ଅନ୍ତର୍ଜାତୀୟ

ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର

କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା...

ନିର୍ଣ୍ଣାୟକ ହୋଇପାରେ କୋଭିଡ୍‌ ପରିଚାଳନା

ଓ୍ବାଶିଂଟନ,୨୧ା୭(ପି.ଟି.): ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ ପୁନର୍ବାର ନିର୍ବାଚିତ ହେବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। କାରଣ ଆପ୍ରୁଭାଲ ରେଟିଂରେ ସେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବିଡେନଙ୍କଠାରୁ ପଛରେ ପଡ଼ିଯାଇଛନ୍ତି। ଓ୍ବାଶିଂଟନ ପୋଷ୍ଟ ଏବଂ...

ପାଞ୍ଚମାସ ପରେ ସିନେମା ହଲ୍‌ର ଦୃଶ୍ୟ ଥିଲା ଏଭଳି

ବେଜିଂ,୨୦।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡି ସାରିଲାଣି। ଗତବର୍ଷ ଡିସେମ୍ବରରେ କରୋନା ପ୍ରଥମ କରି ଚାଇନାରେ ଦେଖା ଦେଇଥିବା ବେଳେ ଏବେ ଏହା ସାରା ବିଶ୍ୱକୁ ବ୍ୟାପି ସାରିଛି।...

ହାର ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଟ୍ରମ୍ପ!

ଓ୍ବାଶିଂଟନ,୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନରେ ହାରି ଯିବାର ସ୍ଥିତିକୁ ନେଇ ଏମିତି କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ସେ କହିଛନ୍ତି ନିର୍ବାଚନରେ ସେ ହାରିବାର ନାହିଁ ଯଦି ସେମିତି କିଛି ପିରିସ୍ଥିତି ଉପୁଜିଲା ତେବେ...

ଟ୍ରମ୍ପ୍‌ ପୁଣି କହିଲେ ମିଛ: ଆମେରିକାରେ କରୋନା ମୃତକଙ୍କ ସଂଖ୍ୟା ନୁହେଁ ଅଧିକ

ଓ୍ବାଶିଂଟନ, ୨୦।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପୁଣି ଥରେ ମିଛ କହିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମ୍‌ ଥିବା ସେ କହିଛନ୍ତି। ଏହାପୂର୍ବରୁ ଜନ୍ସ୍‌ ହପିକିନ୍ସ୍‌ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ...

ମଙ୍ଗଳ ମୁହାଁ ମହାକାଶ ଯାନ ‘ଅଲ୍‌-ଅମଲ’

ଟୋକିଆ, ୨୦।୭: ମଙ୍ଗଳ ଅଭିମୁଖେ ୟୁଏଇର ମହାକାଶ ଯାନ ‘ଅଲ୍‌-ଅମଲ’ ଅର୍ଥାତ୍‌ ‘ଆଶା’(ହୋପ୍‌) ସୋମବାର ଯାତ୍ରା ଆରମ୍ଭ କରିଛି। ଏହାକୁ ଜାପାନର ମହାକାଶ ଗବେଷଣା କେନ୍ଦ୍ରରୁ ଭୋର୍‌ ୬ଟା ୫୮ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି। ଏହା ୟୁଏଇର ପ୍ରଥମ ମହାକାଶ...

ଚାଇନାଠାରୁ ସମ୍ପର୍କ କାଟିବ ଟିକ୍‌ଟକ୍‌ !

ଲଣ୍ଡନ,୨୦।୭: ମନୋରଞ୍ଜନଧର୍ମୀ ଭିଡିଓର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଟିକ୍‌ଟକ୍‌ ଏବେ ଚାଇନାଠାରୁ ସମ୍ପର୍କ ଛିନ୍ନ କରିବା କଥା ଚିନ୍ତା କରୁଛି। ଏହାପରେ ସେ ଲଣ୍ଡନରେ ତା’ର ମୁଖ୍ୟ କାର୍ଯ୍ୟାଳୟ କରିବ ବୋଲି ଯୋଜନା କରୁଥିବା ସୂଚନା ମିଳିଛି। ରୟଟର୍ସରେ ପ୍ରକାଶିତ...

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ ପାଇଁ କାମ କରୁଥିବା ଖବରଦାତା ଅଦନାମ ତାରିକ ପେଶାଓ୍ବାର ସହରରେ ଏକ ପେଟ୍ରୋଲ...

କରୋନା ଭଳି ଭାଇରସ୍‌ ରାଫେଲଙ୍କ ଜୀବନ ନେଇଥିଲା

ନୂଆଦିଲ୍ଲୀ,୨୦ା୭: ୫୦୦ ବର୍ଷ ତଳେ ଇଟାଲୀରେ ଶିଳ୍ପକଳାର ଉଚ୍ଚ ପୁନର୍ଜାଗରଣ (ହାଇ ରେନେସଁ। ) ସମୟ ଚାଲିଥିଲା। ୧୪୯୫ରୁ ୧୫୨୦ ମଧ୍ୟରେ ଯେଉଁ ତିନିଜଣ ମହାନ କଳାକାରଙ୍କୁ ନେଇ ଇଟାଲୀୟ କଳା ସମୃଦ୍ଧ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଗ୍ରଣୀ ଥିଲେ...

ପୃଥିବୀ ମୁହାଁ ଜଳନ୍ତା ଗ୍ରହାଣୁପିଣ୍ଡ, ନାସା ପକ୍ଷରୁ ଜାରି ହେଲା ଏଭଳି ସୂଚନା…

ଓ୍ବାଶିଂଟନ, ୧୯।୭: ପୃଥିବୀ ମୁହାଁ ଏକ ଜଳନ୍ତା ଗ୍ରହାଣୁପିଣ୍ଡ ମାଡ଼ି ଆସୁଛି। ଏହା ପୃଥିବୀ ପାଇଁ ବିପଦ ଜନକ ହୋଇପାରେ ବୋଲି ନାସା ପକ୍ଷରୁ କୁହାଯାଇଛି। ଏହି ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡି ଜୁଲାଇ ୨୪ରେ ପୃଥିବୀର ନିକଟବର୍ତ୍ତୀ ହେବ। ଏହାର ଲମ୍ବ...

ହ୍ବାଇଟ ହାଉସରୁ ହଟିଲା ବିଲ୍‌ କ୍ଲିଣ୍ଟନ, ଜର୍ଜ ବୁଶଙ୍କ ଫଟୋ

ଓ୍ବାଶିଂଟନ,୧୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ବୁଶ ଓ ବିଲ୍‌ କ୍ଲିଣ୍ଟନଙ୍କ ସମ୍ମାନରେ ଆଞ୍ଚ ଆସିଛି। ହ୍ବାଇଟ ହାଉସରେ ଥିବା ଏହି ଦୁଇ ରାଷ୍ଟ୍ରପତିଙ୍କ ଫଟୋକୁ ମୁଖ୍ୟସ୍ଥାନରୁ ଉଠାଇ ଦିଆଯାଇ ଏମିତି ଏକ କୋଠରୀରେ ଲଗାଇ ଦିଆଯାଇଛି ଯେଉଁ କୋଠରୀ...

୧୫୦ କୋଟି ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌

ଓ୍ବାଶିଂଟନ, ୧୯।୭: ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀ ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏପରିସ୍ଥଳେ ୧୫୦ କୋଟିରୁ ଅଧିକ ସ୍କୁଲ ପିଲାଙ୍କ ପାଠପଢ଼ା ଠପ୍‌ ହୋଇ ଯାଇଛି। ଭାରତ ଏବଂ ବାଂଲାଦେଶ ଭଳି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri