ଅନ୍ତର୍ଜାତୀୟ

ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ବିଲେଇଛୁଆ, ଡେଲିଭରି ବକ୍ସରୁ ଯାହା ବାହାରିଲା ଦେଖିଲେ ଉଡ଼ିଯିବ ହୋସ୍‌

ପ୍ୟାରିସ୍‌,୧୨ା୧୦: ଫ୍ରାନ୍ସର ଏକ ଦମ୍ପତି ଘରେ ବିଲେଇ ଛୁଆ ପାଳିବାକୁ ଚାହୁଁଥିଲେ। ସେମାନେ ଅନ୍‌ଲାଇନ୍‌ରେ ୬ ହଜାର ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୫ ଲକ୍ଷ ଟଙ୍କା ଦେଇ ଏକ ବିଲେଇ ମଗାଇଥିଲେ। ଯେତେବେଳେ ଘରକୁ ଡେଲିଭରି ବକ୍ସ ଆସିଲା...

ଆଖିରୁ ମିଳିଲା କରୋନା ଭୂତାଣୁ

ବେଜିଂ,୧୨।୧୦: ସାଧାରଣତଃ କରୋନା ଜୀବାଣୁ ନାକ ଏବଂ ପାଟି ଦେଇ ଶରୀରକୁ ପ୍ରବେଶ କରିଥାଏ। ଏବେ ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହା ଆଖି ମାଧ୍ୟମରେ ଶରୀରକୁ ମଧ୍ୟ ପ୍ରବେଶ କରିପାରିବ। ଚାଇନାରେ ଆଖିରେ କରୋନା ଜୀବାଣୁ ଥିବା ଏକ...

ଟଙ୍କା-ମୋବାଇଲ ସ୍କ୍ରିନ୍‌ରେ ୨୮ ଦିନ ଜୀବିତ ରୁହେ କରୋନା ଭୂତାଣୁ

ସିଡ୍‌ନୀ, ୧୨।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସଂକ୍ରମିତଙ୍କଠାରୁ ଭିନ୍ନ ଭିିନ୍ନ ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ଲୋକଙ୍କ ପାଖକୁ ଆସିଥାଏ। କରୋନା ଭୂତାଣୁ ଟଙ୍କା ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ୨୮ ଦିନ ପର୍ଯ୍ୟନ୍ତ ଜୀବିତ...

୯୦ ବର୍ଷ ପରେ ମୈନ ଦ୍ୱୀପରେ ଶିଶୁ ଜନ୍ମ

ମୈନେ,୧୨।୧୦: ଦୀର୍ଘ ୯୦ ବର୍ଷ ପରେ ମୈନ ଦ୍ୱୀପରେ ଜଣେ ଶିଶୁ ଜନ୍ମ ନେଇଛି। ଦୁଇ ସପ୍ତାହ ପୂର୍ବରୁ ଜନ୍ମ ହୋଇଥିବା ଏହି ଶିଶୁର ନାମ ଆଜାଲିଏ ବେଲି ଗ୍ରେ ରଖାଯାଇଛି। ଆରୋନ୍‌ ଗ୍ରେ ଓ ଏରିନ୍‌ ଫର୍‌ନାଲ୍ଡ ଗ୍ରେଙ୍କର...

ପାକ୍‌ରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ

ନୂଆଦିଲ୍ଲୀ, ୧୨।୧୦: ପାକିସ୍ତାନର ଦକ୍ଷିଣ ପୂର୍ବ ସିନ୍ଧ୍‌ ପ୍ରଦେଶର ବାଡିନ୍‌ ଜିଲା କାରିଓ ଘନ୍‌ଓ୍ବାରରେ ଥିବା ଏକ ହିନ୍ଦୁ ମନ୍ଦିରକୁ ଦୁର୍ବୃତ୍ତମାନେ ଭାଙ୍ଗିଦେଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ପୋଲିସ ମାମଲା ରୁଜୁକରିବା ସହ ଜଣକୁ ଗିରଫ...

ଲିବିୟାରେ ଅପହୃତ ୭ ଭାରତୀୟ ମୁକ୍ତ

ତୁନିସ,୧୨ ।୧୦: ଗତ ମାସରେ ଲିବିୟାରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୭ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ଏହି ଖବର ଟ୍ୟୁନିସିଆରେ ଥିବା ଭାରତୀୟ ରାଜଦୂତ ପୁନିତ ରାୟ କୁନ୍ଦଲ ଦେଇଛନ୍ତି । ମୁକୁଳିଥିବା ସମସ୍ତ ଭାରତୀୟ ଉତ୍ତର...

ପାକିସ୍ତାନରେ ଜଣେ ମୌଲାନାଙ୍କୁ ହତ୍ୟା, ବିନା ପ୍ରମାଣରେ ଭାରତ ଉପରେ ଦୋଷ ଲଦିଲେ ଇମ୍ରାନ ଖାନ୍‌

ଇସଲମାବାଦ,୧୧।୧୦: ପାକିସ୍ତାନର କରାଚିରେ ଜଣେ ପ୍ରଭାବଶାଳୀ ସୁନ୍ନି ମୌଲାନା ଆଦିଲ ଖାନଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟାକୁ ସବୁଆଡେ ସମାଲୋଚନା କରାଯାଉଛି। ଏହି ଘଟଣା ଦେଶରେ ଶିଆ ଏବଂ ସୁନ୍ନି ସମ୍ପ୍ରଦାୟ ମଧ୍ୟରେ ହିଂସା ସୃଷ୍ଟି...

ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କଲେ କିମ୍‌ ଜୋଙ୍ଗ୍‌

ପୋୟାଙ୍ଗ୍‌ୟଙ୍ଗ, ୧୧।୧୦: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ମହାବିନାଶକାରୀ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କିମ୍‌ ଏଭଳି କରିଛନ୍ତି। ଏହା ସହିତ ସେ ଆମେରିକା ନାମ ନ ନେଇ ଚେତାବନୀ ବି ଦେଇଛନ୍ତି।...

କରୋନା ଭାଇରସକୁ ସବୁଦିନ ପାଇଁ ହଟାଇ ଦେବି: ଟ୍ରମ୍ପ

ୱାଶିଂଟନ,୧୧ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନାରେ ପୀଡ଼ିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି । ଏତିବି ବେଳେ ସେ ପୁଣିଥରେ କରୋନାର ଉତ୍ପତ୍ତି ସ୍ଥଳ ଚାଇନାକୁ ଟାର୍ଗେଟ କରିଛନ୍ତି । ଟ୍ରମ୍ପ ଶନିବାର...

ମଝି ଆକାଶରେ ୨ ବିମାନ ମଧ୍ୟରେ ଧକ୍କା: ୫ ମୃତ

ପ୍ୟାରିସ୍‌, ୧୧।୧୦: ଫ୍ରାନ୍ସରେ ମଝି ଆକାଶରେ ୨ ଛୋଟ ବିମାନ ମଧ୍ୟରେ ଧକ୍କା ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ୟାରିସର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଆକାଶରେ...

ଅସ୍ତ୍ରବିରତି ଲାଗି ଆର୍ମେନିଆ, ଆଜରବୈଜାନ୍‌ ରାଜି

ମସ୍କୋ,୧୧।୧୦: କିଛିଦିନର ଯୁଦ୍ଧ ପରେ ଶନିବାର ଅସ୍ତ୍ରବିରତି ଲାଗି ରାଜି ହୋଇଛନ୍ତି ଆର୍ମେନିଆ ଓ ଆଜରବୈଜାନ୍‌। ଦୁଇଦେଶର କୂଟନୀତିଜ୍ଞ ଏନେଇ ଘୋଷଣା କରିଛନ୍ତି। ଅସ୍ତ୍ରବିରତି ସହ ଦୁଇଦେଶ ବନ୍ଦୀଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ଚୁକ୍ତି କରିଛନ୍ତି। ମସ୍କୋରେ ଦୁଇଦେଶର କୂଟନୀତିଜ୍ଞଙ୍କ...

ବିସ୍କୁଟ ବିଜ୍ଞାପନକୁ ନେଇ ପାକିସ୍ତାନରେ ବିବାଦ, ଜାଣନ୍ତୁ କାହିଁକି

ଇସଲାମାବାଦ,୧୦ା୧୦: ଏକ ବିସ୍କୁଟର ବିଜ୍ଞାପନକୁ ନେଇ ପାକିସ୍ତାନରେ ଅନେକ ବିବାଦ ଦେଖାଦେଇଛି। ବିଜ୍ଞାପନରେ ମଡେଲଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ଘୋର ବିରୋଧ କରାଯାଇଛି। ଏପରିକି ଗୋଟିଏ ଦଳ ଏହାକୁ ବିରୋଧ କରୁଥିବା ବେଳେ ଇମ୍ରାନ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri