ଅନ୍ତର୍ଜାତୀୟ

ସିନେଟରେ ମହାଭିଯୋଗ ବିଚାର

ଓ୍ବାଶିଂଟନ,୧୧ା୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମଙ୍ଗଳବାର ସିନେଟରେ ମହାଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପୂର୍ବରୁ ଟ୍ରମ୍ପ୍‌ ଘଟାଇଥିବା ବଡ଼ ଅପରାଧ ନେଇ ଉଚ୍ଚ ସଦନରେ ବିଚାର ଚାଲିଛି। ସିନେଟରେ ଉଭୟ ପକ୍ଷଙ୍କ...

ଟୁଇଟରକୁ ନାଲିଆଖି

ଓ୍ବାଶିଂଟନ,୧୦ା୨: କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ଅଢ଼େଇ ମାସ ଧରି ଆନ୍ଦୋଳନ ଚାଲିଛି। ଏହାକୁ ଅର୍ଥନୈତିକ ଓ ମାନବ ଅଧିକାର ପାଇଁ ବିଶ୍ୱର ସବୁଠୁ ବଡ଼...

କାଲିଫର୍ନିଆର ବିଜ୍ଞାପନରେ ଚାଷୀ ଆନ୍ଦୋଳନ

ନ୍ୟୁୟର୍କ, ୯ା୨- ଏଠାରେ ରବିବାର ଖେଳାଯାଇଥିବା ବାର୍ଷିକ ଫୁଟ୍‌ବଲ ଚାମ୍ପିୟନଶିପ ମ୍ୟାଚ୍‌(ସୁପର ବାଉଲ)କୁ ପୂରା ଆମେରିକାରେ ଲକ୍ଷ ଲକ୍ଷ ଦର୍ଶକ ଦେଖିଥିଲେ। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ବେଳେ ଦେଖିବାକୁ ମିଳିଥିଲା ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନ ସମ୍ପର୍କିତ ପ୍ରାୟ...

ବ୍ୟାପୁଛି ଅଜଣା ରୋଗ: ରକ୍ତବାନ୍ତି ପରେ ୧୫ ମୃତ

ଦାର୍‌ ଏ ସଲାମ,୯।୨: ତାଞ୍ଜାନିଆରେ ଏକ ଅଜଣା ରୋଗ ବ୍ୟାପିବାରେ ଲାଗିଛି। ରକ୍ତବାନ୍ତି କରିବା ପରେ ଲୋକଙ୍କର ମୃତ୍ୟୁ ଘଟୁଛି। ଇତିମଧ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ଅଜଣା ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ଛୁଇଁଛି। ଏହି...

୨୦୦ ପ୍ରଫେସର ଚାଇନା ପାଇଁ କରୁଛନ୍ତି ଗୁପ୍ତଚରୀ

ଲଣ୍ଡନ,୯।୨: ବ୍ରିଟେନ୍‌ରେ ଚାଇନା ପାଇଁ ୨୦ ବିଶ୍ୱବିଦ୍ୟାଳୟର ୨୦୦ ପ୍ରଫେସର ଗୁପ୍ତଚରୀ କାର୍ଯ୍ୟ କରୁଛନ୍ତି। ଏହାର ପର୍ଦ୍ଦାଫାଶ୍‌ ହୋଇଛି। ପ୍ରଫେସରମାନେ ଚାଇନାକୁ କ୍ଷେପଣାସ୍ତ୍ର, ଏୟାରକ୍ରାଫ୍ଟ ଏବଂ ସାଇବର ଅସ୍ତ୍ରଶସ୍ତ୍ର ନିର୍ମାଣ ସମ୍ପର୍କିତ ଜ୍ଞାନକୌଶଳ ଯୋଗାଇ ଦେଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ...

ଉହାନ ସି-ଫୁଡ୍‌ ବଜାରରୁ ବ୍ୟାପିଥିଲା କରୋନା

ବେଜିଂ, ୯।୨: କରୋନା ଭୂତାଣୁର ଉତ୍ସ ଖୋଜୁଥିବା ବୈଜ୍ଞାନିକମାନେ ଚାଇନାରେ ତଦନ୍ତ କରି କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇଛନ୍ତି। ମହାମାରୀ ବ୍ୟାପିବାରେ ଉହାନ ସାମୁଦ୍ରିକ ଖାଦ୍ୟ ବଜାରର ଭୂମିକା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପ୍ରାୟୋଜନରେ ଚାଲିଥିବା ମିଶନରେ...

କୃଷକ ଆନ୍ଦୋଳନ ଉପରେ ପ୍ରିୟଙ୍କା ଚୋପ୍ରା ଚୁପ କ’ଣ ପାଇଁ : ମିଆ ଖଲିଫା

ନୂଆଦିଲ୍ଲୀ, ୮ା୨- ଭାରତରେ ପ୍ରାୟ ଅଢ଼େଇ ମାସ ହେଲା ଚାଲିଥିବା କୃଷକ ଆନ୍ଦୋଳନ ଉପରେ ବଲିଉଡ୍‌ ତଥା ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ କାହିଁକି ଚୁପ ବସିଛନ୍ତି। ଏଭଳି ପ୍ରଶ୍ନ କରିଛନ୍ତି ଅନ୍ତର୍ଜାତୀୟ ପର୍ନ ଷ୍ଟାର ମିଆ ଖଲିଫା।...

ମହିଳା ବିଚାରପତିଙ୍କୁ ପ୍ରେମ ନିବେଦନ କଲେ ଅଭିଯୁକ୍ତ…

ଓ୍ବାଶିଂଟନ, ୮।୨: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆମେରିକାର ଫ୍ଲୋରିଡ଼ାସ୍ଥିତ ବ୍ରୋଓ୍ବାଡ଼ା କାଉଣ୍ଟି କୋର୍ଟରେ ଏକ ଚୋରି ମାମଲାର ବିଚାର ଅନ୍‌ଲାଇନ୍‌ରେ ଜୁମ୍‌ କଲ୍‌ ମାଧ୍ୟମରେ ଚାଲିଥିବାବେଳେ ଅଭିଯୁକ୍ତ ଡେମେଟ୍ରିୟସ୍‌ ଲୁଇସ୍‌ ମହିଳା...

କରୋନାକୁ ନେଇ ଏବେବି ମିଛ କହୁଛି ଚାଇନା!

ୱାଶିଂଟନ,୮ ।୨: ଏବେ ଯଦିଓ କରୋନା ମହାମାରୀର ପ୍ରକୋପ ଚାଇନାରେ କମ୍ ହୋଇଯାଇଛି ତଥାବି ବିଶେଷଜ୍ଞଙ୍କ କହିବା କଥା ହେଲା କରୋନାକୁ ନେଇ ଏବେବି କିଛି ତଥ୍ୟ ଲୁଚାଉଛି ଚାଇନା । ଆମେରିକା ବୈଦେଶିକ ମନ୍ତ୍ରୀ କିଛିଦିନ ତଳେ କହିଥିଲେ...

ଆମେରିକାରେ ଏବେ କାହାକୁ ମିଳିବ ନାହିଁ ମୃତ୍ୟୁଦଣ୍ଡ!

ୱାଶିଂଟନ,୮ ।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ନିୟମରେ ପରିବର୍ତ୍ତନ କରିବାକୁ ଚିନ୍ତା କରିଛନ୍ତି । ଗତ ନଭେମ୍ବରରେ ନିର୍ବାଚନ ଜିତିବା ବେଳେ ବାଇଡେନ୍ ଏହି ଘୋଷଣା କରିଥିବା ବେଳେ ଏବେ...

ନିଜକୁ ହିନ୍ଦୁ କହିଲେ ମୀନା ହାରିସ୍‌

ଓ୍ବାଶିଂଟନ୍‌, ୮ା୨: ଦିଲ୍ଲୀରେ କୃଷକ ଆନ୍ଦୋଳନକୁ ସମର୍ଥନ କରି ଚର୍ଚ୍ଚାରେ ଥିବା ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କ ଝିଆରୀ ମୀନା ହାରିସ୍‌ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଏପରିକି ଟୁଇଟର ବ୍ୟବହାରକାରୀ ତାଙ୍କୁ ଟୁଇଟ କରି ‘ହିନ୍ଦୁ ଫୋବିୟା’ ବୋଲି କହିଥିଲେ।...

ନ୍ୟୁୟର୍କ ଆସେମ୍ବ୍ଲିରେ କଶ୍ମୀର ପ୍ରସଙ୍ଗ ଗୃହୀତ

ନ୍ୟୁୟର୍କ, ୮।୨(ପି.ଟି.): ଫେବୃୟାରୀ ୫କୁ ଗଭର୍ନର ଆଣ୍ଡ୍ର୍ୟୁ କୁମୋ ‘କଶ୍ମୀର ଆମେରିକୀୟ ଦିବସ’ ଭାବେ ଘୋଷଣା କରିବା ପାଇଁ ନ୍ୟୁୟର୍କ ରାଜ୍ୟ ଆସେମ୍ବ୍ଲିରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଜମ୍ମୁ-କଶ୍ମୀରର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri