ଅନ୍ତର୍ଜାତୀୟ

କରୋନା ପାଇଁ ଇଞ୍ଜେକଶନ ନୁହେଁ ବରଂ ଭଲ କାମ କରିବ ନାଜାଲ ସ୍ପ୍ରେ!

ଲଣ୍ଡନ,୧।୯: କରୋନା ଭାଇରସକୁ ଦୂରେଇବାକୁ ଏବେ ବିଭିନ୍ନ ଦେଶରେ ଶହ ଶହ ଭ୍ୟାକ୍ସିନ ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଶେଷଜ୍ଞମାନେ। ହେଲେ କରୋନା ଭ୍ୟାକ୍ସିନ କେମିତି ହୋଇଥିବ କେମିତି ଶରୀରରେ କାମ କରିବ ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ଦିଆଯାଇ...

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି। ଯାହା ଉପରେ ଆମର ନିୟନ୍ତ୍ରଣ ନାହିଁ। କିନ୍ତୁ ଏଥିରେ ଯଦି ନିୟନ୍ତ୍ରଣ କରିପାରିବେ...

ଜାତିସଂଘରେ ତେଜିଲା ଭାରତର ସ୍ବର: ସୁରକ୍ଷା ପରିଷଦ ସଂଶୋଧନ କରିବାକୁ ଦାବି

ଜେନେଭା, ୧।୯: ଜାତିସଂଘରେ ଭାରତ ସ୍ବର ଅଧିକ ଶାଣିତ ହେବାରେ ଲାଗିଛି। ସୁରକ୍ଷା ପରିଷଦ ସଂଶୋଧନ କରିବା ନେଇ ଭାରତ ଜାତିସଂଘ ଜେନେରାଲ ଆସେମ୍ବ୍ଲି ଅଧ୍ୟକ୍ଷଙ୍କୁ ଲେଖାଯାଇଥିବା ଚିଠିରେ ଦାବି କରିଛି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାରତ...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏହି ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ

ଢାକା,୧।୯:ଭାରତ ରତ୍ନ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ପରେ ଦେଶରେ ୭ ଦିନିଆ ଶୋକ ଘୋଷଣା କରାଯାଇଛି। ମଙ୍ଗଳବାର ଦିନ ଦିଲ୍ଲୀରେ ତାଙ୍କର ଶେଷ ରୀତିନୀତି ଅନୁଷ୍ଠିତ ହେବ। ପଡୋଶୀ ଦେଶ ବାଂଲାଦେଶ ମଧ୍ୟ ତାଙ୍କ ମୃତ୍ୟୁକୁ...

ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ ବାହାର କରିଛନ୍ତି। ମହିଳା ଜଣକ ମୁହଁ ଖୋଲା କରି ଶୋଇଥିବା ସମୟରେ ସାପ...

ସିଙ୍ଗାପୁରରେ ପ୍ରଥମ ବିରୋଧୀ ଦଳ ନେତା ହେଲେ ଭାରତୀୟ ବଂଶୋଦ୍ଭବ

ସିଙ୍ଗାପୁର, ୧।୯(ପି.ଟି.): ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ରାଜନେତା ପ୍ରୀତମ ସିଂ ଇତିହାସ ରଚିଛନ୍ତି। ସେ ଦେଶର ପ୍ରଥମ ବିରୋଧୀ ଦଳ ନେତା ହୋଇଛନ୍ତି। ସୋମବାର ପାର୍ଲାମେଣ୍ଟ ତାଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଜୁଲାଇ ୧୦ରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରୀତମ୍‌ଙ୍କ...

ପାକିସ୍ତାନର ବନ୍ଧୁ କୁହାଯାଉଥିବା ତୁର୍କୀ ଦେଖାଇଲା ତା’ର ଅସଲ ରୂପ

ଅଙ୍କାରା,୩୧।୮: ପାକିସ୍ତାନ ସହ ବନ୍ଧୁତ୍ୱର ସମ୍ପର୍କ ଦେଖାଉଥିବା ତୁର୍କୀର ଅସଲ ଚେହେରା ଏବେ ପଦାକୁ ଆସିଛି। ଘଟଣା ହେଲା ତୁର୍କୀ ଏବେ ପାଖାପାଖି ୫୧ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବାହାର କରିଦେଇଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନାରୁ ଜଣାପଡିଛି କି...

ପୃଥିବୀ ମୁହାଁ ଜଳନ୍ତା ଗ୍ରହ: ଘଣ୍ଟା ପ୍ରତି ୨୯ ହଜାର କିମି ବେଗରେ ଆସୁଛି ମାଡ଼ି

ଓ୍ବାଶିଂଟନ, ୩୧।୮: କ୍ଷୁଦ୍ରଗ୍ରହ ୨୦୧୧ ଇଏସ୍‌-୪ ପୃଥିବୀ ମୁହାଁ ହୋଇଛି। ଏହା ସେପ୍ଟେମ୍ବର ୧ରେ ପୃଥିବୀ ଏବଂ ଚନ୍ଦ୍ର ମଧ୍ୟ ଦେଇ ନିଜ କକ୍ଷ ପକ୍ଷରେ ଗତି କରିବ। ଏହାର ଲମ୍ବ ୪୦ ମିଟର ଥିବାବେଳେ ପ୍ରସ୍ଥ ୨୦ ମିଟର...

ଟୁଇଟର୍‌ରେ ସର୍ବାଧିକ ଲାଇକ୍‌ କରାଯାଇଥିବା ଟୁଇଟ୍‌ ବିଷୟରେ ଜାଣନ୍ତି କି

ହଲିଉଡର ପ୍ରସିଦ୍ଧ ଅଭିନେତା ଚାଦ୍‌ୱିକ୍‌ ବୋସମ୍ୟାନ୍‌ଙ୍କ ଗତ ଅଗଷ୍ଟ ୨୯ରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ଥିଲେ। ଫିଲ୍ମ ‘ବ୍ଲାକ ପାନ୍ଥର୍‌’ର ଏହି ମୁଖ୍ୟ ଅଭିନେତାଙ୍କ ବିୟୋଗରେ...

ବାର୍ଥ ଡେ ପାର୍ଟି ବେଳେ ରେଷ୍ଟୁରାଣ୍ଟ ଭୁଶୁଡ଼ିଲା: ୨୯ ମୃତ

ବେଜିଂ,୩୦ା୮(ପି.ଟି.)- ଚାଇନାର ଶାଞ୍ଜି ପ୍ରଦେଶରେ ଏକ ରେଷ୍ଟୁରାଷ୍ଟ ଭୁଶୁଡ଼ିପଡ଼ିବାରୁ ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଜିଆଙ୍ଗଫେନ୍‌ କାଉଣ୍ଟିସ୍ଥିତ ଚେନଝୁଆଙ୍ଗ ଗ୍ରାମର ଜୁଜିଆନ୍‌ ରେଷ୍ଟୁରାଷ୍ଟରେ ଶନିବାର ସକାଳେ ଜଣେ ୮୦ ବର୍ଷୀୟ ବ୍ୟକ୍ତିଙ୍କ ଜନ୍ମଦିନ ପାର୍ଟି ଚାଲିଥିବାବେଳେ ଏହି ଅଭାବନୀୟ ଘଟଣା...

ଚାଇନାକୁ ବୁଦ୍ଧି ଶିଖାଇବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ସହ କଥା ହେବ ଆମେରିକା!

ଓ୍ବାଶିଂଟନ,୩୦।୮: ଦକ୍ଷିଣ ଚୀନ୍‌ ସାଗରେ ଚାଇନା ତା’ର ଶକ୍ତି ବୃଦ୍ଧି କରି ଚାଲିଥିବା ବେଳେ ଆମେରିକା ଏହାର ମୁକାବିଲା କରିବାକୁ ଏବେଠାରୁ ପ୍ରସ୍ତୁତ ହେଲାଣି। ଏଥିପାଇଁ ଆମେରିକା ଖୁବ୍‌ଶୀଘ୍ର ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ସହ କଥା ହେବ ବୋଲି...

୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…

ବର୍ଲିନ୍‌, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଜମାର୍ନୀର ଏକ ଚିଡ଼ିଆଖାନାରେ ୧୨ ବର୍ଷ ପରେ ମା’ ହାତୀ ପୁଅ ହାତୀକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri