ଅନ୍ତର୍ଜାତୀୟ

ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚାଇନା ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିଥିବା ଦେଖାଯାଇଛି। ସଂକ୍ରମଣ...

ନିଷ୍ପତ୍ତି ନେଲା ଆମେରିକା

ଓ୍ବାଶିଂଟନ/ନ୍ୟୁୟର୍କ,୪ା୧୧: ଆମେରିକାରେ ବହୁ ପ୍ରତୀକ୍ଷିତ ଚତୁଃ ବାର୍ଷିକ ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରିପବ୍ଲିକାନ୍‌ ପାର୍ଟିରୁ ପ୍ରେସିଡେନ୍ସିଆଲ ନୋମିନି ଭାବେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ଭାଗ୍ୟ ପରୀକ୍ଷା କରୁଥିବାବେଳେ ତାଙ୍କ ବିପକ୍ଷରେ ଚ୍ୟାଲେଞ୍ଜର ରୂପେ ଉଭା...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଜୋ ବାଇଡେନ ଆଗରେ

ଓ୍ବାଶିଂଟନ୍‌,୪।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଏବେ ଭୋଟ ଗଣନା ଜାରି ରହିଛି। ପ୍ରାରମ୍ଭିକ ଗଣତି ଅନୁଯାୟୀ, ଡେମୋକ୍ରାଟ୍ସ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ଅଗ୍ରଣୀ ଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଛରେ ପଡିଯାଇଛନ୍ତି।...

ଆମେରିକାରେ ହିଂସା ଆଶଙ୍କା, ହ୍ବାଇଟ୍‌ ହାଉସ୍‌ ସୁରକ୍ଷା ବଢିଲା

ଓ୍ବାଶିଂଟନ୍‌,୪।୧୦: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ଆରମ୍ଭ କରିଛି। ଟ୍ରେଣ୍ଡ ଅନୁଯାୟୀ ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ ଆଗୁଆ ଅଛନ୍ତି। ବିଡେନ ନ୍ୟୁ ଜର୍ସିରେ ଜିତିଛନ୍ତି। ତେବେ ନିର୍ବାଚନ ଫଳଫଳ ଆସିବା...

ଚାଇନାର କରୋନା ଟିକା ନେବା ପରେ ଏମିତି କହିଲେ ୟୁଏଇର ପ୍ରଧାନମନ୍ତ୍ରୀ

ଦୁବାଇ,୩।୧୧-ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୌମଙ୍କ ଉପରେ ଚାଇନା ପ୍ରସ୍ତୁତ କରିଥିବା କରୋନା ଟିକାକୁ ପ୍ରୟୋଗ କରାଯାଇଛି। ଏ ନେଇ ଶେଖ ମହମ୍ମଦ ନିଜେ ମଙ୍ଗଳବାର ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ସେ କରୋନା...

ତୁର୍କି ଭୁକମ୍ପ: ୬୫ ଘଣ୍ଟା ପରେ ଜୀବନ୍ତ ଉଦ୍ଧାର ହେଲେ ୩ ବର୍ଷର ଶିଶୁ କନ୍ୟା

ଇସ୍ତାନବୁଲ,୩ ।୧୧: ତୁର୍କିିରେ ଆସିଥିବା ଭୁକମ୍ପ ଫଳରେ ଏବେ ପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ଏହାରି ଭିତରେ ଦୀର୍ଘ ୬୫ ଘଣ୍ଟା ପରେ ଭାଙ୍ଗିଯାଇଥିବା ଘର ମଧ୍ୟରୁ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଜୀବନ୍ତ...

ଆତଙ୍କବାଦ ବିରୋଧରେ ଫ୍ରାନ୍ସ୍‌ର କଡ଼ା ପଦକ୍ଷେପ: ମାଲି ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ପ୍ୟାରିସ୍‌,୩।୧୧: ଆତଙ୍କବାଦ ବିରୋଧରେ ଫ୍ରାନ୍ସ୍‌ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଯୋଜନାବଦ୍ଧ ଭାବେ ସରକାରଙ୍କ ପକ୍ଷରୁ ମାଲିରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୫୦ ଅଲ୍‌-କାଏଦା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଏନେଇ ଫ୍ରାନ୍ସ୍‌ ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲେ...

ଏଲ୍‌ଏନ୍‌ଜି ଟର୍ମିନାଲରେ ଅଗ୍ନିକାଣ୍ଡ: ୫ ମୃତ

ବେଜିଂ,୩।୧୧: ଚାଇନାର ଏକ ଏଲ୍‌ଏନ୍‌ଜି ଟର୍ମିନାଲରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ଚାଇନାର ଗ୍ବାଙ୍ଗସୀ ଝୁଆଙ୍ଗ୍‌ସ୍ଥିତ ଏଲ୍‌ଏନ୍‌ଜି ଟର୍ମିନାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଥିରେ କେତେକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି...

କରୋନା ମହାମାରୀର ଫାଇଦା ନେଉଛି ପାକିସ୍ତାନ: ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛି ଷଡ଼ଯନ୍ତ୍ର

ଜେନେଭା/ନୂଆଦିଲ୍ଲୀ,୩।୧୧: କରୋନା ମହାମାରୀର ଫାଇଦା ନେଇ ପାକିସ୍ତାନ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ରଚିଛି। ଜାତିସଂଘରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଛି। ଜାତିସଂଘରେ ଭାରତର ସ୍ଥାୟୀ ମିଶନର ସଚିବ ଆଶିଷ ଶର୍ମା ଏହା କହିଛନ୍ତି।...

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା

ୱାଶିଂଟନ,୩ ।୧୧; ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ନାନା ଆଶଙ୍କା ପ୍ରକାଶ ପାଇଛି । ତେବେ କୁହାଯାଉଛି କି ଆମେରିକାରେ ଗତ କିଛିଦିନ ହେବ ଅସ୍ତ୍ରଶସ୍ତ୍ର ବିକ୍ରି ବଢି ଯାଇଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ଦଙ୍ଗା ଆଶଙ୍କା କରାଯାଉଛି ।...

ଚାଇନାରେ ହେଲା ଟଙ୍କା ବର୍ଷା !

ବେଜିଂ,୩।୧୧: ଡ୍ରଗ୍ସ୍‌ ନେବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେବେ ଚାଇନାରେ ଜଣେ ଡ୍ରଗ୍ସ୍‌ ସେବନକାରୀଙ୍କ ଯୋଗୁ ଲୋକେ ମାଲା ମାଲ୍‌ ହୋଇଛନ୍ତି। ସମୃକ୍ତ ଯୁବକ ଜଣକ ଡ୍ରଗ୍ସ୍‌ ନିଶାରେ ସେ ବାସ କରୁଥିବା ୩୦ ମହଲା କୋଠାର ବାଲକୋନୀରୁ ଟଙ୍କା...

ପୋଲାଣ୍ଡରେ ଗର୍ଭପାତ ଆଇନକୁ ବିରୋଧ

ଓ୍ବାର୍ସା,୩ା୧୧: ଭ୍ରୂଣଗତ ତ୍ରୁଟି କାରଣରୁ ଗର୍ଭପାତ ଅସାମ୍ବିଧାନିକ ବୋଲି ପୋଲାଣ୍ଡର ଏକ ଅଦାଲତ ରାୟ ଦେବା ପରେ ଏହା ବିରୋଧରେ ସେଠାରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ରାଜଧାନୀ ଓ୍ବାର୍ସାରେ ଗତ ଶୁକ୍ରବାର ଲକ୍ଷାଧିକ ମହିଳା ଏକାଠି ହୋଇ ଦୀର୍ଘ ୭...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri