ଅନ୍ତର୍ଜାତୀୟ

କରୋନାରୁ ସୁସ୍ଥ ହେବାପରେ ଦେଖାଦେଉଛି ପାର୍ଶ୍ୱ ପ୍ରତିକ୍ରିୟା: ୧୦ରୁ ୯ ଜଣଙ୍କର ରହିଛି ଏହି ସମସ୍ୟା

ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ମାତ୍ର କୋଟି କୋଟି ସଂଖ୍ୟାର ଲୋକ ଏହି ମରାମାରୀରୁ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ଏଥିରୁ...

କୋଭିଡିଅଟ୍‌ ଶବ୍ଦର ସଂଜ୍ଞା ଅକ୍ସଫୋର୍ଡ ଡିକ୍ସନାରୀରେ ପ୍ରକାଶ

ଓ୍ବାଶିଂଟନ, ୩୦।୯: କରୋନା ମହାମାରୀ ସଙ୍କଟ ସମୟରେ ଅକ୍ସଫୋର୍ଡ ଡିକ୍ସନାରୀ ପକ୍ଷରୁ କୋଭିଡିଅଟ୍‌ ଶବ୍ଦର ସଜ୍ଞା ପ୍ରକାଶ ପାଇଛି। ଏହି ଶବ୍ଦକୁ ‘ନିର୍ଦ୍ଦେଶ ମାନୁ ନ ଥିବା ବ୍ୟକ୍ତି ବିଶେଷ’ ଭାବେ ଉଲ୍ଲେଖ କରାଯାଇଛି। କୋଭିଡ୍‌ ଏବଂ ଇଡିଅଟ୍‌ ଦୁଇ...

ଦୁଇବର୍ଷ ତଳୁ ନିଖୋଜ ଥିଲେ ମହିଳା: ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର, ପରେ ଏମିତି ବଖାଣିଲେ ଜୀବନ କାହାଣୀ

ବୋଗୋଟା,୩୦ା୯: ଦୁଇବର୍ଷ ତଳେ ନିଖୋଜ ଥିବା କଲମ୍ବିଆର ଜଣେ ମହିଳାଙ୍କୁ ସମୁଦ୍ରରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସମୁଦ୍ରରେ ମାଛ ଧରୁଥିବା ମତ୍ସ୍ୟଜୀବୀମାନେ ଏହି ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଏହି ମହିଳାଙ୍କୁ ୪୬ ବର୍ଷୀୟ ରୋନାଲ୍ଡ ବିସ୍‌ବଲ ଏବଂ ତାଙ୍କ...

୪ ଦିନରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି: ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ

ବାକୁ, ୩୦।୯: ଗତ ୪ ଦିନରେ ସେପ୍ଟେମ୍ବର ୨୭ଠାରୁ ୩୦ ମଧ୍ୟରେ ୨୩,୦୦ ଆର୍ମେନିଆ ସୈନ୍ୟ ମୃତାହତ ହୋଇଛନ୍ତି। ଏନେଇ ଆଜରବୈଜାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ନାଗୋର୍ନୋ ଏବଂ କାରାବାଖାରେ ଘଟିଥିବା ସଂଘର୍ଷରେ ଏଭଳି ଘଟିଛି।...

ଭାରତ ଲୁଚାଉଛି କରୋନା ମୃତ୍ୟୁ ସଂଖ୍ୟା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଏଥିରେ ଟ୍ରମ୍ପ୍‌ଙ୍କର ଭାରତର ବନ୍ଧୁ ପଣିଆ ଧରା ପଡ଼ିଯାଇଛି। କରୋନା ମହାମାରୀ ମୃତ୍ୟୁ ସଂଖ୍ୟା...

ନିର୍ବାଚନ ହାରିଲେ ବି ସହଜରେ ଛାଡ଼ିିବିନି କ୍ଷମତା: ଟ୍ରମ୍ପ୍‌

ଓ୍ବାଶିଂଟନ, ୩୦।୯: ନଭେମ୍ବର ୩ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଜୋ ବାଇଡେନ୍‌ଙ୍କ ମଧ୍ୟରେ ପ୍ରଥମ ନିର୍ବାଚନୀ ତର୍କ ଅନୁଷ୍ଠିତ ହୋଇଛି। ଟ୍ରମ୍ପ୍‌ କହିଛନ୍ତି ଯେ, ନିର୍ବାଚନରେ ହାରିଲେ ବି ସେ ସହଜରେ କ୍ଷମତା...

ଗିଲଗିଟ୍‌-ବଲ୍ଟିସ୍ତାନରେ ନିର୍ବାଚନ ଘୋଷଣା: ଜାତିସଂଘରେ ବିରୋଧ କଲା ଭାରତ

ଜେନେଭା, ୨୯।୯: ପାକିସ୍ତାନ ପକ୍ଷରୁ ଗିଲଗିଟ୍‌-ବାଲ୍ଟିସ୍ତାନରେ ନିର୍ବାଚନ କରାଯିବା ଲାଗି ଘୋଷଣା କରାଯାଇଛି। ଏହାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହା ସମ୍ପୂର୍ଣ୍ଣଭାବେ ମାନବାଧିକାରର ଉଲ୍ଲଂଘନ ବୋଲି କୁହାଯାଇଛି। ୧୯୪୭ ସୀମା ପରିଗ୍ରହଣ ନିଷ୍ପତ୍ତି...

ବ୍ଲୁ ଆମୋନିଆ: ପ୍ରଥମଥର ସୌଦି ଆରବରୁ ଯାଉଛି ଜାପାନ

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସøଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି...

କରୋନା ନେଲାଣି ୧୦ ଲକ୍ଷ ଜୀବନ

ୱାଶିଂଟନ,୨୯ ।୯: ସାରା ବିଶ୍ୱରେ କରୋନା ଭାଇରସ ତା’ର କାୟା ବିସ୍ତାର କରି ଚାଲିଛି । ଏବେସୁଦ୍ଧା ବିଶ୍ୱରେ କରୋନା ସଂକ୍ରମଣରେ ୧୦ ଲକ୍ଷ ଲୋକଙ୍କ ଜୀବନ ଗଲାଣି । ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଏବେ ପର୍ଯ୍ୟନ୍ତ...

କରୋନା ଭ୍ୟାକ୍ସିନ ପାଇଁ ମାରି ଦିଆଯିବ ୫ ଲକ୍ଷ ଶାର୍କ!

ୱାଶିଂଟନ,୨୯ ।୯: କରୋନା ମହାମାରୀରୁ ବଞ୍ଚିବା ପାଇଁ ଏବେ ଅନେକ ଦେଶ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ ଏହି ଟିକା ପ୍ରସ୍ତୁତି ପାଇଁ କେତେକ ଦେଶ ସମୁଦ୍ରର ବିରଳ ଜୀବ ଶାର୍କକୁ...

ନେପାଳ ସାଜିଛି ଚାଇନା ହାତର କଣ୍ଢେଇ: କାଲାପାନିରେ ନିର୍ମାଣ କରୁଛି ମିଲିଟାରୀ ବାରାକ୍‌

କାଠମାଣ୍ଡୁ/ନୂଆଦିଲ୍ଲୀ, ୨୯।୯: ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଭାରତ ଏବଂ ଚାଇନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ନେପାଳର କାର୍ଯ୍ୟଧାରାରେ ପରିବର୍ତ୍ତନ ହେବାରେ ଲାଗିଛି। ନେପାଳ ଚାଇନା ହାତର କଣ୍ଢେଇ ସାଜିଛି। ଚାଇନା ପରେ...

ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ !

ଓ୍ବାଶିଂଟନ, ୨୯।୯: ମଙ୍ଗଳଗ୍ରହରେ ପାଣିର ସନ୍ଧାନ ମିଳିଛି। ଏନେଇ ନାସାର ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ମଙ୍ଗଳରେ ୩ଟି ହ୍ରଦ ରହିଥିବା ନାସା ପକ୍ଷରୁ ଦାବି କରାଯାଇଛି। ୨ ବର୍ଷ ତଳେ ମଙ୍ଗଳର ଦକ୍ଷିଣ ଗୋଲାର୍ଦ୍ଧରେ ଲୁଣି ପାଣି ହ୍ରଦର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri