ଅନ୍ତର୍ଜାତୀୟ

ଖୁସି ଖବର: ବେଜିଂ ହେଲା ମାସ୍କ ଫ୍ରି

ବେଜିଂ,୨୧।୮: ଚାଇନାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏବେ କିନ୍ତୁ ଚାଇନା ଏଥିରୁ ସାମାନ୍ୟ ଆଶ୍ୱସ୍ତି ପାଇଥିବା କହୁଛି। ରାଜଧାନୀ ବେଜିଂରେ ଏବେ ମାସ୍କ ନ ପିନ୍ଧିଲେ ବି କରୋନା ସଂକ୍ରମଣ...

କାହିଁକି ସାନ ଭଉଣୀଙ୍କୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି କିମ୍‌

ପ୍ୟୋଙ୍ଗୟାଙ୍ଗ,୨୧।୮: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ସାନ ଭଉଣୀ କିମ୍‌ ୟୋ ଜୋଙ୍ଗ ଦେଶର ଦ୍ୱିତୀୟ ଶକ୍ତିଶାଳୀ ନେତା ପାଲଟି ଯାଇଛନ୍ତି। ଦକ୍ଷିଣ କୋରିଆର ଗୁଇନ୍ଦା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି କି ଭଉଣୀ...

ସର୍ବସାଧାରଣଙ୍କ ପାଇଁ କାଚରେ ତିଆରି ହେଲା ଶୌଚାଳୟ: ଏହାର ଉଦ୍ଦେଶ୍ୟ ଜାଣିଲେ କରିବେ ପ୍ରଶଂସା

ନିଜର ଉନ୍ନତମାନର ଏବଂ ଜ୍ଞାନ କୌଶଳ ପାଇଁ ସାରା ବିଶ୍ୱରେ ପରିଚିତ ଜାପାନ। ଏବେ ସେ ଏମିତି ଏକ ଶୌଚାଳୟ ତିଆରି କରିଛି, ଯାହା ବିଷୟରେ ଜାଣିବା ପରେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ। ଜାପାନର ରାଜଧାନୀ ଟୋକିଓସ୍ଥିତ ଏକ...

ଏହି ସୁନ୍ଦରୀଙ୍କୁ ଫେସ୍‌ବୁକ୍‌ରେ ମିଳିଲାନି ଅଧିକ ଲାଇକ୍‌: ଘଟାଇଲେ ଏମିତି କାଣ୍ଡ, ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆ ଏପରି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ସୁଖ, ଦୁଃଖକୁ ପ୍ରତିମୁହୂର୍ତ୍ତରେ ବନ୍ଧୁଙ୍କ ସହ ଶେୟାର କରିଥାନ୍ତି। ଏହି କାରଣରୁ ଦୂରରେ ଥିବା ଲୋକମାନେ ପାଖରେ ଥିବାଭଳି ମନେ ହୁଏ। କିନ୍ତୁ ସୋସିଆଲ ନେଟଓ୍ବାର୍କିଂ ସାଇଟ୍‌ଗୁଡିକର ଅନେକ...

ଧନୀ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଲେ ମାର୍କ ଜୁକରବର୍ଗ

ନ୍ୟୁୟର୍କ,୨୧।୮: ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ବିଶ୍ୱର ତୃତୀୟ ଧନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୦୦ ବିଲିୟନ୍‌ ଡଲାର ଟପିଛି। ସୋସିଆଲ୍‌ ନେଟଓ୍ବାର୍କିଂ କମ୍ପାନୀ ଫେସବୁକ୍‌ର ଶେୟାର ଗୁରୁବାର ୨.୫ ପ୍ରତିଶତ ବୃଦ୍ଧି...

୫ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଏହି କରୋନା ଟିକା

ଓ୍ବାଶିଂଟନ୍‌,୨୧ା୮: ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକ୍‌ ଦ୍ୱାରା ଉତ୍ପାଦିତ ଏକ ନୂତନ କରୋନା ଭାଇରସ୍‌ ଟିକା ବହୁତ ଭଲ ଫଳାଫଳ ଦେଉଛି। ଏହାପୂର୍ବରୁ ପିଫାଇଜର ଗତ ମାସରେ ଅନ୍ୟ ଏକ କରୋନା ଟିକା ତଥ୍ୟ ପ୍ରକାଶ...

ଅସୁବିଧାରେ ଫସିଥିବା କିମ୍‌ ଜୋଙ୍ଗ୍‌ ଭଉଣୀଙ୍କୁ ଦେଲେ ଏହି ବଡ଼ ଦାୟିତ୍ୱ

ସିଓଲ,୨୧ା୮: କରୋନା ଭାଇରସ୍‌ ଏବଂ ବିଶ୍ୱସ୍ତରୀୟ ପ୍ରତିବନ୍ଧକ ଯୋଗୁ ଉତ୍ତରକୋରିଆର ଆର୍ଥତ୍କ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି। ଫଳରେ ଏଠାକାର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବହୁତ ଚିନ୍ତାରେ ପଡ଼ିଛନ୍ତି। ଏହି କାରଣରୁ ଏବେ କିମ୍‌ ଆମେରିକା ସହିତ ସମ୍ପର୍କ ସୁଦୃଢ଼...

ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ଇସଲାମାବାଦ,୨୧।୮: ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ନିଜ ଅଜବ ମନ୍ତବ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଏବେ ସେ ପୁଣି ଥରେ ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଆମର ଆଣବିକ ଅସ୍ତ୍ର ବହୁତ ଛୋଟ...

ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା…

ମୃତ୍ୟୁର ୭ ଘଣ୍ଟା ପରେ ଫ୍ରିଜ୍‌ରୁ ବାହାରି ଆସିଲେ ବୃଦ୍ଧା: ତାପରେ କ’ ଣ ହେଲା… ମସ୍କୋ: ନିଶ୍ୱାସ ଚାଲିଥାଏ ପର୍ଯ୍ୟନ୍ତ ବ୍ୟକ୍ତି ଜୀବିତ ଥାଏ। ଥରେ ନିଶ୍ୱାସ ବନ୍ଦ ହେଲେ ତା’ର ଅସ୍ତିତ୍ୱ ଶେଷ ହୋଇଯାଏ। ମାତ୍ର ମୃତ୍ୟୁ...

୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ ମିଳିଛି। ବହୁତ ପୂରୁଣା ଏବଂ ଭାଙ୍ଗିଯାଇଥିବା ୪ଟି ଚେୟାରକୁ ନେବା ପାଇଁ ୨୨...

୨ ଦିନରେ ୨ଥର ମା’ ହେଲେ ଏହି ମହିଳା

ମା’ ହେବାର ଅନୁଭବ ଅତ୍ୟନ୍ତ ରୋମାଞ୍ଚକର। ପ୍ରତ୍ୟେକ ମହିଳା ନିଜ ଜୀବନରେ ଏହି ସମୟକୁ ସବୁଠାରୁ ସୁଖଦ ସମୟ ବୋଲି ମନେ କରିଥାନ୍ତି। ଗର୍ଭାବସ୍ଥାରେ ଅନେକ ସମୟରେ ଏମିତି କିଛି ଅଘଟଣ ଘଟେ ଯାହାକି ଏହାକୁ ବହୁତ ଜଟିଳ କରିଦେଇଥାଏ।...

ପୁଟିନଙ୍କ ବିରୋଧୀ ତଥା ବିପକ୍ଷ ନେତାଙ୍କୁ ଚା’ରେ ଦିଆଯାଇଛି ବିଷ: ଅବସ୍ଥା ସଙ୍କଟାପନ୍ନ !

ମସ୍କୋ,୨୦।୮: ରୁଷିଆର ବିରେଶଧୀ ଦଳ ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧୀ ଏଲେକ୍ସି ନାଭାଲନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ସେ ଏବେ ଭେଣ୍ଟିଲେଟରରେ ଅଛନ୍ତି। ତାଙ୍କର ଜଣେ ପ୍ରବକ୍ତାଙ୍କ ସୂଚନା ମୁତାବକ ବିମାନ ଯାତ୍ରା ସମୟରେ ତାଙ୍କୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri