ଅନ୍ତର୍ଜାତୀୟ

ପାକିସ୍ତାନକୁ ସୁପର୍‌ ଝଟ୍‌କା ଦେଲା ଚାଇନା

ବେଜିଂ,୨୩।୧୨: ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ବିପଦ ସମୟରେ ପାକିସ୍ତାନର ସହାୟତା ପାଇଁ ବନ୍ଧୁ ଚାଇନା ସର୍ତ୍ତ ରଖିବା ଆରମ୍ଭ କରିଛି। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ଚାଇନା ପାକିସ୍ତାନରେ ବିପୁଳ ପରିମାଣର ବିନିଯୋଗ...

ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା

ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ପନିପରିବା ଏବଂ ଡାଲି ସମେତ ଅଣ୍ଡାର ମୂଲ୍ୟ...

ବ୍ରିଫ୍‌କେସ୍‌କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଦ୍ଭୁତ। ଏହି ଲଭଷ୍ଟୋରୀଟି ହେଉଛି ରୁଷିଆର ଜଣେ ୨୪ ବର୍ଷୀୟା...

ଚଳନ୍ତା ବିମାନ ଡୋର ଖୋଲି ବାହାରକୁ ଆସିଥିଲେ ଯାତ୍ରୀ, ଆଉ ତା’ ପରେ…

ଆମେରିକାରେ ଚଳନ୍ତା ବିମାନ ଡୋର ଖୋଲି ଦୁଇ ଜଣ ହଠାତ୍‌ ବାହାରକୁ ଆସିବା ଘଟଣା ସାମ୍ନାକୁ ଆସିଛି। ଡେଲଟା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ଦୁଇଜଣ ବ୍ୟକ୍ତି ସ୍ଲାଇଡରରୁ...

ଆଣ୍ଟାର୍କଟିକାରେ ପହଞ୍ଚିଲା କରୋନା: ୩୬ ଗବେଷକ ଆକ୍ରାନ୍ତ

ଓ୍ବାଶିଂଟନ,୨୩।୧୨: ଏବେ ପୃଥିବୀର ସମସ୍ତ ସ୍ଥାନରେ କରୋନା ସଂକ୍ରମଣ ପହଞ୍ଚି ସାରିଛି। କୌଣସି ଅଞ୍ଚଳ କରୋନା ସଂକ୍ରମଣରୁ ମୁକ୍ତ ରହିବାକୁ ସକ୍ଷମ ହୋଇନାହିଁ। ଶେଷରେ ଅଣ୍ଟାର୍କଟିକାରେ କରୋନା ପହଞ୍ଚିଛି। ଏଠାରେ କାର୍ଯ୍ୟରତ ୩୬ ଜଣ ଗବେଷକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।...

ଅନ୍‌ଲାଇନ୍‌ରେ ପତାକା ମଗାଇଥିଲେ ମହିଳା, ପ୍ୟାକେଟ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌

ମହାମାରୀ କରୋନା ସମୟରେ ଆମେରିକାରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଆମେରିକାର ଇଲିନୋଇସ ରାଜ୍ୟର ଏଣ୍ଡ୍ରିଆ ଏଲିସ ନାମକ ମହିଳା ତାଙ୍କ ଜେଜେ ମା’ଙ୍କ ବଗିଚାକୁ ସଜାଡିଥିଲେ। ପରେ...

ଇସ୍ରାଏଲ୍‌ରେ ରାଜନୈତିକ ସଙ୍କଟ: ୨ ବର୍ଷରେ ଚତୁର୍ଥ ଥର ପାଇଁ ନିର୍ବାଚନ ମୁହାଁ ଦେଶ

ଜେରୁଜେଲମ୍‌,୨୩।୧୨: ଇସ୍ରାଏଲ୍‌ରେ ଏବେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଦେଶର ସଂସଦକୁ ଭଙ୍ଗ କରି ଦିଆଯାଇଛି। ଫଳରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଦେଶ ପୁଣି ନିର୍ବାଚନ ମୁହାଁ ହୋଇଛି। ସିନେଟ୍‌ରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ...

ଅଟକିଛି ୧,୫୦୦ ଟ୍ରକ୍‌

ଲଣ୍ଡନ, ୨୩।୧୨: ପରିବହନ କଟକଣା ଲାଗୁ ହେବା ପରେ ବ୍ରିଟେନ୍‌ରେ ଖାଦ୍ୟସଙ୍କଟ ଆଶଙ୍କା କରାଯାଉଛି। ଫ୍ରାନ୍ସ ଯିବାକୁ ଥିବା ୧,୫୦୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ମଙ୍ଗଳବାର ସକାଳେ ବ୍ରିଟେନ୍‌ରେ ଅଟକ ରହିଥିଲା। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ବିଭିନ୍ନ ଦେଶ...

ନେପାଳରେ ଅନିଶ୍ଚିତତା

କାଠମାଣ୍ଡୁ, ୨୩।୧୨: ବିବାଦୀୟ ଘଟଣାକ୍ରମରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ହଠାତ୍‌ ପାର୍ଲାମେଣ୍ଟ ଭଙ୍ଗ କରି ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଘୋଷଣା କରିବା ପରେ ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି। ନେପାଳ ସମ୍ବିଧାନରେ ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟ...

ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍‌: ଘଟିଲା ଏମିତି…

ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ ଧରି କରୋନା ଲକ୍ଷଣ ଦେଖାଯାଉଥିଲା। ଯଦିଓ ମହିଳା କହିଥିଲେ ଯେ, ସ୍ବାମୀ କରୋନା...

ବିବାହରେ ଯୋଗ ଦେବାକୁ ୨୦ ଜଣଙ୍କୁ ମିଳିଥିଲା ଅନୁମତି: ଆସିଲେ ୧୦ ହଜାର, ଆଉ ତା’ପରେ

ଅଧିକାଂଶ ଦେଶରେ କରୋନା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରି ପରିସ୍ଥିତିରେ ସୀମିତ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ବିବାହ କାର୍ଯ୍ୟକ୍ରମ ସମାପ୍ତ ହେଉଛି। କିନ୍ତୁ କରୋନା ପ୍ରତିବନ୍ଧକ ସତ୍ତ୍ୱେ ପ୍ରାୟ ୧୦ ହଜାର ଲୋକ ବିବାହରେ ଯୋଗଦେଇଥିଲେ।...

ପାକିସ୍ତାନୀ ଖାଇପାରିବେନି ଅମଲେଟ୍‌: ଅଣ୍ଡା ଦାମ୍‌ ଆକାଶ ଛୁଆଁ

ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍‌ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ ଅଣ୍ଡା ଡର୍ଜନ ୩୫୦ ଟଙ୍କାରେ ପହଞ୍ଚିଛି। ଅଣ୍ଡା ଦାମ ପୂର୍ବର ସମସ୍ତ ରେକର୍ଡ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri