ଅନ୍ତର୍ଜାତୀୟ

ପ୍ରଥମ ଥର ପାଇଁ ଭାରତରୁ ଚାଉଳ କିଣିଲା ଭିଏତନାମ

ମୁମ୍ବାଇ/ହାନୋଇ,୫ା୧- ବିଶ୍ୱରେ ତୃତୀୟ ସର୍ବାଧିକ ଚାଉଳ ରପ୍ତାନୀକାରୀ ଭିଏତନାମ ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଭାରତଠାରୁ ଚାଉଳ କିଣିଛି। ଭିଏତନାମରେ ଚାଉଳର ଲୋକାଲ ଦାମ୍‌ରେ ଦେଖିବାକୁ ମିଳିଛି ଅହେତୁକ ବୃଦ୍ଧି, ଯାହାକି ଗେ ସର୍ବାଧିକ। ଏହି କାରଣରୁ ଚିରପ୍ରତିଦ୍ୱନ୍ଦ୍ୱୀ...

ବାଇଡେନ୍‌ ଶପଥ ନେବା ପୂର୍ବରୁ ଦେଶ ଛାଡ଼ିବେ ଟ୍ରମ୍ପ୍‌ !

ଓ୍ବାଶିଂଟନ,୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍‌ ଦେଶ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଛି। ସେ ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ...

କରୋନା ଭ୍ୟାକ୍ସିନ ନେବାର ଦୁଇ ଦିନ ପରେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ

ଲିସବନ୍‌,୫ ।୧: କରୋନା ଭାଇରସକୁ ଦୂରେଇ ଦେବାକୁ ଏବେ ପ୍ରାୟ ସବୁଦେଶର ନଜର ଭ୍ୟାକ୍ସିନ ବା ଟିକା ଉପରେ । କେତେକ ବିକାଶଶୀଳ ଦେଶ କିଛି ଭ୍ୟାକ୍ସିନ ଦେବା ଆରମ୍ଭ କରିଥିବା ବେଳେ ଆଉ କିଛି ଦେଶ ଏବେବି ପରୀକ୍ଷା...

ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଜାରି କରାଯିବ ୫ ପାଉଣ୍ଡର କଏନ

ଲଣ୍ଡନ,୫ ।୧: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୫ ତମ ଜନ୍ମଦିନରେ ଏଥର ୫ ପାଉଣ୍ଡର ଏକ ନୂଆ କଏନ ଜାରି କରାଯିବ ବୋଲି ଜଣାପଡିଛି । ସୋମବାର ବ୍ରିଟେନ ରୟାଲ ମିଟ କହିଛି ୨୦୨୧ରେ ଜାରି କରାଯିବାକୁ ଥିବା...

ବ୍ରିଟେନରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା: ଜରୁରୀ ବୈଠକ ପରେ ସମ୍ପୂର୍ଣ୍ଣ ଦେଶ ଲକ୍‌ଡାଉନ

ଲଣ୍ଡନ,୫ ।୧: ବ୍ରିଟେନରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ପ୍ରଧାନମନ୍ତ୍ରୀ ବୋରିସ ଜନସନ ସମ୍ପୂର୍ଣ୍ଣ ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି । କାରଣ ଏବେ ଦେଶ ଭାଇରସର ନୂଆ ଷ୍ଟ୍ରେନ୍ ସହ ଲଢୁଥିବାରୁ ପ୍ରଧାନମନ୍ତ୍ରୀ...

ସାମରିକ ହସ୍ତକ୍ଷେପର ପରିଣତି ଭୟାବହ ହେବ

ଓ୍ବାଶିଂଟନ, ୫।୧: ନିର୍ବାଚନରେ ଜାଲିଆତି ଦାବିକୁ ସାବ୍ୟସ୍ତ କରିବାକୁ ଯାଇ ସାମରିକ ପଦକ୍ଷେପର ପରିଣାମ ଭୟାବହ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପେଣ୍ଟାଗନ୍‌ର ୧୦ ଜଣ ପୂର୍ବତନ ମୁଖ୍ୟ ସତର୍କ କରାଇଦେଇନ୍ତି। ସାମରିକ ହସ୍ତକ୍ଷେପ ଯୋଗୁ ଆମେରିକା...

ଭାରତରେ ପ୍ରଚଣ୍ଡ

କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର ଭାରତ ଆସିଛନ୍ତି। ସ୍ତ୍ରୀ ସୀତା ଦହଲ ଓ ଦୁଇ ଝିଅଙ୍କ ସହ ପ୍ରଚଣ୍ଡ...

କିଡ୍‌ନୀ ରୋଗୀଙ୍କୁ ପ୍ରଥମ କୋଭିଶିଲ୍ଡ ଡୋଜ୍‌

ଲଣ୍ଡନ, ୫ା୧: ବ୍ରିଟେନରେ ଫାଇଜର ପରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା କୋଭିଶିଲ୍ଡର ଜରୁରିକାଳୀନ ବ୍ୟବହାରକୁ ଅନୁମତି ମିଳିସାରିଛି। କିଡ୍‌ନୀ ରୋଗରେ ପୀଡ଼ିତ ୮୨ ବର୍ଷୀୟ ବ୍ରିଏନ ପିଙ୍କର ସୋମବାର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ କୋଭିଶିଲ୍ଡର ପ୍ରଥମ ଡୋଜ ନେଇଛନ୍ତି। ପିଙ୍କରଙ୍କ ପରେ...

ପାକିସ୍ତାନ ହରାଇବ ଅଣନାଟୋ ମିତ୍ର ପରିଚୟ

ଓ୍ବାଶିଂଟନ, ୫।୧(ପି.ଟି.): ଆମେରିକାରେ କରୋନା ମହାମାରୀ ସଙ୍କଟ ଓ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ରବିବାର ୧୧୭ତମ କଂଗ୍ରେସ ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ପାକିସ୍ତାନକୁ ବୃହତ୍‌ ଅଣନାଟୋ ମିତ୍ର ପଦରୁ ହଟାଇବା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌...

ଶ୍ରଦ୍ଧାଞ୍ଜଳି ପାଇଁ ଏମ୍‌ପି ପଦ ଗଲା

ଟରଣ୍ଟୋ, ୫ା୧: ସମ୍ପର୍କୀୟଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ଜଣେ ଏମ୍‌ପିଙ୍କୁ ଇସ୍ତଫା ଦେବାକୁ ପଡିଛି। କାନାଡ଼ାର ଜଣେ ଭାରତୀୟ ବଂଶୋଦ୍ଭବ କାନାଡ଼ା ମହିଳା ଏମ୍‌ପି କମଲ ଖେରା ଏଥିପାଇଁ ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଛନ୍ତି। କମଲ...

ଓ୍ବିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣର ବାଟ ବନ୍ଦ କଲେ ବ୍ରିଟେନ କୋର୍ଟ

ଲଣ୍ଡନ,୪ା୧- ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣର ବାଟ ବନ୍ଦ କରିଦେଇଛନ୍ତି ବ୍ରିଟେନର ଜିଲା କୋର୍ଟ। ଏକ ଦଶନ୍ଧି ତଳେ ସେ ଆମେରିକୀୟ ସେନାର କିଛି ଗୋପନ ତଥ୍ୟକୁ ଅନଲାଇନରେ ପ୍ରଘଟ କରିଥିଲେ। ଏ ନେଇ ଆମେରିକାରେ...

ନ୍ୟୁଜ ଚ୍ୟାନେଲରେ ରାଷ୍ଟ୍ରପତି‌ଙ୍କ ଅଧା କଟା ଫଟୋ: ସୋସିଆଲ ମିଡିଆରେ ଭାଇରାଲ

ସେଣ୍ଟପିଟର୍ସବର୍ଗ,୪।୧: ପ୍ରତିବର୍ଷ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ତେବେ ଏକ ନ୍ୟୁଜ୍‌ ଚ୍ୟାନେଲର ଭୁଲ ହେତୁ ପୁଟିନ୍‌ଙ୍କ ଅଧା କଟା ଫଟୋ ରୁଷିଆର କିଛି ଅଞ୍ଚଳରେ ଦେଖାଯାଇଥିଲା। ଜଣେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri