତ୍ପତି ସ୍ଥଳ କେଉଁଠି ଏହାର ଯାଞ୍ଚ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ଏକ ବିଶେଷଜ୍ଞ ଦଳ ପୁଣିଥରେ ଚାଇନା ଯିବେ ବୋଲି ଜଣାପଡିଛି । ସୋମବାର ଚାଇନା ପକ୍ଷରୁ ଏହି...

ବିଶ୍ୱବିଦ୍ୟାଳୟରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା, ମେକ୍‌ ଅପ୍‌ ନେବା ମନା

ଇସଲାମାବାଦ,୧୧।୧: ପାକିସ୍ତାନର ହାଜାରା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନୂଆ ତୋଗଲକୀ ଆଇନ ଜାରି କରିଛନ୍ତି। ପସ୍ତୁନଖ୍ବା ପ୍ରଦେଶରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ଡ୍ରେସ୍‌ କୋଡ୍‌ ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କୁ ଟାଇଟ୍‌ ଜିନ୍ସ୍‌ ଏବଂ ଟି-ସର୍ଟ ପିନ୍ଧିବାକୁ ବାରଣ...

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍ ଆମେରିକା ଅନୁଯାୟୀ, ଜାନୁୟାରୀ ୭ରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ସମ୍ପର୍କିତ...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆଜି

ଓ୍ବାଶିଂଟନ, ୧୧।୧(ଆଇଏଏନ୍‌ଏସ୍‌): ଆମେରିକାର କ୍ୟାପିଟୋଲ୍‌ ବିଲ୍ଡିଂରେ ୬ ତାରିଖରେ ଘଟିଥିବା ହିଂସା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଦାୟୀ କରି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସର ୩ ଜଣ ଡେମୋକ୍ରାଟ ସଦସ୍ୟ ସୋମବାର ତାଙ୍କ ବିରୋଧରେ ମହାଭିଯୋଗ ଆର୍ଟିକିଲ୍‌ ଆଗତ କରିବାକୁ...

ଆମେରିକାରେ ଗୁଳି: ୪ ମୃତ

ସିକାଗୋ, ୧୧।୧(ଆଇଏଏନ୍‌ଏସ୍‌): ଆମେରିକାର ଇଲିନୋଇସ୍‌ ରାଜ୍ୟରେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଗୁଳିରେ ସନ୍ଦିଗ୍ଧ ଆକ୍ରମଣକାରୀ ନିହତ ହୋଇଛନ୍ତି। ଶନିବାର ଅପରାହ୍ନରେ ସିକାଗୋର ଏକ ଔଷଧ...

ବର୍ଷେ ପରେ ବି ଫିଟିନି ରହସ୍ୟ

ଉହାନ,୧୧ା୧: ଚାଇନାରେ ପ୍ରଥମ କରୋନା ମୃତ୍ୟୁର ବର୍ଷେ ପରେ ମଧ୍ୟ ଏହି ଘାତକ ଭୂତାଣୁ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଉହାନ ସହରକୁ କୋଭିଡ୍‌-୧୯ ଭାଇରସ୍‌ର ଉତ୍ପତ୍ତିସ୍ଥଳ ବୋଲି କୁହାଯାଉଥିଲେ ହେଁ ପ୍ରକୃତରେ ଏହା କେଉଁଠୁ ବାହାରିଛି...

ଦୁର୍ଘଟଣାଗ୍ରସ୍ତ ବିମାନର ମିଳିଲା ବ୍ଲାକ ବକ୍ସ

ଜାକର୍ତ୍ତା,୧୦।୧- ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଇଣ୍ଡୋନେସିଆ ବିମାନର ବ୍ଲାକବକ୍ସ ରବିବାର ଠାବ ହୋଇଛି। ଦୁର୍ଘଟଣାଗ୍ରସ୍ତ ବିମାନରୁ ଦୁଇଟି ବ୍ଲାକ୍‌ ବକ୍ସର ସ୍ଥାନ ମିଳିସାରିଥିବା ଅଧିକାରୀମାନେ କହିଛନ୍ତି। ବ୍ଲାକ ବକ୍ସରେ ରେକର୍ଡ ହୋଇଥିବା ବିମାନର କକ୍‌ପିଟ୍‌ ଭିତରେ ପାଇଲଟ୍‌ଙ୍କ ମଧ୍ୟରେ ହୋଇଥିବା...

କରୋନା ଟିକାର ଦ୍ୱିତୀୟ ମାତ୍ରା ନେଲେ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌,୧୦।୧: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କରୋନା ଟିକାର ଦ୍ୱିତୀୟ ମାତ୍ରା ନେଇଛନ୍ତି। ଏହା ମଧ୍ୟ ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା। ଏହା ବ୍ୟତୀତ ଇସ୍ରାଏଲର ସ୍ବାସ୍ଥ୍ୟମନ୍ତ୍ରୀ ୟୁଲି ଏଡେଲଷ୍ଟାଇନ ମଧ୍ୟ ଟିକାର ଦ୍ୱିତୀୟ ମାତ୍ରା ନେଇଥିଲେ। ଦ୍ୱିତୀୟ...

ପାକିସ୍ତାନ ଅନ୍ଧାର, ଭାରତକୁ ଦୋଷ ଦେଲେ ମନ୍ତ୍ରୀ

ଇସଲାମାବାଦ,୧୦।୧: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିର୍ବାଚନରେ ଏକ ‘ନୂତନ ପାକିସ୍ତାନ’ ଗଢିବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ଏବେ ଦେଶ ଆର୍ଥିକ ଦେବାଳିଆ ହେବା ସହ ଶନିବାର ବିଳମ୍ବିତ ରାତିରେ ହଠାତ୍‌ ସମଗ୍ର ଦେଶ ଅନ୍ଧାରରେ ବୁଡି ଯାଇଥିବା...

ଶୀଘ୍ର କରୋନା ଟିକା ପାଇବାକୁ ଇସ୍ରାଏଲ ଦେଲା ଦୁଇଗୁଣା ଅର୍ଥ

ଲଣ୍ଡନ,୧୦ ।୧: କରୋନା ମହାମାରୀଠାରୁ ରକ୍ଷା ପାଇବାକୁ ଏବେ ସମସ୍ତଙ୍କ ନଜର ଭ୍ୟାକ୍ସିନ ଉପରେ । ଜଣାପଡିଛି କି କରୋନା ଟିକାକରଣ ମାମଲାରେୀ ଏବେ ଇସାଏଲ ସାରା ବିଶ୍ୱରେ ସବୁଠାରୁ ଆଗରେ ରହିଛି । ଇସ୍ରାଏଲ ୨୦ ଦିନରେ ନିଜ...

ଚାଇନାକୁ ଘେରିଲେ ଆମେରିକା-ବ୍ରିଟେନ୍‌-ଅଷ୍ଟ୍ରେଲିଆ-କାନାଡ଼ା

ଓ୍ବାଶିଂଟନ,୧୦।୧: ହଂକଂରେ ଜାତୀୟ ସୁରକ୍ଷା ଆଇନ ଅନ୍ତର୍ଗତ ୫୫ ଜଣ ନେତା ଏବଂ ସାମାଜିକକର୍ମୀଙ୍କୁ ଚାଇନା ଗିରଫ କରିଛି। ଏହାକୁ ନେଇ ଆମେରିକା, ବ୍ରିଟେନ୍‌, ଅଷ୍ଟ୍ରେଲିଆ ଏବଂ କାନାଡ଼ା ଚାଇନାକୁ ଘେରିବା ଆରମ୍ଭ କରିଛନ୍ତି। ଚାଇନାର ଏଭଳି ପଦକ୍ଷେପକୁ କଡ଼ାସ୍ବରରେ...

ସାରା ରାତି ଅନ୍ଧାରରେ ପାକିସ୍ତାନ

ଇସଲାମାବାଦ୍‌,୧୦।୧: ପାକିସ୍ତାନ ଶନିବାର ରାତି ସାରା ଅନ୍ଧାରରେ ରହିଛି। ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ରାଜଧାନୀ ଇସଲାମାବାଦଠାରୁ ଆରମ୍ଭ କରି ଲାହୋର, ପେଶଓ୍ବର, ରାଓ୍ବଲପିଣ୍ଡି ଏବଂ କରାଚି ଆଦି ଦେଶର ସମସ୍ତ ସହର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri