ଅନ୍ତର୍ଜାତୀୟ

ଉଲଗ୍ନ ହୋଇ ରାଜପଥରେ ଦୌଡ଼ିଲେ ଯୁବକ, ଲୋକେ କହିଲେ ଏମିତି

ଆମେରିକାର ଓହିଓର ରାଜପଥରେ, ଯେତେବେଳେ ଜଣେ ଯୁବକ ହାତରେ ସେଲଫି ଷ୍ଟିକ ଧରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାଜପଥରେ ଦୌଡିବାକୁ ଲାଗିଲେ। ତାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡିସେମ୍ବର ୧୫ରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଭିଡିଓ...

କରୋନା ଟିକା ନେଇ ଡାକ୍ତର ଅସୁସ୍ଥ!

ବୋଷ୍ଟନ,୨୬ ।୧୨: ଆମେରିକାର ବୋଷ୍ଟନରେ ଜଣେ ଡାକ୍ତର କରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ଜଣାପଡିଛି । ତାଙ୍କ ଶରୀରରେ ଆଲର୍ଜି ହୋଇଯାଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଡାକ୍ତର ଜଣକ ଗୁରୁବାର କରୋନାରୁ ରକ୍ଷା ପାଇବାକୁ ଏକ...

ୟୁରୋପର ୮ ଦେଶରେ କରୋନାର ନୂଆ ଷ୍ଟ୍ରେନ୍‌: ଡବ୍ଲୁଏଚଓ

ଜେନେଭା,୨୬ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିବା ପରେ ସାରା ବିଶ୍ୱ ଏକ ପ୍ରକାର ଚିନ୍ତାରେ ପଡିଯାଇଛି । ଏବେ ୟରୋପର ପ୍ରାୟ ୮ ଦେଶରେ ଏହି ନୂଆ ଷ୍ଟ୍ରେନ୍ ଦେଖା ଦେଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ...

ଅର୍ଦ୍ଧରାତ୍ରରେ ସିରିଆ ଉପରେ ରକେଟ ମାଡ଼

ଦାମାସକସ୍‌,୨୬।୧୨: ଇସ୍ରାଏଲ୍‌ ସିରିଆ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର ଅର୍ଦ୍ଧରାତ୍ରରେ ଇସ୍ରାଏଲ୍‌ ପକ୍ଷରୁ ସିରିଆ ଉପରେ ରକେଟ ମାଡ଼ କରାଯାଇଛି। ହମା ପ୍ରଦେଶର ମସିୟଫ ସହରରେ ଥିବା ପ୍ରତିରକ୍ଷା ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର ଉପରେ ରକେଟ ମାଡ଼ ଘଟଣାରେ...

ସଉଦି ଆରବର କ୍ରାଉନ ପ୍ରିନ୍ସ ସଲମାନ ନେଲେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ

ରିୟାଦ,୨୬ ।୧୨: ସଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଶୁକ୍ରବାର କରୋନା ଭାଇରସ ଭ୍ୟାକ୍ସିନର ପ୍ରଥମ ଡୋଜ ନେଇଛନ୍ତି । ଦେଶର ସରକାରୀ ଗଣମାଧ୍ୟମ ଏହି ସୂଚନା ଦେଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ତୈଫିକ ଅଲ-ରବିୟା କ୍ରାଉନ ପ୍ରିନ୍ସଙ୍କ...

ଜାଣିଶୁଣି କରୋନା ପଜିଟିଭ ହେବେ ୨,୫୦୦ ଲୋକ!

ଲଣ୍ଡନ,୨୬ ।୧୨: ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ନେଇ ଲଣ୍ଡନରୁ ଏକ ଚ୍ୟାଲେଞ୍ଜ କଲାଭଳି ଖବର ସାମ୍ନାକୁ ଆସିଛି । ସେଠାରେ ଏକ ହ୍ୟୁମାନ ଟ୍ରାଏଲ ଚ୍ୟାଲେଞ୍ଜ...

୨୦୨୧ରେ ବି ପୁଣି ସୃଷ୍ଟି ହୋଇପାରେ ଆତଙ୍କ !

ସୋଫିଆ,୨୬।୧୨: ବିଦାୟ ନେବାକୁ ଯାଉଛି ୨୦୨୦। ଆଉ କିଛି ଦିନ ପରେ ନୂଆବର୍ଷ ୨୦୨୧ ଆସିବ। ଲୋକେ ପୁରୁଣା ବର୍ଷର ଦୁଃଖ ଭୁଲି ନୂଆବର୍ଷକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ବୁଲଗେରିଆର ଭବିଷ୍ୟବକ୍ତା ବାବା ଭେଙ୍ଗାଙ୍କ...

ହାଫିଜ୍‌ ସୟିଦଙ୍କୁ ୧୫ ବର୍ଷ ଜେଲ

ଇସ୍‌ଲାମାବାଦ,୨୬।୧୨: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ୍‌-ଉଦ୍‌-ଦାଓ୍ବା (ଜେୟୁଡି)ର ନେତା ହାଫିଜ୍‌ ସୟିଦଙ୍କୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ୧୫ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ...

ଓଲିଙ୍କୁ କାରଣ ଦର୍ଶାଅ ନୋଟିସ

କାଠମାଣ୍ଡୁ, ୨୬।୧୨ : ନେପାଳ ସୁପ୍ରିମକୋର୍ଟ ଶୁକ୍ରବାର ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଅଚାନକ ପାର୍ଲାମେଣ୍ଟ ଭଙ୍ଗ ପାଇଁ ନିଷ୍ପତ୍ତି ନେବା ସମ୍ପର୍କରେ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ...

ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର ସ୍ଥାପନ କରିପାରି ନାହିଁ? ଏହି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ନାନା କଥା...

ବିଦେଶରେ ଫସିଥିବା ଲୋକଙ୍କ ପାଇଁ ଏହି କମ୍ପାନୀ ବିକ୍ରି କରୁଛି ବୋତଲ ବନ୍ଦ ବାୟୁ, ଦାମ୍‌ ରହିଛି…

ଲଣ୍ଡନ,୨୫ା୧୨: ବ୍ରିଟେନରେ କରୋନା ମହାମାରୀ କାୟା ବିସ୍ତାର କରିଥିବାରୁ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏପରିକି ୪୦ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି କାରଣରୁ ଅନେକ ଲୋକ ବିଦେଶରେ ଫସି ରହିଛନ୍ତି। ଅବଶ୍ୟ...

ପୁରୁଷଙ୍କୁ ନେଇ ମହିଳା କମିଟି

କୁଏତ୍‌ ସିଟି,୨୬ା୧୨: କୁଏତ୍‌ର ସଂସଦୀୟ ମହିଳା କମିଟିର ସବୁ ସଦସ୍ୟ ହେଉଛନ୍ତି ପୁରୁଷ। ଉକ୍ତ କମିଟିରେ କେବଳ ପୁରୁଷଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ମଧ୍ୟପ୍ରାଚ୍ୟର ଏହି ରାଷ୍ଟ୍ରରେ ଲିଙ୍ଗଗତ ଅସମାନତାକୁ ନେଇ ଅନ୍‌ଲାଇନ୍‌ରେ କଡ଼ା ସମାଲୋଚନା କରାଯାଉଛି। ଓମେନ୍ସ କମିଟି ଅଫ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri