ଅନ୍ତର୍ଜାତୀୟ

ଭିକ୍ଟୋରିଆଙ୍କୁ ମିସ୍‌ ୟୁନିଭର୍ସ କଲା ଟ୍ରମ୍ପ୍‌ ଇଫେକ୍ଟ

ମେକ୍ସିକୋ ସିଟି,୧୯ା୧୧: ଇତିହାସରେ ପ୍ରଥମ ଥର ପାଇଁ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଡେନ୍‌ମାର୍କରୁ ଜଣେ ଡାନିଶ୍‌ ପ୍ରତିନିଧି ମିସ୍‌ ୟୁନିଭର୍ସ ହୋଇପାରିଛନ୍ତି। ଟାଇଟଲ ପାଇଁ ୮୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ନିଜ ଟ୍ୟାଲେଣ୍ଟ ପ୍ରଦର୍ଶନ କରିଥିବାବେଳେ ଉକ୍ତ ଇଭେଣ୍ଟରେ କଡ଼ା ମୁକାବିଲା ହୋଇଥିଲା।...

ଆମେରିକାରେ ବିଦେଶୀ ଛାତ୍ର: ଭାରତରୁ ସର୍ବାଧିକ

ଓ୍ବାଶିଂଟନ,୧୯।୧୧: ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାରେ ପଢ଼ୁଥିବା ବିଦେଶୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ସର୍ବାଧିକ। ସୋମବାର ଆମେରିକୀୟ ସଙ୍ଗଠନ ‘ଓପନ ଡୋର୍‌ସ’ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସମ୍ପ୍ରତି ଆମେରିକାରେ...

ବ୍ରାଜିଲରେ ବାଇଡେନ୍‌ଙ୍କୁ ଭେଟିଲେ ମୋଦି

ରିଓ ଡି ଜନେଇରୋ ,୧୮ା୧୧: ଜି୨୦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲର ରିଓ ଡି ଜନେଇରୋରେ ପହଞ୍ଚତ୍ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲ୍‌ଭା ଏବଂ...

ଗାଜାରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଗାଜା ସିଟି ,୧୮ା୧୧:ଇସ୍ରାଏଲୀ ସେନା ସୋମବାର ଗାଜା ଷ୍ଟ୍ରିପ୍‌ରେ ବୋମାମାଡ଼ କରିବାରୁ ୨୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୬ ବିସ୍ଥାପିତ ରହିଛନ୍ତି, ଯେଉଁମାନେ ଏକ ତମ୍ବୁ ତଳେ ଆଶ୍ରୟ ନେଇଥିଲେ। ରବିବାର ଏକ ବହୁତଳ ଆବାସିକ ବିଲ୍ଡିଂରେ...

ଅମରାସୂରିୟା ହେଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ

କଲମ୍ବୋ,୧୮ା୧୧:ଗତ ଗୁରୁବାର ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ଏନ୍‌ପିପି ବିଜୟୀ ହେବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ସୋମବାର ଶିକ୍ଷାବିତ୍‌ ହରିନି ଅମରାସୁରିୟାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପୁନଃ ନିଯୁକ୍ତ କରିଛନ୍ତି। ୨୨୫ ଆସନ ବିଶିଷ୍ଟି ପାର୍ଲାମେଣ୍ଟରେ ରାଷ୍ଟ୍ରପତିଙ୍କ ନେତୃତ୍ୱାଧୀନ...

କ୍ୟାନ୍ସରକୁ ଭଲ କରିପାରେ କରୋନା ! ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୮।୧୧: ମହାମାରୀ କୋଭିଡ୍‌-୧୯ ଭୂତାଣୁ ସାରା ବିଶ୍ୱକୁ ଥରାଇ ଦେଇଥିଲା। କୋଭିଡ୍‌-୧୯ ସଂକ୍ରମଣରେ ଲକ୍ଷାଧିକ ଲୋକ ଜୀବନ ହରାଇଥିଲେ। ଏହି ମହାମାରୀ କୋଭିଡ୍‌-୧୯ ଭୂତାଣୁ କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଲାଭ ହୋଇପାରେ। ନିକଟରେ ହୋଇଥିବା ଏକ ଅଧ୍ୟୟନରୁ...

ଆମେରିକାରେ ଧରାପଡ଼ିଲେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ

କାଲିଫର୍ନିଆ,୧୮।୧୧: ଆମେରିକାର କାଲିଫର୍ନିଆରେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲଙ୍କୁ କାବୁ କରାଯାଇଛି। ଗତ ମାସରେ ଭାରତ ସରକାର ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ। କେନ୍ଦ୍ରୀୟ ଗୃହ ବିଭାଗ କିମ୍ବା ଏନଆଇଏ ଏହି ବିଷୟରେ ସରକାରୀ ସୂଚନା...

‘ଦୟାକରି ଲଜ୍ଜା କର,’ ପ୍ରାଇଭେଟ ଭିଡିଓ ଲିକ ହେବା ପରେ ପାକିସ୍ତାନୀ ହୋଷ୍ଟ ଦେଲେ ଏମିତି ରିଆକ୍ସନ

ଇସଲାମାବାଦ,୧୮।୧୧: ଆଜିକାଲି ପାକିସ୍ତାନୀର ପ୍ରଭାବଶାଳୀ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଭିଡିଓ ଦ୍ରୁତ ଗତିରେ ଲିକ ହେଉଛି। ବର୍ତ୍ତମାନ ଏହି ଲିକ ତାଲିକାରେ ପାକିସ୍ତାନୀ ଟିଭି ହୋଷ୍ଟ ମାଥିରା ମହମ୍ମଦଙ୍କ ନାମ ମଧ୍ୟ ଯୋଡା ଯାଇଛି। ଏହାପୂର୍ବରୁ ଟିକଟକର ମୀନାହିଲ ମଲିକ ଏବଂ...

ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଦିଆଯାଇଛି ଫାଶୀ, କେତେଜଣ ଭାରତୀୟ ଅଛନ୍ତି ଏଥିରେ ସାମିଲ? ଜାଣନ୍ତୁ…

ରିୟାଦ,୧୮।୧୧: ଚଳିତ ବର୍ଷ ସୌଦି ଆରବରେ ୧୦୦ରୁ ଅଧିକ ବିଦେଶୀଙ୍କୁ ଫାଶୀ ଦିଆଯାଇଛି (Saudi Arabia Executes Over 100 Foreigners)। ମାନବ ଅଧିକାର ସଂଗଠନର ଉଦ୍ଧୃତ ଖବର ସମ୍ବାଦ ଏଜେନ୍ସି ଏଏଫପି ଏହି ସୂଚନା ଦେଇଛି। ଗତ ତିନି...

ଇରାନର ପରବର୍ତ୍ତି ସୁପ୍ରିମ ଲିଡର ହେବେ ମୋଜତବା? ଖାମୋନେଇ ହଠାତ୍‌ କାହିଁକି ପୁଅକୁ ବାଛିଲେ ଉତ୍ତରାଧିକାରୀ

ଜେରୁଜେଳମ,୧୮।୧୧: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଇରାନର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଖବର ଅନୁଯାୟୀ, ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇ କୋମାକୁ ଯାଇ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଇରାନର ସର୍ବୋଚ୍ଚ...

ଜଳବାୟୁ ପରିବର୍ତ୍ତନରୁ ବଢୁଛି ଡେଙ୍ଗୁ

ଓ୍ବାଶିଂଟନ୍‌,୧୮ା୧୧: ବିଶ୍ୱରେ ଡେଙ୍ଗୁ ସଂକ୍ରମଣ ବଢ଼ିବାରେ ଲାଗିଥିବାବେଳେ ଏଥିରୁ ୧୯% ମାମଲା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରାଯାଉଛି। ୨୦୫୦ ସୁଦ୍ଧା ଆହୁରି ୪୦ରୁ ୫୦% ଡେଙ୍ଗୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। କେତେକ ଅଞ୍ଚଳରେ ୧୫୦-୨୦୦% ବୃଦ୍ଧି...

ମୁଁ ତୁମକୁ ଡରି ନାହିଁ…ଏଲୋନ ମସ୍କଙ୍କୁ ଅପଶବ୍ଦ କହିଲେ ବ୍ରାଜିଲର ଫାଷ୍ଟ ଲେଡି

ବ୍ରାସିଲିଆ,୧୭।୧୧: ବ୍ରାଜିଲର ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ପତ୍ନୀ ଜାନଜା ଲୁଲା ଦା ସିଲଭା ଟେସଲା ମାଲିକ ଏଲୋନ ମସ୍କଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ବ୍ରାଜିଲର ଫାଷ୍ଟ ଲେଡି ଶନିବାର ଏକ ଜି -୨୦ ଇଭେଣ୍ଟରେ ଏଲୋନ ମସ୍କଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri