ଅନ୍ତର୍ଜାତୀୟ

ଏହି ହୋଟେଲ୍‌ର ୫ମ ମହଲାକୁ ଯିବା ମନା: ଗଲେ ମିଳୁଛି ଛାତି ଥରିଗଲା ଭଳି ଦଣ୍ଡ

ଉତ୍ତର କୋରିଆକୁ ଏକ ରହସ୍ୟମୟ ଦେଶ ଭାବରେ ବେଶ୍‌ ଜଣାଶୁଣା। ସାଧାରଣତଃ ଅତିଥିମାନଙ୍କୁ ହୋଟେଲର କୌଣସି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଏ ନାହିଁ ଏଭଳି କେଉଁଠି ହୋଇ ନଥାଏ। କିନ୍ତୁ ଉତ୍ତର କୋରିଆରେ ଏପରି ଏକ ହୋଟେଲ ଅଛି...

ନିର୍ବାଚନ ପରିଣାମ ଆସିବା ପୂର୍ବରୁ ହ୍ବାଇଟ୍‌ ହାଉସ୍‌ ଛାଡ଼ୁଛନ୍ତି କି ଟ୍ରମ୍ପ? ଭାଇରାଲ ହେଉଛି ଏହି ଭିଡିଓ, ଦେଖନ୍ତୁ…

ଓ୍ବାଶିଂଟନ,୭।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱ ସମୁଦାୟର ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୭୭ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ଜିତିବା ଧିରେ ଧିରେ ସ୍ପଷ୍ଟ ହେଉଛି। ଅପରପକ୍ଷେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ ଏହି ଜନାଦେଶକୁ ଗ୍ରହଣ କରିବାକୁ...

ଏଠାରେ ହୁଏ ହୀରା ବର୍ଷା !

ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍‌ଚୁନ୍‌ ଗ୍ରହରେ ଏଭଳି ଘଟଣା ଘଟିଥାଏ। ସୌରମଣ୍ଡଳର ୪ଟି ଗ୍ରହରେ ଗ୍ୟାସ୍‌ ଭରି ରହିଥିବା ମହାକାଶ ବିଜ୍ଞାନୀମାନେ କହିଥାନ୍ତି। ସେଥିମଧ୍ୟରେ...

ଚାଇନାର ଠକାମୀ ପଡ଼ିଲା ଧରା: ୪ ବନ୍ଧୁଦେଶଙ୍କୁ ବିକ୍ରି କରିଛି ନକଲି ଅସ୍ତ୍ରଶସ୍ତ୍ର

ବେଜିଂ,୭।୧୧: ଚାଇନାକୁ ବିଶ୍ୱାସ କରିଥିବା ଦେଶ ଏବେ ପଶ୍ଚାତାପ କରୁଛନ୍ତି। ବନ୍ଧୁ ବୋଲି କହି ଚାଇନା ସେମାନଙ୍କୁ ଠକି ଦେଇଛି। ୪ଟି ବନ୍ଧୁଦେଶକୁ ଚାଇନା ନକଲି ଅସ୍ତ୍ରଶସ୍ତ୍ର ବିକ୍ରି କରିଛି। ଏବେ ଏହି ଘଟଣା ଧରା ପଡ଼ିଛି। ବାଂଲାଦେଶ, ନେପାଳ,...

ଆଇଇଡି ବିସ୍ଫୋରଣ: ଗଣମାଧ୍ୟମ ପ୍ରତିନିଧି ମୃତ

କାବୁଲ,୭।୧୧: ଆଫଗାନିସ୍ତାନର କାବୁଲରେ ଶନିବାର ସକାଳ ୭ଟା ୩୦ରେ ଏକ ଆଇଇଡି ବିସ୍ଫୋରଣରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।...

ଟ୍ରମ୍ପ୍‌ଙ୍କୁ ତାଙ୍କ ଭାଷାରେ କଟାକ୍ଷ କଲେ ଗ୍ରେଟା

ଓ୍ବାଶିଂଟନ, ୭।୧୧(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ସ୍ବିଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ତାଙ୍କ ନିଜ ଭାଷାରେ କଟାକ୍ଷ କରିଛନ୍ତି। ଭୋଟ ଗଣତି ବନ୍ଦ କରିବା ଲାଗି ଟ୍ରମ୍ପ୍‌...

ବିଜୟ ଆଉ ପାଦେ

ଓ୍ବାଶିଂଟନ,୭ା୧୧: ୭୭ ବର୍ଷୀୟ ଡେମୋକ୍ରାଟ୍‌ ଜୋ ବାଇଡେନ୍‌ ଏବେ ହ୍ବାଇଟ୍‌ ହାଉସ୍‌ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ଆରିଜୋନା ଓ ଜର୍ଜିଆ ଭଳି ବ୍ୟାଟଲଗ୍ରାଉଣ୍ଡ ଷ୍ଟେଟ୍‌ରେ ଭୋଟ ଗଣତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ରିପବ୍ଳିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ବହୁ...

ବିଶ୍ୱର ରହସ୍ୟମୟ ଜୀବ : ଯିଏ ନିଃଶ୍ୱାସ ବିନା ରହିପାରେ ଜୀବିତ

କୌଣସି ପ୍ରାଣୀ କିମ୍ବା ମଣିଷ ନିଃଶ୍ୱାସ ପ୍ରଶ୍ୱାସ ବିନା ବଞ୍ଚିବା ଅତ୍ୟନ୍ତ କଷ୍ଟକର। ସମସ୍ତେ ଜାଣନ୍ତି ନିଃଶ୍ୱାସ ନ ନେଇ କେହି ବଞ୍ଚିପାରିବେ ନାହିଁ । ମାତ୍ର ବୈଜ୍ଞାନିକମାନେ ଏପରି ରହସ୍ୟମୟ ଜୀବ (ପରଜୀବୀ) ପାଇଛନ୍ତି, ଯାହା ନିଃଶ୍ୱାସ ବିନା...

ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ

ମସ୍କୋ,୬ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଚାଡି ପାରନ୍ତି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି କି ପୁଟିନ ପାର୍କିନସନ ରୋଗରେ ପୀଡ଼ିତ ହୋଇଥିବାରୁ ସେ ତାଙ୍କ ପଦ...

ଟ୍ରମ୍ପଙ୍କୁ ଆଉ ଏକ ସୁପର୍‌ ଝଟ୍‌କା

ଓ୍ବାଶିଂଟନ୍‌,୬।୧୧: ଆମେରିକାରେ ମତଦାନର ଦୁଇ ଦିନ ପରେ ମଧ୍ୟ ରାଷ୍ଟ୍ରପତି ପଦବୀ ପାଇଁ ଚିତ୍ର ସ୍ପଷ୍ଟ ହୋଇନାହିଁ। ଭୋଟ ଗଣତି ମଧ୍ୟରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ୨୫୩ ଭୋଟ ସହ ଆଗରେ ଅଛନ୍ତି। ଏଥି ସହିତ ବର୍ତ୍ତମାନର ରାଷ୍ଟ୍ରପତି...

ଟ୍ରମ୍ପ୍‌ ସମର୍ଥକଙ୍କ ସଶସ୍ତ୍ର ବିକ୍ଷୋଭ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟଗଣତି ଜାରି ରହିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାୟ ୨୦୦ ସମର୍ଥକ ଆରିଜୋନାର ଏକ ଭୋଟ କେନ୍ଦ୍ରରେ ବୁଧବାର ରାତିରେ ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାସ୍କ ନ ପିନ୍ଧି ସେମାନେ ହାତରେ ରାଇଫଲ ଓ...

୧୩ ଭାରତୀୟ ବଂଶୋଦ୍ଭବ ଜିତିଲେ

ଆମେରିକାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ନିର୍ବାଚନରେ ୫ ମହିଳାଙ୍କ ସମେତ ୧୨ରୁ ଅଧିକ ଭାରତୀୟ-ଆମେରିକୀୟ ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌କୁ ୪ ଭାରତୀୟ-ଆମେରିକୀୟ ପୁନଃ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ଡ. ଆମି ବେରା, ପ୍ରମିଳା ଜୟପାଲ,...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri