ଅନ୍ତର୍ଜାତୀୟ

ଦୀର୍ଘଦିନର ବ୍ୟବଧାନ ପରେ ଚାଇନାରେ କରୋନା: ଯାଞ୍ଚ ପାଇଁ ପହଞ୍ଚିଲା ଡବ୍ଲ୍ୟୁଏଚ୍‌ଓ ଟିମ୍‌

ଓ୍ବାଶିଂଟନ,୧୬।୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ଟିମ୍‌ ଚାଇନା ସହରରେ ପହଞ୍ଚିଛି। କରୋନା ମହାମାରୀର ବର୍ଷେ ପରେ ଡବ୍ଲୁଏଚ୍‌ଓର ୧୩ ବୈଜ୍ଞାନିକ ଏହି ମିଶନରେ ଭାଗ ନେଇ ଚାଇନାରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଅଧିକାରୀ କରୋନା ପଜିଟିଭ୍‌ ଚିହ୍ନଟ...

ବିଲ୍‌ ଗେଟସ୍‌ ଆମେରିକାର ଏକ ନମ୍ବର ଚାଷୀ: କିଣିଲେ ୨୪୨ ହଜାର ଏକର ଚାଷ ଜମି

ଓ୍ବାଶିଂଟନ,୧୬।୧: ମାଇକ୍ରୋସଫ୍ଟ ସଂସ୍ଥାପକ ତଥା ପୃଥିବୀର ଚତୁର୍ଥ ଧନୀକ ଭାବେ ଖ୍ୟାତି ହାସଲ କରିଥିବା ବିଲ୍‌ ଗେଟସ୍‌ ଏବେ ଆମେରିକାର ଏକ ନମ୍ବର ଚାଷୀ ପାଲଟିଛନ୍ତି। ସେ ଦେଶର ୧୮ଟି ରାଜ୍ୟରେ ମୋଟ ୨୪୨ ହଜାର ଏକର ଚାଷ ଜମି...

୪,୮୦୦ରୁ ଅଧିକ ଆଇସ୍‌ କ୍ରିମ୍‌ ବାକ୍ସରେ କରୋନା ଭୂତାଣୁ

ବେଜିଂ,୧୬।୧: କରୋନା ସଂକ୍ରମଣ ନେଇ ଚାଇନାରେ ପୁଣି ଆତଙ୍କ ଦେଖାଦେଇଛି। ଏଠାରେ ୪,୮୩୬ ଆଇସ୍‌ କ୍ରିମ୍‌ ବାକ୍ସ୍‌ରେ କରୋନା ଭୂତାଣୁ ରହିଥିବା ସ୍ବାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଦେଶର ଉତ୍ତର ପୂର୍ବ ଅଞ୍ଚଳରେ ଥିବା ତିଆନ୍‌ଜିିନ୍‌ ନଗର ପାଳିକାରେ ଥିବା...

ଡଚ୍‌ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା

ହେଗ୍‌, ୧୬।୧: ନେଦରଲାଣ୍ଡ୍‌ସରେ ଶିଶୁଯତ୍ନ ସବ୍‌ସିଡି ଦୁର୍ନୀତିକୁ ନେଇ ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଟେ ଓ ତାଙ୍କ ସରକାର ଶୁକ୍ରବାର ଇସ୍ତଫା ଦେଇଛନ୍ତି। ଏହି ସବ୍‌ସିଡି ଦୁର୍ନୀତିରେ ହଜାର ହଜାର ମାତାପିତାଙ୍କୁ ଭୁଲ୍‌ରେ ସମ୍ପୃକ୍ତ କରାଯାଇଥିଲା। ବ୍ୟବସ୍ଥା ଭୟଙ୍କର ଭାବେ...

ଶତାଧିକ ଦଙ୍ଗାକାରୀ ଗିରଫ

ଓ୍ବାଶିଂଟନ, ୧୬।୧(ପି.ଟି.): ଆମେରିକା ସଂସଦ ଭବନ କ୍ୟାପିଟୋଲ ବିଲ୍ଡିଂ ଦଙ୍ଗା ଘଟଣାରେ ସୁରକ୍ଷା ସଂସ୍ଥା ଏପର୍ଯ୍ୟନ୍ତ ଶତାଧିକ ଲୋକଙ୍କୁ ଗିରଫ କଲାଣି। ୨୦ରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଶପଥ ନେବାକୁ ଯାଉଥିବାବେଳେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଥିବା ଏଫ୍‌ବିଆଇ...

ଇଣ୍ଡୋନେସିଆ ଭୂକମ୍ପରେ ୪୨ ମୃତ

ମାମୁଜୁ, ୧୬।୧: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଗୁରୁବାର ବିଳମ୍ବିତ ରାତ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ କୋଠା ଭୁଶୁଡ଼ିବା ସହ ୪୨ ଜଣ ପ୍ରାଣ ହରାଇଛନ୍ତି ଓ ୮୨୦ରୁ ଅଧିକ ଆହତ ହୋଇଛନ୍ତି। ଘରଗୁଡ଼ିକର...

ଫିଲିଫାଇନ୍ସ ବିୟୁଟି କୁଇନଙ୍କୁ ଗଣବଳାତ୍କାର ପରେ ହତ୍ୟା

ମାନିଲା,୧୫।୧: ଫିଲିଫାଇନର କାକାଟି ସହରରୁ ଆସିଛି ଏକ ହୃଦୟ ବିଦାରକ ଖବର। ଜଣେ ୨୩ ବର୍ଷୀୟା ବିୟୁଟି କୁଇନ କ୍ରିଷ୍ଟାଇନ ଆଞ୍ଜେଲିକା ଡାସେରାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଗତ ସପ୍ତାହରେ ମାକାଟିସ୍ଥିତ ୪ ତାରକା ବିଶିଷ୍ଟ ହୋଟେଲ ସିଟି...

ପାକିସ୍ତାନକୁ ବନ୍ଧୁ ମାଲେସିଆର ଝଟକା: ଟଙ୍କା ନଦେବା ଯୋଗୁ ଜବତ କରିନେଲା ବିମାନ

କୁଆଲାଲମ୍ପୁର,୧୫।୧: ବନ୍ଧୁ ମାଲେସିଆ ଦ୍ୱାରା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ମାଲେସିଆ କର୍ତ୍ତୃପକ୍ଷ ଶୁକ୍ରବାର କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍‌କୁ ଜବତ କରିଛନ୍ତି। ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ ବିମାନକୁ ଜବତ କରାଯାଇଛି। ୨୦୧୫ରେ ଭିଏତନାମ୍‌ କମ୍ପାନୀରୁ...

ଏହି ଦେଶକୁ ଗଲେ ଚାଲିଯିବ ଜୀବନ

ଗ୍ଲୋବାଲ ୱାର୍ମିଂ ବ୍ୟତୀତ ବାୟୁ ପ୍ରଦୂଷଣ ମଧ୍ୟ ବର୍ତ୍ତମାନର ଯୁଗ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଦେଶର ରାଜଧାନୀ ଦିଲ୍ଲୀକୁ ପ୍ରାୟତଃ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ଭାରତର ଅନେକ ସ୍ଥାନ ବ୍ୟତୀତ ବାଂଲାଦେଶ ଏବଂ...

ଜୋ ବାଇଡେନଙ୍କ ସହାୟତା ପ୍ୟାକେଜ ଘୋଷଣା: ପ୍ରତି ଆମେରିକୀୟଙ୍କୁ ମିଳିବ ୩୦ ହଜାର ଟଙ୍କା

ୱାଶିଂଟନ,୧୫ ।୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଆସନ୍ତା ୨୦ ତାରିଖରେ ଶପଥ ଗ୍ରହଣ କରିବେ । ହେଲେ ଏହା ପୂର୍ବରୁ ସେ ତାଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛନ୍ତି । କରୋନା ଯୋଗୁ ଗୁରୁତର...

ଚାଇନାକୁ ବଡ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୧: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ କାର୍ଯ୍ୟକାଳର ଶେଷ ଦିନରେ ଚାଇନା ବିରୋଧରେ ଏକ ବଡ ନିଷ୍ପତ୍ତି ନେଇଛି। ଚାଇନାର ୯ଟି କମ୍ପାନୀକୁ ତାଲିକାଭୁକ୍ତ କରିଛି। ବ୍ଲାକଲିଷ୍ଟ କରାଯାଇଥିବା ଚାଇନିଜ କମ୍ପାନୀଗୁଡିକ ମଧ୍ୟରେ ବିଶର ତୃତୀୟ ବୃହତ୍ତମ ସ୍ମାର୍ଟଫୋନ କମ୍ପାନୀ...

ଭାରତର ଆର୍ଥିକ ନୀତିକୁ ପ୍ରଶଂସା କଲେ ଆଇଏମ୍‌ଏଫ୍‌ ମୁଖ୍ୟ

ୱାଶିଂଟନ,୧୫।୧: କରୋନା ଭାଇରସ ସମୟରେ ଭାରତର ଆର୍ଥିକ ନୀତିକୁ ପ୍ରଶଂସା କରିଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଖ୍ରୀଷ୍ଟିନା ଜର୍ଜିଆଭା। କରୋନା ଏବଂ ଏହାର ଅର୍ଥନୈତିକ ପ୍ରଭାବକୁ ମୁକାବିଲା କରିବା ପାଇଁ ଭାରତ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି ବୋଲି ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri