ଅନ୍ତର୍ଜାତୀୟ

ଡ୍ରାଗନର ମିଛ ପଡ଼ିଲା ଧରା: ଗଲଓ୍ବାନରେ ୬୦ ଚାଇନା ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା

ଓ୍ବାଶିଂଟନ, ୧୩।୯: ଗଲଓ୍ବାନ ଘାଟିରେ ଜୁନ୍‌ ୧୫ରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ତେବେ ଚାଇନାର କମ୍‌ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ପିପୁଲସ୍‌ ଲିବରେଶନ...

ଚାଇନା ବିଶେଷଜ୍ଞଙ୍କ ଦାବି: କରୋନା ଭାଇରସ ମାନବ ନିର୍ମିତ

ୱାଶିଂଟନ,୧୨ ।୯: କରୋନା ଭାଇରସକୁ ନେଇ ଲଗାତାର ଭାବେ ଚାଇନା ଉପରେ ପ୍ରଶ୍ନ ଉଠୁଛି । ଆମେରିକାଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ କରୋନା ମହାମାରୀ ପାଇଁ ଚାଇନାକୁ ଦାୟି କରୁଛନ୍ତି । ଇତିମଧ୍ୟରେ ଚାଇନାର ଜଣେ ମହିଳା ଭାଇରୋଲୋଜିଷ୍ଟ...

କିମ୍‌ ଜୋଙ୍ଗ୍‌ଙ୍କ ଅମାନବୀୟ କାର୍ଯ୍ୟ: ସମାଲୋଚନା କରିବାରୁ ୫ ଅଧିକାରୀଙ୍କୁ ହତ୍ୟା

ପୋୟାଙ୍ଗ୍‌ୟାଙ୍ଗ, ୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅମାନବୀୟ କାର୍ଯ୍ୟ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ତାଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଆର୍ଥିକ ନୀତିର ସମାଲୋଚନା କରିବାରୁ ୫ ଜଣ ଅଧିକାରୀଙ୍କୁ ଗୁଳି କରି...

କରୋନା ଭୂତାଣୁ ରୋକିବା ଲାଗି ଗୁଳି: ଉତ୍ତରକୋରିଆ

ଓ୍ବାଶିଂଟନ,୧୧।୯-ଚାଇନାରୁ କୋରନା ଭାଇରସ ଯେପରି ଦେଶ ଭିତରକୁ ପ୍ରବେଶ ନ କରିବ ସେଥିଲାଗି ଉତ୍ତରକୋରିଆ କର୍ତ୍ତୃପକ୍ଷ ଗୁଳି ନିର୍ଦ୍ଦେଶ ଦେଇଛନ୍ତି। ଦକ୍ଷିଣରେ ଥିବା ଆମେରିକା ସେନାର କମାଣ୍ଡର ପକ୍ଷରୁ ଏହା କୁହାଯାଇଛି। ଦୁର୍ବଳ ସ୍ବାସ୍ଥ୍ୟସେବା ଦେଇ ଗତି କରୁଥିବା ଉତ୍ତରକୋରିଆରେ...

ସୀମାରେ ୫୦ ହଜାର ସେନା ମୁତୟନ କଲାଣି ଚାଇନା

ବେଜିଂ,୧୧ ।୯: ଗୋଟିଏ ପଟେ ଚାଇନା ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିବା ସୂଚନା ମଳିଛି । କିଛି ଗଣମାଧ୍ୟମ ସୂଚନାରୁ ଜଣାପଡିଛି ଚାଇନା...

ପର୍ନ ଭିଡିଓ ଲାଇକ୍‌ କରି ଫସିଲେ ଚାଇନା ରାଷ୍ଟ୍ରଦୂତ

ଲଣ୍ଡନ,୧୧।୯: ଏକ ପର୍ନ ଭିଡିଓ ଲାଇକ୍‌ କରି ଚର୍ଚ୍ଚାକୁ ଆସିଛନ୍ତି ଚାଇନା ରାଷ୍ଟ୍ରଦୂତ। ଲଣ୍ଡନରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତ ଲିୟୁ ଶିୟାଓମିଙ୍ଗ ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟରୁ ଏକ ପର୍ନ ଭିଡିଓ ଲାଇକ୍‌ କରିଥିଲେ। ଏହାପରେ ତାଙ୍କୁ ଟ୍ରୋଲ କରାଯାଇଥିଲା। ମାମଲା...

ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ମଧ୍ୟରେ ୫ ସୁତ୍ରୀ ସହମତି

ମସ୍କୋ,୧୧।୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷିଆର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ...

ଗର୍ଭବତୀ ହେବାର ୩ ଦିନ ପରେ ଶିଶୁକୁ ଜନ୍ମଦେଲେ ମହିଳା!

ମା’ ହେବାର ଅନୁଭୂତି ସବୁଠାରୁ ନିଆରା। ଏକ ଶିଶୁ ଜନ୍ମ ହେବା ପୂର୍ବରୁ ୯ ମାସ ମା’ ଗର୍ଭରେ ରହିଥାଏ। ଏହି ସମୟରେ ଶିଶୁର ଶରୀରର ସମସ୍ତ ଅଙ୍ଗ ବିକଶିତ ହୋଇଥାଏ। ୯ ମାସ ପରେ ସେ ମା’ ଗର୍ଭରୁ...

ସ୍ବାଦିଷ୍ଟ ଖାଦ୍ୟ-ଶାରୀରିକ ସମ୍ପର୍କ ନେଇ ଏଭଳି ମନ୍ତବ୍ୟ ଦେଲେ ପୋପ୍‌…

ରୋମ୍‌, ୧୦।୯: ଏବେ ସୋସିଆଲ୍‌ ମିଡ଼ିଆରେ ପୋପ୍‌ ଫ୍ରାନ୍ସିସ୍‌ଙ୍କ ଦ୍ୱାରା ଦିଆଯାଇଥିବା ଏକ ମନ୍ତବ୍ୟ ନେଇ ଚର୍ଚ୍ଚା ଜାରି ରହିଛି। ପୋପ୍‌ କହିଛନ୍ତି ଯେ, ସ୍ବାଦିଷ୍ଟ ଖାଦ୍ୟ ଏବଂ ଶାରୀରିକ ସମ୍ପର୍କ ଦିବ୍ୟ ଅନୁଭୁତି ଆଣିଥାଏ। ଏହା ପରମ ସୁଖ...

କରୋନାର ଦୋହରା ମାଡ଼: ଲୋକେ ହେବେ ଗରିବ, ଶିଶୁ ମୃତ୍ୟୁ ହାର ବଢ଼ିବ

ଜେନେଭା/ନୂଆଦିଲ୍ଲୀ, ୧୦।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀର ଅର୍ଥବ୍ୟବସ୍ଥା ଦୋହଲି ଯାଇଛି। ତେବେ ଏହାର ପ୍ରଭାବର ଦୋହରା ମାଡ଼ ଲୋକଙ୍କ ଉପରେ ପଡ଼ିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାମଧନ୍ଦା ବନ୍ଦ ହେବା...

ବ୍ରିଟେନରେ ଆଠ ଜଣରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି!

କୋପନହେଗାନ,୧୦ ।୯: ଏକ ଗବେଷଣାରୁ ଜଣାପଡିଛି କି ୟୁରୋପରେ ପ୍ରତି ୮ ଜଣଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ପ୍ରଦୂଷଣ ଯୋଗୁ ହେଉଛି । ୟୁରୋପ ସଂଘର ୨୭ ଦେଶ ଓ ବ୍ରିଟେନକୁ ମିଶାଇ ୨୦୧୨ର ଏକ ଗବେଷଣା କହୁଛି ୬.୩୦...

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ

ନ୍ୟୁୟର୍କ,୯।୯ -ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନରୱେର ସଂସଦ ପକ୍ଷରୁ ମନୋନୀତ କରାଯାଇଛି। ଇସ୍ରାଏଲ ଏବଂ ୟୁଏଇ ମଧ୍ୟରେ ହୋଇଥିବା ଐତିହାସିକ ଶାନ୍ତି ଚୁକ୍ତିରେ ଟ୍ରମ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଏହି ପଦବୀ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri