ଅନ୍ତର୍ଜାତୀୟ

ଆମେରିକା ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବେ କିମ୍‌-ଜୋଙ୍ଗ୍‌-ଉନ୍‌, ଟ୍ରମ୍ପଙ୍କ ପାଇଁ ବିପଦ

ପ୍ୟୋଙ୍ଗ୍‌ୟାଙ୍ଗ୍‌,୯ା୧୦: କରୋନା ମହାମାରୀ ସମୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ୧୦ ଅକ୍ଟୋବରରେ ଶାସକ ଦଳର ୭୫ ତମ ପ୍ରତିଷ୍ଠା ଦିବସରେ କିମ୍‌ ଜୋଙ୍ଗ୍‌ ପୁଣି ଥରେ ନିଜର...

ଇସ୍ତଫା ଦେବାକୁ ରାଜି ହେଲେ ରାଷ୍ଟ୍ରପତି

ବିଶକେକ୍‌,୯।୧୦: ପ୍ରବଳ ବିରୋଧ ମଧ୍ୟରେ କିର୍ଗିଜସ୍ଥାନର ରାଷ୍ଟ୍ରପତି ସୁରୋନବେ ଜିନବେକୋଭ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି। ଗତ ରବିବାର କିର୍ଗିଜସ୍ଥାନରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ବିରୋଧରେ ବିକ୍ଷୋଭକାରୀମାନେ ସଂସଦ ଭବନରେ ଚଢ଼ାଉ...

ବିସ୍କୁଟ ବିଜ୍ଞାପନ ଉପରେ ଲାଗିଲା ପ୍ରତିବନ୍ଧକ

ଇସଲାମାବାଦ,୯।୧୦: ପାକିସ୍ତାନରେ ଏକ ବିସ୍କୁଟର ବିଜ୍ଞାପନ ଏବେ ବିବାଦ ଘେରରେ ରହିଛି। ଅକ୍ଟୋବର ୪ ତାରିଖରୁ ଟିଭି ଚ୍ୟାନେଲରେ ଏହି ବିଜ୍ଞାପନ ଦେଖାଯାଉଥିଲା । ଏହାକୁ ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧୀକରଣ ଦ୍ୱାରା ନିଷେଧ କରାଯାଇଛି। ବିଜ୍ଞାପନରେ ପାକିସ୍ତାନୀ...

ସାହିତ୍ୟ ପାଇଁ ଲୁଇସଙ୍କୁ ନୋବେଲ

ଷ୍ଟକହୋମ,୮।୧୦-ଚଳିତ ବର୍ଷ ଆମେରିକାର କବୟତ୍ରୀ ଲୁଇସ ଗ୍ଲୁକ ନୋବେଲ ପୁରସ୍କାର ପାଇବେ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ନୋବେଲ ପ୍ରଦାନ କରାଯିବ। ଏ ନେଇ ଗୁରୁବାର ନୋବେଲ ପୁରସ୍କାର କମିଟି ପକ୍ଷରୁ ଲୁଇସଙ୍କ ନାମ ଘୋଷଣା କରାଯାଇଛି।...

ପ୍ରତିଶୋଧ ମନୋଭାବ ରଖି ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ: ଭାରତ

ଜେନେଭା, ୮।୧୦: ଜାତିସଂଘ ସୁରକ୍ଷା ପରିଷଦର ଅପବ୍ୟବହାର କରି ପ୍ରତିଶୋଧ ମନୋଭାବ ରଖି କୌଣସି ଦେଶର ନିରୀହ ଲୋକଙ୍କୁ ଆତଙ୍କବାଦୀ କହିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଭାରତ କହିଛନ୍ତି। ବିନା ପ୍ରମାଣରେ ଏବଂ ଆଇନଗତ ବ୍ୟବସ୍ଥାରେ ସ୍ବଚ୍ଛତା ରଖି ଏଭଳି କରାଯିବା...

ବିୟର କଥା ମନେ ପଡ଼ିବାରୁ ଆଇସୋଲେଶନ ଓ୍ବାର୍ଡ ଛାଡ଼ି ପଳାଇଲେ ଏହି ଯୁବକ, ଆଉ ତା’ ପରେ…

ଲଣ୍ଡନ,୮ା୧୦: କୁହାଯାଏ, ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ ନିଶା ପାଇଁ ସବୁକିଛି କରିପାରନ୍ତି। ଠିକ୍‌ ଏମିତି ଏକ ଘଟଣା ଘଟିଛି ବ୍ରିଟେନ୍‌ରେ। ଏଠାକାର ଜଣେ ଯୁବକ କରୋନା ସଂକ୍ରମିତ ହୋଇଥିଲେ। ଏଥିପାଇଁ ସେ ଆଇସୋଲେଶନ ଓ୍ବାର୍ଡରେ ରହୁଥିଲେ। ଏହି...

ଚାଇନାକୁ ଟ୍ରମ୍ପ୍‌ଙ୍କ ଚେତାବନୀ: ଭୋଗିବାକୁ ପଡ଼ିବ କୁକର୍ମର ଫଳ

ଓ୍ବାଶିଂଟନ, ୮।୧୦:କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଚେତାବନୀ ଦେଇଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଚାଇନାକୁ କୁକର୍ମର ଫଳ ଭୋଗିବାକୁ ପଡ଼ିବ। ରାଷ୍ଟ୍ର ଉଦ୍ଦେଶ୍ୟରେ ଜାରି ହୋଇଥିବା ୪ ମିନିଟ୍‌ ୫୩...

କେଶ କାଟି ଫସିଲେ ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ

ଜେରୁସେଲମ,୬।୧୦: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସ୍ତ୍ରୀ ସାରା ନେତାନ୍ୟାହୁ ଲକଡାଉନ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ହେୟାର ଡ୍ରେସର୍‌କୁ ଡକାଇ ଡାକି ସେ କେଶ କାଟିଥିଲେ। ଏହାକୁ ନେଇ ବିରୋଧୀ...

କରୋନା ଲଢ଼େଇ: ଧରାବୀ ମଡେଲକୁ ବିଶ୍ୱବ୍ୟାଙ୍କର ତାରିଫ୍‌

ଜେନେଭା/ମୁମ୍ବାଇ, ୮।୧୦: ଭାରତରେ କରୋନା ମହାମାରୀ ସଂକ୍ରମଣ ବିରୋଧରେ ଲଢ଼େଇ ଜାରି ରହିଛି। ମୁମ୍ବାଇର ଧରାବୀରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ପ୍ରଚଳନ କରାଯାଇଥିବା ମଡେଲକୁ ବିଶ୍ୱବ୍ୟାଭ୍‌କ ପକ୍ଷରୁ ତାରିଫ୍‌ କରାଯାଇଛି। ଏସିଆର ବୃହତ୍ତମ ବସ୍ତିରେ କରୋନା...

ବାହାରିବ ୧ ଲକ୍ଷ ଟଙ୍କିଆ ନୋଟ୍‌: ଏଥିରେ ମିଳିବ କେବଳ ୨ କେଜି ଆଳୁ

ଏକଦା ଭେନେଜୁଏଲା ସବୁଠାରୁ ଧନୀ ଦେଶ ତାଲିକାରେ ରହିଥିଲା। କିନ୍ତୁ ଏବେ ଏହି ଦେଶର ମୁଦ୍ରାର ମୂଲ୍ୟ ବହୁତ କମ୍‌। ତେଣୁ ଏଠାରେ ଏକ କପ୍‌ ଚା ବା କଫି ପିଇବା ପାଇଁ ବହୁତ ଟଙ୍କା ଦେବାକୁ ପଡ଼ିଥାଏ। ବର୍ତ୍ତମାନ...

ରସାୟନ ବିଜ୍ଞାନରେ ୨ ମହିଳାଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ,୭।୧୦-ରସାୟନ ବିଜ୍ଞାନରେ ୨୦୨୦ ବର୍ଷ ପାଇଁ ୨ ଜଣ ମହିଳାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ଫ୍ରାନ୍ସର ବୈଜ୍ଞାନିକ ଇମାନୁଏଲ କାରପେଣ୍ଟିୟର ଏବଂ ଆମେରିକାର ବୈଜ୍ଞାନିକ ଜେନିଫର ଏ ଡୌଡନା। ଏ ନେଇ ନୋବେଲ ପୁରସ୍କାର ବିତରଣ...

ଚମତ୍କାର: କାଠରୁ ତିଆରି ହେଲା କାଚ, ଯାହା କେବେ ଭାଙ୍ଗିବନି

କାଚ ହେଉ ଅବା ହୃଦୟ, ଏହା ଦିନେ ଭାଙ୍ଗିଯାଏ। ହେଲେ ଏବେ ଏହି କଥାଟି ଭୁଲ ପ୍ରମାଣିତ ହେବାକୁ ଯାଉଛି। ହୃଦୟ ଉପରେ ବୈଜ୍ଞାନିକମାନେ କିଛି କରିପାରିବେ ନାହିଁ, ହେଲେ ଏବେ ସେମାନେ ଏମିତି ଏକ କାଚ ତିଆରି କରିଛନ୍ତି,...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri