ଅନ୍ତର୍ଜାତୀୟ

ୟୁଟ୍ୟୁବ୍‌ରୁ ୨୧୭ କୋଟି କମାଇଲେ ଛାତ୍ରୀ

ନ୍ୟୁୟର୍କ, ୨୯ା୧୨: ଆମେରିକାର ଜଣେ ୯ ବର୍ଷୀୟା ଛାତ୍ରୀ ରିୟାନ କାଜି ଚଳିତ ବର୍ଷ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରୁ ୨୧୭ କୋଟି ଟଙ୍କା ଆୟ କରିଛନ୍ତି। ‘ରିୟାନ ଓ୍ବାଲର୍‌ଡ’ ନାମରେ ଏକ ଚ୍ୟାନେଲ ଚଲାଉଥିବା ଏହି ଛାତ୍ରୀ ୟୁଟ୍ୟୁବ୍‌ରୁ ଏତେ...

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ ସମ୍ପ୍ରଦାୟରେ, ଶିଶୁ ଜନ୍ମ ହେବା ସମୟରେ ବିଭିନ୍ନ ପ୍ରକାର ରୀତିନୀତି କରାଯାଏ। ଆପଣ...

କରୋନାର ଲାଇଭ୍ ରିପୋର୍ଟିଂ ପଡିଲା ମହଙ୍ଗା: ମହିଳା ଖବରଦାତାଙ୍କୁ ଜେଲ!

ବେଜିଂ,୨୮ ।୧୨: ପୁଣିଥରେ ସାମ୍ନାକୁ ଆସିଛି ଚାଇନାର ଅସଲ ରୂପ । ଚାଇନାରେ କରୋନାର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଉହାନରେ କୋଭିଡ-୧୯କୁ ନେଇ ଖବର ସଂଗ୍ରହ କରିବା ଜଣେ ସିଟିଜନ ଜର୍ନାଲିଷ୍ଟଙ୍କୁ ମହଙ୍ଗା ପଡିଛି । ଝାଙ୍ଗ ଝାନ ନାମକ ଏହି...

ଟିକାକରଣ: ପୃଥିବୀରେ ବୃଦ୍ଧି ପାଇବ ଆର୍ଥିକ-ସାମାଜିକ ପାର୍ଥକ୍ୟ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧୨: କରୋନା ମହାମାରୀ ସଂକ୍ରମଣ ଲଢ଼େଇରେ ରୋକ ଲଗାଇବା ପାଇଁ ଏବେ ଟିକାକରଣ କାର୍ଯ୍ୟ ଉପରେ ଜୋର୍‌ ଦିଆଯାଉଛି। ଇତିମଧ୍ୟରେ କେତେକ ଦେଶରେ ସାର୍ବଜନୀକ ଟିକାକରଣ ଆରମ୍ଭ ମଧ୍ୟ ହୋଇସାରିଛି। ତେବେ ଧନୀ ଦେଶଗୁଡ଼ିକ ପାଖରେ ସହଜରେ ଟିକା ଉପଲବ୍ଧ...

୧୧ ଦେଶକୁ ବ୍ୟାପିଲାଣି ନୂଆ ଷ୍ଟ୍ରେନ୍‌

ଲଣ୍ଡନ, ୨୮।୧୨ : ଇଂଲଣ୍ଡରେ ପ୍ରଥମେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ଏବେ ଅନ୍ୟ ୧୧ଟି ଦେଶକୁ ବ୍ୟାପିସାରିଲାଣି। ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ ସତ୍ତ୍ୱେ ଏହା କାୟା ମେଲାଇ ଚାଲିଛି। ବିମାନ ଚଳାଚଳ ଓ ଯାତାୟାତ ବନ୍ଦ...

ଚାଇନାରେ ଛୁରୀ ଆକ୍ରମଣରେ ୭ ମୃତୁ

ବେଜିଂ,୨୭।୧୨: ଚାଇନାର ଉତ୍ତରାଞ୍ଚଳରେ ରବିବାର ଛୁରୀ ଆକ୍ରମଣରେ ଅତିକମ୍‌ରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆହତ ହୋଇଛନ୍ତି ସମାନ ସଂଖ୍ୟକ ବ୍ୟକ୍ତି। ଲିଆଓନିଙ୍ଗ୍‌ ପ୍ରଦେଶର କାୟୁଆନ ସହରରେ ଏକ ସାଧନା ଗୃହ ବାହାରେ ଏହି ଆକ୍ରମଣ ହୋଇଥିଲା।...

ମଝି ଆକାଶରେ ପାକିସ୍ତାନ ସୈନ୍ୟ ବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ମୃତ

ମୁଲତାନ୍‌,୨୭।୧୨: ପାକିସ୍ତାନ ସୈନ୍ୟ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ହେଲିକପ୍ଟର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ମଝି ଆକାଶରେ ଜଳି ଯାଇଥିବା ପାକିସ୍ତାନ ସୈନ୍ୟ ବାହିନୀ...

ଗୋଟିଏ ନିଃଶ୍ୱାସରେ ୬୬୨ ଫୁଟ ଗଭୀର ପାଣିରେ ପହଁରିଲେ ଯୁବକ

ଡେନମାର୍କର ଜଣେ ସନ୍ତରଣକାରୀ କେବଳ ଗୋଟିଏ ନିଶ୍ୱାସରେ ୬୬୨ ଫୁଟ ୮.୭ ଇଞ୍ଚ ପାଣିରେ ପହଁରି ଗିନିଜ ୱାଲର୍‌ଡ ରେକର୍ଡ କରିଛନ୍ତି। ଷ୍ଟିଗ ନାମକ ଏହି ସନ୍ତରଣକାରୀ ପାଣିରେ ରେକର୍ଡ ଭାଙ୍ଗୁଥିବା ଦୂରତାକୁ ପହଁରିବା ପାଇଁ ମାତ୍ର ଗୋଟିଏ ନିଶ୍ୱାସ...

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୭ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

କାବୁଲ,୨୭।୧୨: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୭ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ପ୍ରଦେଶର ଜେହାରିଆ ଜିଲାରେ ଏଭଳି ଘଟିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରବିବାର ସୂଚନା ପ୍ରଦାନ କରାଯାଇଛି। କତାରର ରାଜଧାନୀ ଦୋହାରେ...

ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ପଡିଲା ମହଙ୍ଗା ୧୫୭ ଜଣ କରୋନାରେ ପୀଡ଼ିତ!

ବ୍ରସେଲସ,୨୭ ।୧୨: ଖ୍ରୀଷ୍ଟମାସରେ ସାନ୍ତା କ୍ଲଜଙ୍କଠାରୁ ଉପହାର ଗ୍ରହଣ କରିବାର ପରମ୍ପରା ରହିଛି । ହେଲେ ଚଳିତ ବର୍ଷ ଜଣେ କରୋନା ସଂକ୍ରମିତ ସାନ୍ତାଙ୍କଠାରୁ ଉପହାର ଗ୍ରହଣ କରିବା ମହାଙ୍ଗା ପଡିଛି । ବେଲଜିୟମର ଏକ କେୟାର ହୋମରେ ଜଣେ...

କରୋନା ନୁହେଁ ଶେଷ ମହାମାରୀ, ବିଶ୍ୱବାସୀଙ୍କୁ ପ୍ରସ୍ତୁତ ରହିବାକୁ ପଡିବ: ଡବ୍ଲୁଏଚ୍‌ଓ

ଜେନେଭା,୨୭ ।୧୨: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ୍ ଅଧନୋମ ଘେବ୍ରେସିୟସ ବିଶ୍ୱବାସୀଙ୍କୁ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କରୋନା ବିଶ୍ୱ ପାଇଁ ଶେଷ ମହାମାରୀ ନୁହେଁ । ତେଣୁ ଆଗକୁ ଆସୁଥିବା ସଙ୍କଟ ସମୟକୁ ଲକ୍ଷ୍ୟ...

୨୦୦୦ ବର୍ଷ ପୁରାତନ ଜଳଖିଆ ଦୋକାନର ମିଳିଲା ସନ୍ଧାନ

ରୋମ୍‌,୨୭।୧୨: ଇଟାଲୀରେ ୨୦୦୦ ବର୍ଷ ପୁରାତନ ଏକ ଜଳଖିଆ ଦୋକାନର ସନ୍ଧାନ ମିଳିଛି। ଆଗ୍ନେୟଗରି ଉଦ୍‌ଗୀରଣରେ ଜଳଖିଆ ଦୋକାନଟି ଉତ୍ତପ୍ତ ତରଳ ଲାଭା ତଳେ ପୋତି ହୋଇ ଯାଇଥିଲା। ଏହାକୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଉଦ୍ଧାର କରିଛନ୍ତି। ଜଳଖିଆ ଦୋକାନରେ ଲୋକଙ୍କ ପାଇଁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri