ଅନ୍ତର୍ଜାତୀୟ

ବାଇଡେନ୍‌ଙ୍କୁ ସ୍ବୀକୃତି ଦେବାକୁ ପ୍ରସ୍ତୁତ ନୁହଁ’

ମସ୍କୋ, ୨୩।୧୧: ଆମେରିକା ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ଙ୍କୁ ସ୍ବୀକୃତି ଦେବାକୁ ସେ ପ୍ରସ୍ତୁତ ନୁହନ୍ତି ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ତେବେ ଆମେରିକୀୟମାନଙ୍କର ଆସ୍ଥା ଥିବା ଯେକୌଣସି ବ୍ୟକ୍ତିଙ୍କ ସହ କାମ କରିବାକୁ ସେ ପ୍ରସ୍ତୁତ...

ଅଶାନ୍ତ ପୃଥିବୀ

କେଉଁଠି ଅଧିକାର ପାଇଁ ଲଢ଼େଇ ତ ପୁଣି କେଉଁ ଦେଶରେ କ୍ଷମତା ଲାଗି ରକ୍ତାକ୍ତ ସଂଘର୍ଷ। ପାଶ୍ଚାତ୍ୟରେ ବର୍ଣ୍ଣବୈଷମ୍ୟ ଉଗ୍ରରୂପ ଧାରଣ କରିଥିବାବେଳେ ଅନେକ ରାଷ୍ଟ୍ରରେ ଜାତିଆଣ ହିଂସା ଓ ଶରଣାର୍ଥୀ ସମସ୍ୟା ବହୁ ଲୋକଙ୍କ ଜୀବନ ନେଇଛି। ଆମେରିକା,...

‘ପୋପ୍‌ ଲାଇକ୍‌ କଲେ, ସ୍ବର୍ଗକୁ ଯିବି’

ଭାଟିକାନ୍‌ ସିଟି,୨୩ା୧୧:ରୋମାନ୍‌ କ୍ୟାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଏକ ଉତ୍ତେଜକ ଫଟୋକୁ ଲାଇକ୍‌ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି। ଫଟୋଟି ହେଉଛି ବ୍ରାଜିଲୀୟ ମଡେଲ ନଟାଲିଆ ଗରିବୋଟୋଙ୍କର, ଯେଉଁଠି ସେ ସ୍କୁଲ...

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମା’

ଲାହୋର,୨୨।୧୧-ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ମା’ ବେଗମ ଶମୀମ ଅଖତରଙ୍କ ରବିବାର ପରଲୋକ ହୋଇଯାଇଛି। ଲଣ୍ଡନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ବେଗମ ଅସୁସ୍ଥ ଥିଲେ। ଗତ ଫେବ୍ରୁଆରୀରେ ବେଗମ ଲଣ୍ଡନ ଯାତ୍ରା କରିଥିଲେ।...

ଭାଇରାଲ ହେଉଛି ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଢାକା,୨୨।୧୧: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ଚର୍ଚ୍ଚାରେ। ତାଙ୍କର ୨ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଜଣେ ନେତ୍ରୀଙ୍କ ଭିତରେ ଥିବା ଆଉ ଏକ ଛବି ବା ଅସାଧାରଣ ବ୍ୟକ୍ତିତ୍ୱକୁ ଦର୍ଶାଉଛି।...

ଟ୍ରମ୍ପ୍‌ଙ୍କୁ ସୁସ୍ଥ କରିଥିଲା ଏହି ଔଷଧ, ଯାହା ଆମେରିକୀୟଙ୍କ ପାଇଁ ହେବ ବରଦାନ

ଓ୍ବାଶିଂଟନ,୨୨ା୧୧: କରୋନା ଭୂତାଣୁ ପୁଣି ଥରେ ଲେଉଟିଛି। ଫଳରେ ଲୋକେ ଏଥିରେ ଶିକାର ହେବାର ଲାଗିଲେଣି। ଏଭଳି ପରିସ୍ଥିତିରେ ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗ ଶନିବାର ଜରୁରୀକାଳିନ ପରିସ୍ଥିତିରେ ରେଜେନେରନ ଚିକିତ୍ସା ପାଇଁ ଅନୁମତି ଦେଇଛି। ରାଷ୍ଟ୍ରପତି ଡୋନାଲ୍ଡ...

ମଙ୍ଗଳରେ ଜନବସତି: କାଚ ଘରେ ରହିବେ ଲୋକେ

ଓ୍ବାଶିଂଟନ,୨୨।୧୧: ମଙ୍ଗଳରେ ଘର କରିବା ପାଇଁ ଯୋଜନା ଜାରି ରହିଛି। ପୃଥିବୀ ସହିତ କେତେକ ସାମ୍ୟତା ରଖୁଥିବା ମଙ୍ଗଳରେ ଜୀବନର ସନ୍ଧାନ ଲାଗି ଦୀର୍ଘ ଦିନ ଧରି ମଣିଷ ନାନା ଗବେଷଣା ଜାରି ରଖିଛି। ଅନ୍ୟ ଗ୍ରହରେ ଜୀବନ ଖୋଜୁଥିବା...

କର୍କଟ ଯୋଗୁ ଆସନ୍ତା ବର୍ଷ ରାଷ୍ଟ୍ରପତି ପଦ ଛାଡି ପାରନ୍ତି ପୁଟିନ୍‌ !

ମସ୍କୋ,୨୨।୧୧: ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଦେଶର ସର୍ବୋଚ୍ଚ ପଦବୀରେ ୨୦୩୪ ପର୍ଯ୍ୟନ୍ତ ରହିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥାର ସଂଶୋଧନ କରିଥିଲେ। ତେବେ ଏବେ ଏହା ସମ୍ଭବ ନ ହେବା ପରି ଲାଗୁଛି। ପୁଟିନ୍‌ଙ୍କୁ କର୍କଟ ହୋଇଛି। ଆସନ୍ତା ବର୍ଷ...

ପାକିସ୍ତାନର ଜେହାଦ୍‌ ବିଶ୍ୱବିଦ୍ୟାଳୟ: ନିଜ ଦେଶ ପାଇଁ ସୃଷ୍ଟି କରୁଛି ସମସ୍ୟା

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୨।୧୧: କୁହାଯାଏ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ। ଏଭଳି ଅବସ୍ଥା ଏବେ ପାକିସ୍ତାନରେ ଦେଖାଦେଇଛି। ପାକିସ୍ତାନରେ ଗଢ଼ିଉଠିଥିବା ଜେହାଦ୍‌ ବିଶ୍ୱବିଦ୍ୟାଳୟ ଏବେ ଦେଶ ପାଇଁ ସମସ୍ୟା ସୃଷ୍ଟି କରିବାରେ ଲାଗିଛି। ଏହି ଶିକ୍ଷାନୁଷ୍ଠାନରୁ ସୃଷ୍ଟି ହେଉଥିବା ଆତଙ୍କବାଦୀମାନେ ପାକିସ୍ତାନ ଲାଗି...

ମହାତ୍ମାଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାରରେ ନିଲାମ

ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ ରଖୁଥିଲେ। ଏହା ଭାଙ୍ଗିଯାଇଥିବା ନିଲାମ ହାଉସ୍‌ ଇଷ୍ଟ ବ୍ରେଷ୍ଟଲ ପକ୍ଷରୁ କୁହାଯାଇଛି। ଏହାକୁ...

ପାକିସ୍ତାନକୁ ଧମକ ଦେଲେ ଗୁଗୁଲ, ଫେସବୁକ୍‌, ଟୁଇଟର

ଇସ୍‌ଲାମାବାଦ,୨୨ ।୧୧: ପାକିସ୍ତାନରେ ଡିଜିଟାଲ ମିଡିଆକୁ ନେଇ ହୋଇଥିବା ନୂଆ ନିୟମ ଯୋଗୁ ଏବେ ଉଠିଛି ବିବାଦ । ଏହାକୁ ନେଇ ଗୁଗୁଲ ,ଫେସବୁକ୍‌, ଟୁଇଟର ଭଳି ବଡ ଟେକ୍ କମ୍ପାନୀ ଦେଶ ଛାଡିବାକୁ ଧମକ ଦେଇଛନ୍ତି । ନୂଆ...

ବ୍ରିଟେନ ଲେବର ପାର୍ଟିରୁ ମେଘନାଦ ଦେଶାଇଙ୍କ ଇସ୍ତଫା

ଲଣ୍ଡନ, ୨୨।୧୧: ଭାରତୀୟ ବଂଶୋଦ୍ଭବ ଅର୍ଥନୀତିଜ୍ଞ ତଥା ଲେଖକ ଲର୍ଡ ମେଘନାଦ ଦେଶାଇ ବ୍ରିଟେନର ବିରୋଧୀ ଦଳ ଲେବର ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜାତିବାଦକୁ ସଫଳତାର ସହ ମୁକାବିଲା କରିବାରେ ଦଳ ବିଫଳ ହୋଇଥିବା ଦର୍ଶାଇ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri