ଅନ୍ତର୍ଜାତୀୟ

ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗର ସନ୍ଧାନ

ଇସଲାମାବାଦ,୨୦।୩: ପାକିସ୍ତାନରେ ୪୦୦ ବର୍ଷ ପୁରୁଣା ସୁଡ଼ଙ୍ଗ ପଥର ସନ୍ଧାନ ମିଳିଛି। ଲାହୋର ଦୁର୍ଗର ମରାମତି ସମୟରେ ସୁଡ଼ଙ୍ଗକୁ ଦେଖି କାମକରୁଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୁରୁଣା ହେଲେ ମଧ୍ୟ ଦୁର୍ଗର ପ୍ରାଚୀର ଏବେ ଶକ୍ତ ଏବଂ ସୁରକ୍ଷିତ ରହିଥିବା...

୩ ଥର ଝୁଣ୍ଟିଲେ ବାଇଡେନ୍‌: ଭିଡ଼ିଓ ଭାଇରାଲ

ଓ୍ବାଶିଂଟନ,୨୦।୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏୟାର ଫୋର୍ସ ଓ୍ବାନ୍‌ ବିମାନରେ ଚଢ଼ିବା ସମୟରେ ୩ ଥର ଝୁଣ୍ଟିଛନ୍ତି। ଶେଷରେ ସେ ନିଜକୁ ସମ୍ଭାଳି ବିମାନରେ ପ୍ରବେଶ କରିଛନ୍ତି। ଏହାର ଭିଡ଼ିଓ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ...

୧୦ ବର୍ଷ ଗୃହଯୁଦ୍ଧ

ବିରୁଟ/ଡାମାସ୍‌କସ୍‌/ଇଦ୍‌ଲିବ,୨୦ା୩: ଏକ ଦଶନ୍ଧି ତଳେ ସିରିଆ ରାଷ୍ଟ୍ରପତି ବଶର ଅଲ୍‌-ଅସାଦ୍‌ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କେତେବେଳେ ଆନ୍ଦୋଳନର ରୂପ ନେଇ କ୍ରମଶଃ ଏକ ବୃହତ୍‌ ଗୃହଯୁଦ୍ଧ ପାଲଟିଗଲା କେହି ଜାଣିପାରିଲେ ନାହିଁ। ସିରିଆ ସଂଘର୍ଷରେ ଅଦ୍ୟାବଧି ୩,୮୦,୦୦୦ରୁ...

ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ

ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର ଅଷ୍ଟିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ...

ମହାମାରୀ ସତ୍ତ୍ୱେ ଏହା ବିଶ୍ୱର ସବୁଠୁ ସୁଖୀ ଦେଶ

ହେଲସିଙ୍କି (ଫିନଲାଣ୍ଡ),୧୯।୩ : ବିଶ୍ୱର ସବୁଠୁ ସୁଖୀ ଦେଶ ମାନ୍ୟତା ପାଇଛି ଫିନଲାଣ୍ଡ। ମହାମାରୀ ସତ୍ତ୍ୱେ କ୍ରମାଗତ ଚତୁର୍ଥ ଥର ପାଇଁ ଫିନଲାଣ୍ଡ ବଜାୟ ରଖିଛି ଏହି ମାନ୍ୟତା। ୟୁଏନ୍‌ ପକ୍ଷରୁ ବାର୍ଷିକ ପ୍ରକାଶ ପାଉଥିବା ଓ୍ବାଲର୍‌ଡ ହାପିନେସ ରିପୋର୍ଟରେ...

ପରସ୍ପରକୁ ଆଖି ଦେଖାଇଲେ ଚାଇନା-ଆମେରିକା

ଓ୍ବାଶିଂଟନ୍‌,୧୯।୩: ଆମେରିକାରେ ନୂତନ ସରକାର ଗଠନ ପରେ ପ୍ରଥମ ଥର ପାଇଁ ଚାଇନା ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଦୁଇ ଦେଶର ଅଧିକାରୀମାନେ ପରସ୍ପର ମଧ୍ୟରେ ବାକ୍‌ଯୁଦ୍ଧରେ ଲାଗିଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ସମୟରେ...

ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ନଗ୍ନ ଷ୍ଟାଚ୍ୟୁ, ଘଟଣାର ଯାଞ୍ଚ କରୁଛି ପୋଲିସ

ଜେରୁଜେଲମ୍‌,୧୮।୩: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକ ନଗ୍ନ ଷ୍ଟାଚ୍ୟୁ ଅବିବ ସହରର ହାବିମା ସ୍କୋୟାରରେ ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, କଂସାର ଏହି ମୂର୍ତ୍ତିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବସିବା ମୁଦ୍ରାରେ ରହିଛନ୍ତି। ପୋଲିସ ଏହି ଘଟଣାର ଯାଞ୍ଚ...

ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଭାଙ୍ଗିି ଦେଲେ ୮୦ ଘର

ଢାକା,୧୮।୩: ଫେସବୁକ୍‌ ପୋଷ୍ଟକୁ ନେଇ ବାଂଲାଦେଶର ଏକ ହିନ୍ଦୁ ଗାଁରେ ହିଫାଜତ୍‌-ଇ-ଇସଲାମ୍‌ ନାମକ ମୌଳବାଦୀ ସଂଗଠନ ପକ୍ଷରୁ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ସଂଗଠନର ସଦସ୍ୟମାନେ ଗାଁ ପଶି ୮୦ରୁ ଅଧିକ ଘର ଭଙ୍ଗାରୁଜା କରିବା ସହିତ କେତେକ ସ୍ଥାନରେ ନିଆଁ...

ଏବେ ସପ୍ତାହରେ ୪ ଦିନ ଅଫିସ୍‌…

ମାଦ୍ରିଦ୍‌‌,୧୮।୩: ସପ୍ତାହରେ କେବଳ ୪ ଦିନ ଅଫିସରେ କାମ କରିବାକୁ ପଡ଼ିବ। ଅନ୍ୟ ୩ ଦିନ ଛୁଟି। ସ୍ପେନ୍‌ର ସରକାର ପରୀକ୍ଷାମୂଳକ ଭାବେ ଏଭଳି ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଫଳରେ ଦିନକୁ ୮ ଘଣ୍ଟା ହିସାବରେ ଦେଶରେ କର୍ମଚାରୀମାନେ...

ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କ ପରଲୋକ

ଦର୍‌-ଇସ୍‌-ସଲାମ,୧୮।୩: ତାଞ୍ଜାନିଆର ରାଷ୍ଟ୍ରପତି ଜନ୍‌ ମାଗୁଫୁଲିଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି ସେ ହୃଦ୍‌ରୋଗରେ ପୀଡ଼ିତ ଥିଲେ ବୋଲି ଉପରାଷ୍ଟ୍ରପତି ସାମିଆ ସୁଲୁହୁ ହାସନ...

ପଶୁଙ୍କ ଗର୍ଭାଶୟରେ ଛଡ଼ାଯିବ ମଣିଷଙ୍କ ଭ୍ରୁଣ!

ଟୋକିଓ,୧୭।୩: ଜାପାନର ଜଣେ ଷ୍ଟେମ୍‌-ସେଲ୍‌ ବୈଜ୍ଞାନିକ ଏକ ଭିନ୍ନ ଧରଣର ଗବେଷଣା କରିଛନ୍ତି। ଏଠାକାର ସରକାର ଏଥିପାଇଁ ସହାୟତା ମଧ୍ୟ ଦେବା ଆରମ୍ଭ କରିଛନ୍ତି। ବୈଜ୍ଞାନିକ ଏମିତି ଉପାୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି, ଯାହା ପଶୁଙ୍କ ଗର୍ଭାଶୟରେ ମାନବ କୋଷର...

ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍‌ ତିଆରି କରିବ ୮୦ ନୂଆ ପରମାଣୁ ବୋମା

ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା ରଖିଛି। ସମ୍ପ୍ରତି ବ୍ରିଟେନ୍‌ ପାଖରେ ୧୮୦ଟି ପରମାଣୁ ବୋମା ରହିଛି। ତେବେ ନୂଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri