ଅନ୍ତର୍ଜାତୀୟ

ମହାତ୍ମାଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାରରେ ନିଲାମ

ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ ରଖୁଥିଲେ। ଏହା ଭାଙ୍ଗିଯାଇଥିବା ନିଲାମ ହାଉସ୍‌ ଇଷ୍ଟ ବ୍ରେଷ୍ଟଲ ପକ୍ଷରୁ କୁହାଯାଇଛି। ଏହାକୁ...

ପାକିସ୍ତାନକୁ ଧମକ ଦେଲେ ଗୁଗୁଲ, ଫେସବୁକ୍‌, ଟୁଇଟର

ଇସ୍‌ଲାମାବାଦ,୨୨ ।୧୧: ପାକିସ୍ତାନରେ ଡିଜିଟାଲ ମିଡିଆକୁ ନେଇ ହୋଇଥିବା ନୂଆ ନିୟମ ଯୋଗୁ ଏବେ ଉଠିଛି ବିବାଦ । ଏହାକୁ ନେଇ ଗୁଗୁଲ ,ଫେସବୁକ୍‌, ଟୁଇଟର ଭଳି ବଡ ଟେକ୍ କମ୍ପାନୀ ଦେଶ ଛାଡିବାକୁ ଧମକ ଦେଇଛନ୍ତି । ନୂଆ...

ବ୍ରିଟେନ ଲେବର ପାର୍ଟିରୁ ମେଘନାଦ ଦେଶାଇଙ୍କ ଇସ୍ତଫା

ଲଣ୍ଡନ, ୨୨।୧୧: ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ତଥା ଲେଖକ ଲର୍ଡ ମେଘନାଦ ଦେଶାଇ ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜାତିବାଦକୁ ସଫଳତାର ସହ ମୁକାବିଲା କରିବାରେ ଦଳ ବିଫଳ ହୋଇଥିବା ଦର୍ଶାଇ ସେ...

ଆଇନ ଊର୍ଦ୍ଧ୍ୱରେ ଆଜୀବନ ରାଷ୍ଟ୍ରପତି

ମସ୍କୋ,୨୨ା୧୧:୬୮ ବର୍ଷୀୟ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୨୦୦୦ ମସିହାରୁ କ୍ଷମତାର ଶୀର୍ଷରେ ରହିଛନ୍ତି। କେତେବେଳେ ପ୍ରଧାନମନ୍ତ୍ରୀ ତ ପୁଣି କେବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରି କ୍ଷମତାର ଭରପୂର ଉପଯୋଗ କରିଛନ୍ତି। ପୁଟିନଙ୍କ ଦୁଇ ଝିଅ ଅଛନ୍ତି। ସେ...

ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି । ଏହାକୁ ନେଇ ରାଜକୁମାରୀ ହୟା ସୁରକ୍ଷାକର୍ମୀଙ୍କୁ ଏ ସମ୍ପର୍କରେ ମୁହଁ ନ ଖୋଲିବାକୁ...

ଜନବସତି ଉପରେ ୨୩ ରକେଟ ମାଡ଼

କାବୁଲ୍‌,୨୧।୧୧: ଆଫଗାନିସ୍ତାନରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। କାବୁଲର ଓ୍ବଜିର ଆକବର ଖାଁ ଏବଂ ଶହର-ଇ-ନଓ୍ବା ଅଞ୍ଚଳରେ ଜନବସତି ଉପରେ ଆତଙ୍କବାଦୀମାନେ ୨୩ ରକେଟ ମାଡ଼ କରିଛନ୍ତି। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଅଧିକ...

ବୋତଲରେ ବନ୍ଦ କରି ୭୪ ବିଲୁପ୍ତ ପ୍ରଜାତି ଶୁଆ ଚୋରା ଚାଲାଣ: ବନ୍ଦର ଅଧିକାରୀଙ୍କ ହାତରେ ପଡ଼ିଲା ଧରା

ପାପୁଆ,୨୧।୧୧: ଇଣ୍ଡୋନେସିଆର ପାପୁଆ ବନ୍ଦରରେ ପ୍ଲାଷ୍ଟିକ୍‌ ବୋତଲରେ ବନ୍ଦ ଥିବା ୭୪ ବିଲୁପ୍ତ ପ୍ରଜାତିର ଶୁଆ ଚୋରା ଚାଲାଣ ହେଉଥିବା ସମୟରେ ଧରା ପଡ଼ିଛି। ବନ୍ଦର ଅଧିକାରୀମାନେ ବୋତଲରୁ ଶୁଆଗୁଡ଼ିକୁ ବାହାର କରିଥିଲେ। ସେଥିମଧ୍ୟରୁ ୬୪ ଜୀବିତ ଥିବାବେଳେ ୧୦ଟି...

ପାକିସ୍ତାନକୁ ଫ୍ରାନ୍ସ ଦେଲା ବଡ ଝଟ୍‌କା

ପ୍ୟାରିସ,୨୧ ।୧୧: ଭାରତର ମିତ୍ର ଫ୍ରାନ୍ସ ପାକିସ୍ତାନ ସେନାକୁ ଏକ ବଡ ଝଟ୍‌କା ଦେଇଛି । ଫ୍ରାନ୍ସ ପାକିସ୍ତାନର ମିରାଜ ଫାଇଟର ଜେଟ୍‌, ଏୟାର ଡିଫେନ୍ସ ସିଷ୍ଟମ ଓ ଅଗୋସ୍ତା ୯୦ବି କ୍ଲାସର ସବମରିନକୁ ଅପଗ୍ରେଡ ନ କରିବାକୁ ନିଷ୍ପତ୍ତି...

ପାକିସ୍ତାନରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ

ଇସଲାମାବାଦ୍‌,୨୧।୧୧: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଖାତ୍‌ ଜିଲାରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିିଛି। ଏହା ହିନ୍ଦୁ ଶାହୀ ଅବା କାବୁଲ ଶାହୀ ରାଜଙ୍କ ସମୟରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଉଛି। ଖାଇବର ପସ୍ତୁନଖ୍ବା...

ବାଇଡେନ୍‌ଙ୍କ ଟିମ୍‌ରେ ମୂଳ ଭାରତୀୟ ବାସିନ୍ଦା ମାଲା ଅଡିଗାଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସ୍ଥାନ

ୱାଶିଂଟନ,୨୧ ।୧୧: ଆମେରିକାର ଅଗାମୀ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ମୂଳ ବାସିନ୍ଦା ଆମେରିକୀୟ ମାଲା ଅଡିଗାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦେଇଛନ୍ତି । ବାଇଡେନ୍ ତାଙ୍କ ସହଧର୍ମିଣୀ ଜିଲ ବାଇଡେନ୍‌ଙ୍କ ପାଇଁ ମାଲାଙ୍କୁ...

କ୍ୱାରାଣ୍ଟାଇନରେ ଟ୍ରମ୍ପଙ୍କ ବଡ଼ ପୁଅ

ୱାଶିଂଟନ,୨୧ ।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିୟର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଟ୍ରମ୍ପଙ୍କ ପରିବାରରେ କରୋନା ସଂକ୍ରମିତ ହେବାରେ ସେ ହେଉଛନ୍ତି...

ଅଲ୍‌ କାଏଦା ମୁଖ୍ୟ ଅଲ୍‌ ଜଓ୍ବାହରି ମୃତ

କାବୁଲ, ୨୧ା୧୧: ଆତଙ୍କବାଦୀ ସଙ୍ଗଠନ ଅଲ୍‌ କାଏଦାର ମୁଖ୍ୟ ଅଲ୍‌ ଜଓ୍ବାହରି ଆଫଗାନିସ୍ତାନରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଆରବ ନ୍ୟୁଜ୍‌ରେ ଏଭଳି ଖବର ପ୍ରକାଶ ପାଇଛି। ଗଜ୍‌ନିରେ ସେ ଆଜ୍‌ମା ଯୋଗୁ କଷ୍ଟ ସହି ନ ପାରି ମାସେ ହେବ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri