ଅନ୍ତର୍ଜାତୀୟ

ଗଣତନ୍ତ୍ରର ହତ୍ୟା: ଶୀଘ୍ର ଟ୍ରମ୍ପ୍‌ଙ୍କୁ ହଟାଯାଉ

ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସମର୍ଥକଙ୍କ ପକ୍ଷରୁ ସଂସଦ ପରିସରରେ ହୋଇଥିବା ହିଂସାକାଣ୍ଡକୁ ନେଇ ଭାରତୀୟ ବଂଶୋଦ୍ଭବ ସାଂସଦମାନେ କଡ଼ା ନିନ୍ଦା କରିଛନ୍ତି। ଶୀଘ୍ର ଟ୍ରମ୍ପ୍‌ଙ୍କୁ ପଦରୁ ହଟାଯାଉ ବୋଲି ସାଂସଦ ଆର.ଓ. ଖାନ୍ନା କହିଛନ୍ତି। ସଂସଦ ପରିସରରେ...

ଆମେରିକା ହିଂସା: ଇସ୍ତଫା ଦେଲେ ହ୍ୱାଇଟ ହାଉସର ଦୁଇ ମୁଖ୍ୟ ଅଧିକାରୀ

ୱାଶିଂଟନ,୭ ।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଉଡେନଙ୍କୁ ଅଫିସିୟାଲି ବିଜୟୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସା ସୃଷ୍ଟି କରିଛନ୍ତି । ଏହାକୁ ଦେଖି ବୁଧବାର ଆମେରିକାର ଫାଷ୍ଟ ଲେଡି ମେଲାନିଆ...

ଆମେରିକା ହିଂସା: ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ବନ୍ଦ କଲେ ଟ୍ରମ୍ପଙ୍କ ଆକାଉଣ୍ଟ

ୱାଶିଂଟନ,୭ ।୧: ଗତ ନଭେମ୍ବରରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ଜୋ ବାଇଡେନ୍ । ହେଲେ ନିଜର ପରାଜୟକୁ ଏପର୍ଯ୍ୟନ୍ତ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ ଟ୍ରମ୍ପ । ଜୋ ବାଇଡେନଙ୍କ ବିଜୟକୁ ଅଫସିୟାଲି ଘୋଷଣା...

ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ ନିନ୍ଦା କରିଛନ୍ତି। ଦେଶରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି...

ଟ୍ରମ୍ପ୍‌ ସମର୍ଥକଙ୍କ ସିନେଟ୍‌ ଦଖଲ ଉଦ୍ୟମ : ଓ୍ବାଶିଂଟନରେ କର୍ଫ୍ୟୁ

ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବାକୁ ଯାଉଛନ୍ତି। ତେବେ ଅନ୍ତିମ ଦିନ ପାଖେଇ ଆସୁଥିବାବେଳେ ମଧ୍ୟ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟକୁ ବିରୋଧ କରି ଟ୍ରମ୍ପ୍‌ ସମର୍ଥକ ହିଂସାକାଣ୍ଡ ଭିଆଇଛନ୍ତି। ସମର୍ଥକମାନେ ଆମେରିକା ସଂସଦ ପରିସରରେ ଥିବା...

ୱିକିଲିକ୍ସର ପ୍ରତିଷ୍ଠାତା ଆସେଞ୍ଜଙ୍କ ଜାମିନ ଖାରଜ

ଲଣ୍ଡନ,୬।୧: ଗୁପ୍ତ ସାମରିକ ଦଲିଲ ପ୍ରକାଶନ ଅଭିଯୋଗର ଜେଲରେ ଥିବା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କ ଜାମିନକୁ ବ୍ରିଟେର ଏକ କୋର୍ଟ ବୁଧବାର ଖାରଜ କରିଛନ୍ତି। ବିଚାରପତି ଭେନେସା ବାରାଏସ୍‌ ଆସେଞ୍ଜଙ୍କ ଜାମିନ ନାମଞ୍ଜୁର କରିବା ସହ କାରାଗାରରେ ରହିବାକୁ...

ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର: ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କଲା ଭାରତ

ଜେନେଭା,୬।୧: ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ଏନେଇ ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କରାଯାଇଛି। ଏହା ବିରୋଧରେ ବିଶ୍ୱସ୍ତରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଭାରତର ସ୍ଥାୟୀ...

ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ବାଧା ଦେଲା ଚାଇନା

ବେଜିଂ,୬।୧: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନରେ ପ୍ରବେଶ କରିବାକୁ ଚାହୁଁଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଟିମ୍କୁ‌ ଚାଇନା ବାଧାଦେଇଛି। ଡବ୍ଲ୍ୟୁଏଚ୍‌ଓ ଟିମ୍‌କୁ ଚାଇନା ଯିବା ଲାଗି ଭିଜା ମିଳିନାହିଁ। ଉହାନରେ କରୋନା ମହାମାରୀ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍‌ କରିବାକୁ...

କରୋନା ରୋଗୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇବ ନବଜାତକର ନାଭି: ଜାଣନ୍ତୁ କିପରି…

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବା ପରଠାରୁ ଅନେକ ଦେଶ ଏହାର ଟିକା ବାହାର କରିବାରେ ଲାଗିପଡ଼ିଛନ୍ତି। ଅନେକ ଦେଶ ଟିକା ବାହାର କରି ଲୋକଙ୍କ ଉପରେ ପ୍ରୟୋଗ ମଧ୍ୟ କରିସାରିଲାଣି। ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନବଜାତକର...

ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି। ଏବେ ପୃଥିବୀ ନିଜ ଚାରିପଟେ ଘୂରିବା ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ...

ପୂର୍ବତନ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀଦଣ୍ଡ

ବେଜିଂ, ୬ା୧: ଚାଇନାର ଜଣେ ପୂର୍ବତନ ବ୍ୟାଙ୍କ ଅଧିକାରୀ ଲାଇ ଜିଆଓମିନ୍‌ଙ୍କୁ ତିଆନଜିନ୍‌ସ୍ଥିତ ଏକ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଲାଇଙ୍କ ନାମରେ ୨୬୦ ଡଲାର ମିଲିୟନ ଲାଞ୍ଚ କାରବାର ଓ ଦୁର୍ନୀତି ଅଭିଯୋଗ ରହିଥିଲା। କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ...

ପ୍ରତି ମୁହୂର୍ତ୍ତ ପାଇଁ ପ୍ରସ୍ତୁତ ରୁହ

ବେଜିଂ, ୬।୧: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଦେଶର ସୈନ୍ୟବାହିନୀକୁ ପ୍ରତ୍ୟେକ ମୁହୂର୍ତ୍ତରେ କାର୍ଯ୍ୟାଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସମୟରେ ପ୍ରସ୍ତୁତିକୁ ସୁନିଶ୍ଚିତ କରିବାକୁ ହେଲେ ପ୍ରକୃତ ଯୁଦ୍ଧ ସ୍ଥିତି ଭଳି ପ୍ରଶିକ୍ଷଣ ବଢ଼ାଇବାକୁ ସେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri