ଅନ୍ତର୍ଜାତୀୟ

୩୦୦ ସ୍କୁଲ ଶିକ୍ଷାର୍ଥୀଙ୍କୁ ଅପହରଣ କଲେ ବୋକୋ ହାରାମ ଆତଙ୍କବାଦୀ

ଅବୁଜା,୧୬।୧୨: ନାଇଜେରିଆରେ ବୋକୋ ହାରାମ ଆତଙ୍କବାଦୀମାନେ ୩୦୦ ସ୍କୁଲ ଶିକ୍ଷାର୍ଥୀଙ୍କୁ ଅପହରଣ କରିଛନ୍ତି। ଉତ୍ତରପଶ୍ଚିମ ନାଇଜେରିଆରେ ଥିବା କାଟସିନା ରାଜ୍ୟର କାନକାରାସ୍ଥିତ ସରକାରୀ ସାଇନ୍ସ ସେକେଣ୍ଡାରୀ ସ୍କୁଲର ୩୩୩ ଜଣ ଶିକ୍ଷାର୍ଥୀ ଗତ ଶୁକ୍ରବାରଠାରୁ ନିଖୋଜ ରହିଥିବା ସ୍ଥାନୀୟ ଗଭର୍ନର...

ସବୁଠୁ ମୋଟା ହେବାକୁ ଚାହୁଁଥିଲେ ଯୁବତୀ, ହେଲେ ପ୍ରେମିକଙ୍କ ପାଇଁ….

ମେଦବହୁଳତା ଦୁନିଆର ସବୁଠୁ ବଡ଼ ସମସ୍ୟା। ଶରୀରରୁ ଚର୍ବି କମ୍‌ କରିବା ପାଇଁ ଲୋକେ ଡାଇଟ୍‌ ଠାରୁ ଆରମ୍ଭ କରି ଜିମ୍‌ ଯିବା ପର୍ଯ୍ୟନ୍ତ ବହୁତ ପରିଶ୍ରମ କରିଥାନ୍ତି। ହେଲେ ଆମେରିକାର ଟେକ୍ସାସରେ ରହୁଥିବା ମୋନିକା ରୁଲେ ଏହାର ଠିକ୍‌...

ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ଏହା ଏବେ ଆଇନରେ ପରିଣତ ହୋଇଛି। ରାସାୟନିକ ପଦାର୍ଥ...

ସ୍ତନ୍ୟପାନ କରି ଆଖିବୁଜିଲା ୩ ମାସର ଶିଶୁ

ସ୍ତନ୍ୟପାନ କରିବାର କିଛି ସମୟ ପରେ ଜଣେ ୩ ମାସର ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାର ନ୍ୟୁ ଓରଲିଅନ୍ସ ସହରରେ। ନ୍ୟୁ ଓରଲିଅନରେ ରହୁଥିବା ୩୧ ବର୍ଷୀୟା ଆଟମ୍‌ ବ୍ଲେସେଣ୍ଟ ନାମ୍ନୀ ମହିଳା...

ପୃଷ୍ଠା ଲେଉଟାଇବା ସମୟ

ଓ୍ବାଶିଂଟନ,୧୬ା୧୨ ଆମେରିକା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ୭୮ ବର୍ଷୀୟ ଡେମୋକ୍ରାଟ ଜୋ ବାଇଡେନ୍‌ ବିଜୟୀ ହୋଇଛନ୍ତି। ଇଲେକ୍ଟୋରାଲ କଲେଜ ସୋମବାର ଏହି ବିଷୟ ଘୋଷଣା କରିଛି। ୫୩୮ ସଦସ୍ୟ ବିଶିଷ୍ଟ ଇଲେକ୍ଟୋରାଲ କଲେଜ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍‌...

୧୮ ହଜାର ଟଙ୍କାରେ ବିକ୍ରି ହେଉଛି ଫେକ୍‌ କରୋନା ଭାଇରସ ଭାକ୍‌ସିନ

ବେଙ୍ଗାଲୁରୁ,୧୫।୧୨: କରୋନା ପାଣ୍ଡେମିକ୍‌ ପରିସ୍ଥିତିକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ଭାକ୍‌ସିନ। ବିକ୍ରି ପାଇଁ କରୋନା ଟିକା ଉପଲବ୍ଧ ଥିବା ଡାର୍କନେଟରେ ଶହ ଶହ ଡୋମେନ ଦାବି କରୁଛନ୍ତି। କେତେକ କ୍ଷେତ୍ରରେ ଟିକାର ମୂଲ୍ୟ ୨୫୦ ଆମେରିକୀୟ ଡଲାର...

କାବୁଲ ଉପ ରାଜ୍ୟପାଳଙ୍କୁ ହତ୍ୟା କଲେ ଆତଙ୍କବାଦୀ

କାବୁଲ,୧୫।୧୨: ଆଫଗାନିସ୍ଥାନର ରାଜଧାନୀ କାବୁଲର ଉପ ରାଜ୍ୟପାଳ ଓ ତାଙ୍କ ସହାୟକ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଏ ନେଇ ଦେଶର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଉପ ରାଜ୍ୟପାଳ ମେହବୁବୁଲା ମୋହେବି ମଙ୍ଗଳବାର ତାଙ୍କ ସୁରକ୍ଷାକର୍ମୀଙ୍କ ସହ ଅଫିସକୁ...

ଶେଷରେ ବାଇଡେନ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ୍‌

ଓ୍ବାଶିଂଟନ,୧୫।୧୨: ନଭେମ୍ବର ୩ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜୋ ବାଇଡେନ୍‌। ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି। ଏନେଇ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯିବା ପରେ...

ମୋଦି-ଶାହାଙ୍କ ବିରୋଧରେ ୧୦ କୋଟି ଡଲାରର ମାମଲା ଖାରଜ

ଓ୍ବାଶିଂଟନ,୧୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଦାଖଲ କରାଯାଇଥିବା ୧୦ କୋଟି ଡଲାରର ଏକ ମାମଲା ଖାରଜ ହୋଇଛି। ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲଜିତ୍‌ ସିଂ ଧିଲୋନଙ୍କ ନାମ ମଧ୍ୟ ଏହି ମାମଲାରେ ଉଲ୍ଲେଖ...

ଘରେ ପାଦ ଦେଉ ଦେଉ ଘଟିଲା ଏମିତି…

ନିଜର ଗୋଟିଏ ଘର ହେଉ ଏହି ସ୍ବପ୍ନ ସମସ୍ତେ ଦେଖିଥାନ୍ତି। ମାତ୍ର ବେଳେବେଳେ ଏହି ସ୍ବପ୍ନ ଡରାଇ ଦେଇଥାଏ। ଏମିତି କିଛି ଘଟିଛି ଲଣ୍ଡନରେ ରହୁଥିବା ଜେମି ଭିଲକିସଙ୍କ କ୍ଷେତ୍ରରେ। ଜେମି ଅନେକ ଦିନ ହେବ ନିଜ ପାଇଁ ଏକ...

ଟ୍ରମ୍ପଙ୍କ ଆଶାର ଘଟିଲା ଅନ୍ତ, ବାଇଡେନ୍‌ଙ୍କ ବିଜୟରେ ଲାଗିଲା ମୋହର

ୱାଶିଂଟନ,୧୫ ।୧୨: ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ଆସିଯାଇଛି । ଏହା ମଧ୍ୟ ଜୋ ବାଇଡେନ୍‌ଙ୍କ ପକ୍ଷରେ ଯାଇଛି । ଫଳରେ ଜୋ ବାଇଡେନ୍‌ଙ୍କ ବିଜୟରେ ଅଧିକାରୀ ସ୍ତରରେ ମୋହର ଲାଗିଯାଇଛି । ଏହାସହ...

ପୁଣି ମାଡ଼ି ଆସିଲା ବିପଦ: ନୂଆ କରୋନା ଭୂତାଣୁର ସନ୍ଧାନ, ସରକାର ଜାରି କଲେ ଲକ୍‌ଡାଉନ୍‌

ଲଣ୍ଡନ,୧୫।୧୨: କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏବେ ପୁଣି ବିପଦ ମାଡ଼ି ଆସୁଛି। ବ୍ରିଟେନରେ ସାର୍ବଜନୀକ ଭାବେ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା ପ୍ରଦାନ କାର୍ଯ୍ୟ ଜାରି ରହିଛି। ତେବେ ଏଠାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri