ଅନ୍ତର୍ଜାତୀୟ

ମୋଦି-ଶାହାଙ୍କ ବିରୋଧରେ ୧୦ କୋଟି ଡଲାରର ମାମଲା ଖାରଜ

ଓ୍ବାଶିଂଟନ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଦାଖଲ କରାଯାଇଥିବା ୧୦ କୋଟି ଡଲାରର ଏକ ମାମଲା ଖାରଜ ହୋଇଛି। ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲଜିତ୍‌ ସିଂ ଧିଲୋନଙ୍କ ନାମ ମଧ୍ୟ ଏହି ମାମଲାରେ ଉଲ୍ଲେଖ...

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା ଜେମି ଭିଲକିସଙ୍କ କ୍ଷେତ୍ରରେ। ଜେମି ଅନେକ ଦିନ ହେବ ନିଜ ପାଇଁ ଏକ...

ଟ୍ରମ୍ପଙ୍କ ଆଶାର ଘଟିଲା ଅନ୍ତ, ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ,୧୫ ।୧୨: ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ଆସିଯାଇଛି । ଏହା ମଧ୍ୟ ଜୋ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି । ଫଳରେ ଜୋ ବାଇଡେନ୍‌ଙ୍କ ବିଜୟରେ ଅଧିକାରୀ ସ୍ତରରେ ମୋହର ଲାଗିଯାଇଛି । ଏହାସହ...

ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟ ଜାରି ରହିଛି। ତେବେ ଏଠାରେ...

ଫାଇଜର ଟିକାକୁ ସିଙ୍ଗାପୁରରେ ମଞ୍ଜୁରୀ

ସିଙ୍ଗାପୁର,୧୫।୧୨: ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକାକୁ ସିଙ୍ଗାପୁରରେ ଦିଆଯିବା ଲାଗି ମଞ୍ଜୁରୀ ମିଳିଛି। ଚଳିତ ମାସରେ ପ୍ରଥମ ଅର୍ଡର ଟିକା ଏଠାରେ ପହଞ୍ଚିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ଶେନ୍‌ ଲାଙ୍ଗ୍‌ ଜାତୀୟ...

ପାକିସ୍ତାନରେ ୩ ତାଲିବାନ ଆତଙ୍କବାଦୀ ଗିରଫ

ଲାହୋର,୧୪।୧୨: ରାଓ୍ବଲପିଣ୍ଡି ବିସ୍ଫୋରଣ ଘଟଣାରେ ଜଡ଼ିତ ଥିବା ୩ ତାଲିବାନ ଆତଙ୍କବାଦୀଙ୍କୁ ଗିରଫ କରିଛି ପାକିସ୍ତାନର ସୁରକ୍ଷା ସଂସ୍ଥା। ରାଓ୍ବଲପିଣ୍ଡର ଗ୍ୟାରିସନ୍‌ ସହରର ଗଞ୍ଜ ମଣ୍ଡି ଅଞ୍ଚଳରେ ପୋଲିସ ଷ୍ଟେଶନ ନିକଟରେ ରବିବାର ଘଟିଥିବା ବିସ୍ଫୋରଣରେ ମହିଳା ଓ ଶିଷୁଙ୍କ...

ଚାକିରି ଛାଡିଥିବା ମଡେଲ୍‌ଙ୍କ ଦାବି: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କଠାରୁ କରିବି ଅଧିକ ରୋଜଗାର, ଜାଣନ୍ତୁ କିପରି

ବ୍ରିଟେନ୍‌ର ୨୪ ବର୍ଷୀୟ ମଡେଲ ଆଲିଆ ମର୍ସିଡିଜ ଦାବି କରିଛନ୍ତି, ସେ ଚଳିତ ବର୍ଷ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କଠାରୁ ଅଧିକ ରୋଜଗାର କରିବାକୁ ଯାଉଛନ୍ତି। ଆଲିଆ ବହୁତ କମ ଲୋକଙ୍କ ମଧ୍ୟରୁ ଜଣେ, ଯେଉଁମାନଙ୍କ ପାଇଁ କରୋନା ଏକ...

ଏହି ଅନନ୍ୟ ଜିନିଷକୁ ସମୁଦ୍ର କୂଳରୁ ଘରକୁ ନେଇ ଆସିଥିଲେ ମା’-ଝିଅ: ଘଟିଲା ଏଭଳି ଅଘଟଣ

ବ୍ରିଟେନର କେଣ୍ଟରେ ରହୁଥିବା ୩୮ ବର୍ଷୀୟା ଯୋଡି କ୍ରୁଜ ଏବଂ ତାଙ୍କର ୮ ବର୍ଷର ଝିଅ ଇସାବେଲା ସମୁଦ୍ର କୂଳରେ ଏକ ଅନନ୍ୟ ଜିନିଷ ପାଇଥିଲେ। ତାହାକୁ ସେମାନେ ଘରକୁ ଆଣିଥିଲେ, ପରେ ସେମାନଙ୍କ ସହ ଯାହା ଘଟିଲା ଆପଣ...

ଆକାଶରୁ ହେଲା ଉଲ୍‌କା ବର୍ଷା: ଘଣ୍ଟାପ୍ରତି ଲକ୍ଷେ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଆସିଲା ମାଡ଼ି

ଦୁବାଇ,୧୪।୧୨: ଆକାଶରୁ ଉଲକା ବର୍ଷା ହେବାର ମହାଜାଗତିକ ଦୃଶ୍ୟ ରବିବାର ରାତ୍ରରେ ଦେଖିବାକୁ ମିଳିଛି। ଏଭଳି ଉଲ୍‌କା ବର୍ଷା ଜେମିନି(ମିଥୁନ) ନକ୍ଷତ୍ରପୁଞ୍ଜରୁ ହେଉଥିବାରୁ ଏହାକୁ ଜେମିନିଡ୍‌ କୁହାଯାଇଥାଏ। ଦୁବାଇରେ ଏକ ଘଣ୍ଟା ଧରି ଏହା ଜାରି ରହିଥିଲା। ଏଠାରେ ୧୨୦...

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

କାବୁଲ,୧୪।୧୨: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ କରାଯାଇଥିବା ଆକ୍ରମଣରେ ୧୦ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କମାଣ୍ଡର ରହିଛନ୍ତି। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ଚିକିିତ୍ସା ଲାଗି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି...

ପାକିସ୍ତାନର ବିବାଦୀୟ ମନ୍ତବ୍ୟ: ଚାଣକ୍ୟ-ପାଣିନି ଥିଲେ ପାକିସ୍ତାନୀ

ଇସଲାମାବାଦ୍‌,୧୪।୧୨: ପାକିସ୍ତାନର ବିବାଦୀୟ ମନ୍ତବ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଭିଏତ୍‌ନାମ୍‌ରେ ଅବସ୍ଥାପିତ ଥିବା ପାକିସ୍ତାନ ରାଷ୍ଟ୍ରଦୂତ କ୍ୱାମର ଅବାସ ଖୋଖାର କହିଛନ୍ତି ଯେ, ପ୍ରାଚୀନ ତକ୍ଷଶୀଳା ବିଶ୍ୱବିଦ୍ୟାଳୟ ପାକିସ୍ତାନରେ ଥିଲା। ଚାଣକ୍ୟ ଏବଂ ପାଣିନି ପାକିସ୍ତାନର...

କରୋନା ମୁକ୍ତ ହେଲା ନ୍ୟୁଜିଲାଣ୍ଡ: ଖୁସିରେ ନାଚିଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ୍‌,୧୪।୧୨: ନ୍ୟୁଜିଲାଣ୍ଡ ସମ୍ପୂର୍ଣ୍ଣ ଭାବେ କରୋନା ମୁକ୍ତ ହୋଇଛି। ଏହି ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆରଡେର୍ନ ଖୁସିରେ ନାଚିଛନ୍ତି। ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିବାବେଳେ କୌଣସି ସଂକ୍ରମିତ ମଧ୍ୟ ନ ଥିବା ସରକାରଙକକ ପକ୍ଷରୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri