ଅନ୍ତର୍ଜାତୀୟ

ସିରମ ଇନ୍‌ଷ୍ଟିଚ୍ୟୁଟର ଭାକ୍ସିନ ଫେରାଇ ନେବାକୁ ଅନୁରୋଧ କଲା ଏହି ଦେଶ

ବେଙ୍ଗାଲୁରୁ,୧୬।୨: ସିରମ ଇନ୍‌ଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଭାକ୍ସିନ କୋଭିଡ୍‌-୧୯ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ ବୋଲି ଦାବି କରୁଥିବା କେନ୍ଦ୍ର ସରକାରଙ୍କୁ ମଙ୍ଗଳବାର ଶକ୍ତ ଝଟ୍‌କା ଲାଗିଛି। ସିରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)କୁ ତା’ର ଏକ ନିୟୁତ ଡୋଜ ଫେରାଇ...

ଆଫ୍ରିକାବାସୀଙ୍କୁ ଡରାଇଲାଣି ଇବୋଲା

କୋନାକ୍ରି,୧୬ ।୨: କରୋନା ମହାମାରୀ ଭିତରେ ପଶ୍ଚିମ ଆଫ୍ରିକା ଦେଶ ଗିନିରେ ୫ ବର୍ଷ ପରେ ପୁଣିଥରେ ଇବୋଲା ବ୍ୟାପିବା ଆରମ୍ଭ କରିଛି । ଏବେ ପର୍ଯ୍ୟନ୍ତ ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆକ୍ରାନ୍ତଙ୍କୁ...

୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୨: ପୃଥିବୀର ୧୫ ଦେଶରେ ନେତୃତ୍ୱ ପଦବୀରେ ୨୦୦ରୁ ଅଧିକ ଭାରତୀୟ ବଂଶୋଦ୍ଭବ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କ୍ୟାବିନେଟ୍‌ ପଦବୀରେ କାର୍ଯ୍ୟ କରୁଛନ୍ତି। ଆମେରିକା ଏବଂ ବ୍ରିଟେନ୍‌ ସମେତ ଅଷ୍ଟ୍ରେଲିଆ, କାନାଡ଼ା, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ୟୁଏଇ...

ଫିଙ୍ଗର ୪ ଖାଲି କଲା ଚାଇନା

ବେଜିଂ, ୧୬ା୨: ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟ ଫିଙ୍ଗର ୪ରୁ ସେନା ପ୍ରତ୍ୟାହାର କରିଛି ଚାଇନା। ଗତ ବର୍ଷ ଚାଇନାର ପିପଲ୍ସ ଲିବରେଶନ ଆର୍ମୀ ଏହି ଅଞ୍ଚଳକୁ ଦଖଲ କରିବା ସହ ନିଜର ବୋଲି ଦାବି କରିଥିଲା। ନିକଟରେ...

ଖରାପ ହେଉଥିବା ଲୁହବୁହା ଗ୍ୟାସକୁ କର୍ମଚାରୀଙ୍କ ଉପରେ ପରୀକ୍ଷା କଲା ପାକିସ୍ତାନ!

ଇସ୍‌ଲାମାବାଦ,୧୫ ।୨: ପାକିସ୍ତାନର ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଅଧିକାଂଶ ସମୟରେ କିଛି ନା କିଛି ବେକାବୁ ବୟାନକୁ ନେଇ ଆସିଥାଆନ୍ତି ଚର୍ଚ୍ଚାକୁ । ଏବେ ପୁଣିଥରେ ସେ ଆସିଛନ୍ତି ଚର୍ଚ୍ଚାକୁ । ଦେଶରେ ଦରମା ବୃଦ୍ଧିକୁ ନେଇ କର୍ମଚାରୀମାନେ...

ମେଘାନ ପୁଣି ଗର୍ଭବତୀ

ଲଣ୍ଡନ,୧୫।୨: ବ୍ରିଟିଶ୍‌ ରାଜବଂଶରେ ଏବେ ଖୁସିର ସମୟ ଆସିଛି। ପ୍ରିନ୍ସ୍‌ ହ୍ୟାରି ଆଉ ଜଣେ ସନ୍ତାନର ପିତା ପାଲଟିବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ପୁଣିଥରେ ଗର୍ଭବତୀ ହୋଇଛନ୍ତି। ଏନେଇ ତାଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ହ୍ୟାରି ଏବଂ...

ପାକିସ୍ତାନରେ ଜରୁରି ଅବତରଣ କଲା ଭାରତୀୟ ଏୟାର ଆମ୍ବୁଲାନ୍ସ୍‌

ଇସଲାମାବାଦ୍‌,୧୫।୨: ଭାରତୀୟ ଏୟାର ଆମ୍ବୁଲାନ୍ସ୍‌ ପାକିସ୍ତାନରେ ଜରୁରି ଅବତରଣ କରିଛି। ମଝି ଆକାଶରେ ଇନ୍ଧନ ସରିଯିବାରୁ ଭାରତୀୟ ଏୟାର ଆମ୍ବୁଲାନ୍ସ୍‌ ପକ୍ଷରୁ ପାକିସ୍ତାନ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଅନୁମତି ମିଳିବା ପରେ ଏହା ରବିବାର...

କରୋନା ଭ୍ୟାକ୍ସିନ ଘୋଟାଲା ମାମଲାରେ ଇସ୍ତଫା ଦେଲେ ପେରୁ ବୈଦେଶିକ ମନ୍ତ୍ରୀ

ଲିମା,୧୫ ।୨: ପେରୁର ବୈଦେଶିକ ମନ୍ତ୍ରୀ ଏଲିଜାବେଥ ଏଷ୍ଟେଟ କରୋନା ଭ୍ୟାକ୍ସିନ ଘୋଟାଲା ସ୍ୱୀକାର କରିବା ପରେ ଇସ୍ତଫା ଦେଇଛନ୍ତି । ସେ କରୋନା ଭ୍ୟାକ୍ସିନ ସିନୋପାର୍ମ(ଚାଇନା)ର ଗୋଟିଏ ଡୋଜ୍ ନେଇଥିବା ସ୍ୱୀକାର କରିଛନ୍ତି । ତେବେ ରାଷ୍ଟ୍ରୀୟ ଟିକାକରଣ...

ମହାଭିଯୋଗରୁ ଟ୍ରମ୍ପ୍‌ ମୁକ୍ତ

ୱାଶିଂଟନ,୧୫ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଶନିବାର ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଆଗତ ଦ୍ୱିତୀୟ ମହାଭିଯୋଗ ପ୍ରସ୍ତାବ କାଟ୍‌ ଖାଇଛି। କ୍ୟାପିଟୋଲ ହିଲ୍‌ ଦଙ୍ଗା ଉସୁକାଇବା ଅଭିଯୋଗରୁ ସିନେଟ ଟ୍ରମ୍ପ୍‌ଙ୍କୁ ମୁକ୍ତ କରିଦେଇଛି। ଏହା ପୂର୍ବରୁ...

ପୁଣି ଫେରିଲା କରୋନା, ଲକଡାଉନ ଘୋଷଣା

ଅକଲାଣ୍ଡ,୧୪।୨: ନ୍ୟୁଜିଲାଣ୍ଡରେ ପୁଣି କରୋନା ମାମଲା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ରବିବାର ଅକଲ୍ୟାଣ୍ଡ ସହରରେ ତିନି ଦିନିଆ ଲକଡାଉନ ଘୋଷଣା କରିଛନ୍ତି। ଲକଡାଉନ ସମୟରେ ଆବଶ୍ୟକ ସେବା ବ୍ୟତୀତ ସବୁକିଛି ବନ୍ଦ...

ନିଜ ସମ୍ପତିକୁ ଉପହାରରେ ଦେବାକୁ ଚାହୁଁଛନ୍ତି ଦିଲିପ କୁମାର!

ଇସ୍‌ଲାମାବାଦ,୧୪ ।୨: ବଲିଉଡ୍ ଟ୍ରାଜେଡି କିଙ୍ଗ ଦିଲିପ କୁମାରଙ୍କ ଜଣେ ବନ୍ଧୁ ଶୁକ୍ରବାର ଦାବି କରିଛନ୍ତି କି ପାକିସ୍ତାନରେ ଥିବା ଦିଲିପଙ୍କ ଏକ ଘରର ପାୱାର ଅଫ୍ ଆଟର୍ନି ତାଙ୍କ ନିକଟରେ ରହିଛି । ଦିଲିପ କୁମାର ତାଙ୍କ ପୈତୃକ...

ମାରିଓ ଡ୍ରାଘି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌, ୧୪।୨(ପି.ଟି.): ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମାରିଓ ଡ୍ରାଘି ଇଟାଲୀର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ ଭେଟିବା ପରେ ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି। ଗତ ମାସରେ ପୂର୍ବ ସରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri