ଅନ୍ତର୍ଜାତୀୟ

ଟ୍ରମ୍ପ୍‌ଙ୍କ ଝିଆରୀଙ୍କ ବିବାଦୀୟ ମନ୍ତବ୍ୟ: ସେ ଜଣେ କ୍ରୁର-ବିଶ୍ୱାସଘାତୀ ଶାସକ, ତାଙ୍କୁ ଜେଲ ପଠାଯିବା ଆବଶ୍ୟକ

ଓ୍ବାଶିଂଟନ୍‌, ୫।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ତାଙ୍କ ଝିଆରୀ ମେରି ଟ୍ରମ୍ପ୍‌ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମେରି କହିଛନ୍ତି ଯେ, ତାଙ୍କ ଦାଦା ଜଣେ କ୍ରୁର ଏବଂ ବିଶ୍ୱାସଘାତୀ ଶାସକ। ସେ କେତେକ ଆପରାଧୀକ ମାମଲା ସହିତ...

ଜୀବିତ ଥାଇ ବି ନିଜକୁ ମୃତ ସାବ୍ୟସ୍ତ କଲେ ମହିଳା: ବୀମା କମ୍ପାନୀଠାରୁ ଲୁଟି ନେଲେ ୧୧ କୋଟି

ଇସଲାମାବାଦ୍‌,୫।୧୨: ପାକିସ୍ତାନରେ ଜଣେ ମହିଳା ନିଜକୁ ମୃତ ସାବ୍ୟସ୍ତ କରି ବୀମା କମ୍ପାନୀଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି। ୯ ବର୍ଷ ପରେ ଏହି ଘଟଣା ଜଣାପଡ଼ିଛି। ସଙ୍ଘୀୟ ଯାଞ୍ଚ୍‌ ଏଜେନ୍ସି(ଏଫ୍‌ଆଇଏ) ଅନୁସାରେ ସୀମା ଖର୍ବେ ନାମକ ମହିଳା...

ବାହାରିନ୍‌ରେ ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ମଞ୍ଜୁରୀ

ମାନାମା,୫।୧୨: ବ୍ରିଟେନ ପରେ ଏବେ ପୃଥିବୀର ଦ୍ୱିତୀୟ ରାଷ୍ଟ୍ର ଭାବେ ବାହାରିନ୍‌ରେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ମଞ୍ଜୁରୀ ଦିଆଯାଇଛି। ଏନେଇ ବାହାରିନ୍‌ର ନ୍ୟାଶନାଲ ହେଲ୍‌ଥ ରେଗୁଲେଟାରୀ ଅଥରିଟୀର ସିଇଓ ମାରିଆମ୍‌ ଅଲ୍‌-ଝାଲହାମାଙ୍କ ପକ୍ଷରୁ...

ଚାଇନା ନାଗରିକଙ୍କୁ ଆମେରିକା ଭିଜା ମନା: ମାନବାଧିକାର ଉଲ୍ଲଂଘନ ଅଭିଯୋଗ

ଓ୍ବାଶିଂଟନ,୫।୧୨: ମାନବାଧିକାର ଉଲ୍ଲଂଘନ କରୁଥିବା ଚାଇନା ନାଗରିକଙ୍କୁ ଆମେରିକା ଭିଜା ପ୍ରଦାନ କରାଯିବ ନାହିଁ। ଏନେଇ ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ସୂଚନା ଦେଇଛନ୍ତି। ଚାଇନାରେ ଉଇଗର ମୁସଲମାନଙ୍କ ଉପରେ ହେଉଥିବ ଅତ୍ୟାଚାରରେ ସାମିଲ୍‌ ଥିବା ଶାସକ କମ୍ୟୁନିଷ୍ଟ୍‌...

ଗ୍ଲୋବାଲ ଟାଇମ୍ସ ଏଡିଟରଙ୍କ ନଁ।ରେ ଗମ୍ଭୀର ଅଭିଯୋଗ

ବେଜିଂ, ୫।୧୨: ଚାଇନା ମୁଖପତ୍ର ଗ୍ଲୋବାଲ ଟାଇମ୍ସର ଏଡିଟର ହୁ ଜିଜିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। ଚାଇନା ସପକ୍ଷରେ ବାରମ୍ବାର ପ୍ରଚାର ପ୍ରସାର କରି ବିବାଦୀୟ ହୋଇପଡ଼ିଥିବା ୬୦ ବର୍ଷୀୟ ହୁ’ଙ୍କର ଦୁଇଜଣ ମହିଳା ସହକର୍ମୀଙ୍କ ସହ ପରକୀୟା...

‘ହାପି ଡେଜ୍‌’ର ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କ ପରଲୋକ

ଓ୍ବାଶିଂଟନ, ୫।୧୨: ‘ହାପି ଡେଜ୍‌’ ଏବଂ ‘ଦି କାନନବଲ୍‌ ରନ୍‌’ରେ ଅଭିନୟ ପାଇଁ ଜଣାଶୁଣା ହଲିଉଡ୍‌ ଅଭିନେତା ଓ୍ବାରେନ୍‌ ବର୍ଲିଙ୍ଗରଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜଣେ ବ୍ୟସ୍ତବହୁଳ ଚରିତ୍ର ଅଭିନେତା ଭାବେ ସେ ଅନେକ ଶୋ’ରେ ଅଭିନୟ...

ଭାରତକୁ ୯୦ ନିୟୁତ ଡଲାର ସାମଗ୍ରୀ ବିକିବ ଆମେରିକା

ଓ୍ବାଶିଂଟନ,୫ା୧୨(ପି.ଟି.): ଭାରତକୁ ୯୦ ନିୟୁତ ଡଲାର ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ଓ ସେବା ବିକ୍ରିକୁ ଶୁକ୍ରବାର ଆମେରିକା ମଞ୍ଜୁରୀ ଦେଇଛି। ଏହା ମଧ୍ୟରେ ରହିଛି ମିଲିଟାରି ହାର୍ଡଓ୍ବେର ଏବଂ ସି-୧୩୦ଜେ ସୁପର ହକ୍ୟୁଲେସ୍‌ ପରିବହନ ବିମାନ ପାଇଁ ସେବା। ଏହି...

ବିବାଦୀୟ ଦ୍ୱୀପକୁ ରୋହିଙ୍ଗ୍ୟା ସ୍ଥାନାନ୍ତର

କକ୍ସ ବଜାର, ୫।୧୨: ବାଂଲାଦେଶ ସରକାର ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏକ ବିବାଦୀୟ ଦ୍ୱୀପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ବାତ୍ୟା ଓ ବନ୍ୟାପ୍ରବଣ ନିମ୍ନ ଭୂମି ଦ୍ୱୀପକୁ ରୋହିଙ୍ଗ୍ୟାମାନଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ଏହାକୁ ନେଇ ଜାତିସଂଘ ଓ...

ମଧ୍ୟପ୍ରାଚ୍ୟକୁ ଟପୁଛି ଆଫ୍ରିକା

ଲଣ୍ଡନ,୫ା୧୨: ସହେଲ ଅଞ୍ଚଳରେ ସ୍ଥିରତା ଆଣିବା ପାଇଁ ଜାତିସଂଘର ୧୫,୦୦୦ ବହୁରାଷ୍ଟ୍ରୀୟ ସୈନ୍ୟଙ୍କ ନେତୃତ୍ୱ ନେଉଛି ଫ୍ରାନ୍ସ। ଅପରେଶନ ନ୍ୟୁକମ୍ବେ ନାମରେ ଚାଲିଥିବା ଏହି ୩ ବର୍ଷିଆ ମିଶନରେ ବ୍ରିଟେନର ୩୦୦ ସୈନ୍ୟ ସାମିଲ ହୋଇଛନ୍ତି। ମାଲି ହେଉଛି ଅନେକ...

ଆମେରିକୀୟଙ୍କୁ ୧୦୦ ଦିନ ମାସ୍କ ପିନ୍ଧିବାକୁ କହିବେ ବାଇଡେନ୍‌

ଓ୍ବାଶିଂଟନ,୫ା୧୨: କୋଭିଡ୍‌-୧୯ରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାବାସୀଙ୍କୁ ଶହେ ଦିନ ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେବେ ବୋଲି କହିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଯଦି ଆମେରିକାର ସମସ୍ତ ବାସିନ୍ଦା ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଅନ୍ତି ତେବେ...

ବ୍ରିଟେନରେ ପହଞ୍ଚିଲା ଫାଇଜର ଟିକା

ଲଣ୍ଡନ, ୫ା୧୨: ବ୍ରିଟେନକୁ କୋଭିଡ୍‌-୧୯ ପାଇଁ ପ୍ରସ୍ତୁତ ଫାଇଜର ଟିକାର ପ୍ରଥମ ପର୍ଯ୍ୟାୟ ଯୋଗାଣ ହୋଇଛି। ଶୁକ୍ରବାର ଏହି ଟିକା ବ୍ରିଟେନରେ ପହଞ୍ଚିଛି। ଏକ ଅଜ୍ଞାତ ସ୍ଥାନରେ ଥିବା ସେଣ୍ଟ୍ରାଲ ହବ୍‌ରେ ଏହାକୁ ରଖାଯାଇଛି। ସେଠାରୁ ବିଭିନ୍ନ ହସ୍ପିଟାଲ ତଥା...

ଚାଇନା କ୍ୟାମ୍ପରେ ଉଇଗର ମୁସଲମାନଙ୍କୁ ଦିଆଯାଉଛି ଘୁଷୁରି ମାଂସ

ବେଜିଂ,୪।୧୨ : ଧିରେ ଧିରେ ପଦାକୁ ଆସୁଛି ଉଇଗର ମୁସଲମାନଙ୍କ ପ୍ରତି ଚାଇନାର ଦମନକାରୀ ନୀତି। ଚାଇନାର ରି-ଏଜୁକେଶନ କ୍ୟାମ୍ପରେ ରହୁଥିବା ଉଇଗର ମୁସଲମାନଙ୍କୁ ଘୁଷୁରି ମାଂସ ଖାଇବାକୁ ବାଧ୍ୟ କରାଯାଉଛି। ତାହା ପୁଣି ପ୍ରତ୍ୟେକ ଶୁକ୍ରବାର। ମୁସଲମାନ ଧର୍ମରେ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri