ଅନ୍ତର୍ଜାତୀୟ

ଟ୍ରମ୍ପ୍‌ ପେଚା ଭଳି ଚାଲାକ୍‌: ପ୍ରଶଂସା କରୁ କରୁ ଭୁଲ୍‌ କଲେ ଏହି ମହିଳା…

ଓ୍ବାଶିଂଟନ, ୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ଜଣେ ଟିଭି ଉପସ୍ଥାପିକା ଟ୍ରମ୍ପ୍‌ଙ୍କୁ ପେଚା ଭଳି ଚାଲାକ୍‌ କହିଛନ୍ତି। ଟାମି ଲେହରନ ନାମକ ଏହି ଟିଭି ଉପସ୍ଥାପିିକା ଟମ୍ପ୍‌ ପ୍ରଶଂସା...

ଚାଇନା ବାୟୁସୀମାରେ ଆମେରିକା ଗୁପ୍ତଚର ବିମାନ

ବେଜିଂ, ୨୭।୮: ସମରାଭ୍ୟାସ ବେଳେ ଆମେରିକା ସୈନ୍ୟବାହିନୀର ଏକ ବିମାନ ଚାଇନା ବାୟୁସୀମା ମଧ୍ୟରେ ପ୍ରବେଶ କରିବାରୁ ବେଜିଂ ପ୍ରତିବାଦ ଜଣାଇଛି। ଏଭଳି କାର୍ଯ୍ୟ ଉତ୍ତେଜନା ବଢ଼ାଇବ ଏବଂ ଭୁଲ୍‌ ଆକଳନ କିମ୍ବା ଦୁର୍ଘଟଣା ଘଟାଇପାରେ ବୋଲି ଚାଇନା ପକ୍ଷରୁ...

ପୋଲିସ ଗୁଳିରେ ୨ କୃଷ୍ଣକାୟ ମୃତ

କେନୋଶା, ୨୭ା୮: ଆମେରିକାର କେନୋଶାରେ ମଙ୍ଗଳବାର ପୁଣି ପୋଲିସ ଗୁଳିରେ ୨ କୃଷ୍ଣକାୟ ପ୍ରାଣ ହରାଇଥିବାବେଳେ ଜଣେ ଆହତ ହୋଇଛନ୍ତି। କେନୋଶା ପୋଲିସ ଗତ ରବିବାର ଦିନ କୃଷ୍ଣକାୟ ଯୁବକ ଜାକୋବ ବ୍ଲେକଙ୍କ ଉପରକୁ ଓ୍ବିସ୍‌କନ୍‌ସିନରେ ଗୁଳିମାଡ଼ କରିଥିଲା। ସେ...

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି। କିଛି କିଛି ସ୍ଥାନରେ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଯାଇଛି। ସେହିପରି ଆମେରିକାର ସାନ...

ପୃଥିବୀକୁ ଧ୍ୱଂସ କରିବା ଲାଗି ପାକିସ୍ତାନ ସହିତ ହାତ ମିଳାଇଛି ଚାଇନା: ପ୍ରସ୍ତୁତ ହେଉଛି ଜୈବିକ-ରାସାୟନିକ ଅସ୍ତ୍ର !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୮: ପୃଥିବୀରୁ କରୋନା ମହାମାରୀ ସଂକ୍ରମଣ ହଟିବାର ନାଁ ଧରୁନି। ଏପରିସ୍ଥଳେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଜୈବିକ ଅସ୍ତ୍ର ଏବଂ ରାସାୟନିକ ଅସ୍ତ୍ର ପ୍ରସ୍ତୁତ କରି ପୃଥିବୀ ଉପରେ ଅଧିକାର ସାବ୍ୟସ୍ତ କରିବାର ଷଡ଼ଯନ୍ତ୍ର ରଚିଛି।...

କୋକୋକୋଲାରେ ମିଶାଇଥିଲେ ବେକିଂ ସୋଢ଼ା: ୪ ବର୍ଷ ପରେ ଘଟିଲା ଏମିତି କିଛି

ବେକିଂ ସୋଡା କିମ୍ବା ମେଣ୍ଟୋସକୁ କୋକୋକୋଲା ସହ ମିଶ୍ରଣକରି ଏକ ମିନି ବିସ୍ଫୋରଣ କରିବା ଏକ ଲୋକପ୍ରିୟ ବୈଜ୍ଞାନିକ ପ୍ରୟୋଗ। ନିକଟରେ ରୁଷିଆର ଏକ ୟୁଟ୍ୟୁବର ମ୍ୟାକ୍ସିମ ମୋନାଖୋଭ ଏହି ପ୍ରୟୋଗକୁ ଏକ ନୂଆ ଦିଶା ଦେଇଛନ୍ତି। ଏକ ଟିମ୍‌ର...

ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍‌ ଘରେ ପାଠ ପଢ଼ିଲେ ପିଲା

ବ୍ୟାଙ୍କକ୍‌, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ ସ୍କୁଲରେ ପ୍ଲାଷ୍ଟିକ୍‌ ଘରେ ବସି ପାଠ ପଢ଼ିବା ଆରମ୍ଭ କରିଛନ୍ତି। ସରକାରୀ ମାର୍ଗଦର୍ଶିକା...

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନୂଆ ଗର୍ଲଫ୍ରେଣ୍ଡ୍‌, ଜାଣନ୍ତୁ କିଏ

ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କ ନାମ ଅନେକ ବଲିଉଡ ଅଭିନେତ୍ରୀଙ୍କ ସମ୍ପର୍କ ରହିଛି। ଏବେ ଦାଉଦଙ୍କ ନାମ ପାକିସ୍ତାନୀ ଅଭିନେତ୍ରୀ ମହଭୀଶ ହାୟାତ୍‌ଙ୍କ ସହ ଯୋଡା ଯାଉଛି। ମହଭୀଶଙ୍କୁ ୩୭ ବର୍ଷ, ସେ ଦାଉଦଙ୍କଠାରୁ ୨୭ ବର୍ଷ ସାନ। ଗତ...

ଏସବୁ ୫ ଦେଶରେ କମୁଛି କରୋନା ସଂକ୍ରମଣ…

ଓ୍ବାଶିଂଟନ/ ନୂଆଦିଲ୍ଲୀ, ୨୬।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ ୫ଟି ଦେଶରେ କରୋନା ସଂକ୍ରମଣ କମୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।...

୨୦ ବର୍ଷୀୟା ଯୁବତୀଙ୍କୁ ଡାକ୍ତର କହିଲେ ମୃତ, ଅନ୍ତିମସଂସ୍କାର ବେଳେ ଘଟିଲା ଏମିତି

ଆମେରିକାର ମିଶିଗନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଯୁବତୀଙ୍କ ପରିବାର ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଅନ୍ତିମସଂସ୍କାରବେଳେ ଯୁବତୀ ଜଣଙ୍କ...

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର ରପ୍ତାନି ହରାଇଥିବାବେଳେ ୧୨ କୋଟିରୁ ଅଧିକ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଥିବା...

ତେଜିଲା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ

କେନୋଶା,୨୬ା୮(ଏ.ପି.): ଆମେରିକାର ମିନିଆପଲିସରେ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁକୁ ନେଇ ମୁଣ୍ଡ ଟେକିଥିବା ଆନ୍ଦୋଳନ ଆଉ ଜଣେ କୃଷ୍ଣକାୟଙ୍କୁ ପୋଲିସର ଗୁଳିମାଡ଼ ପରେ ଆହୁରି ବ୍ୟାପକ ହୋଇଛି। ଓ୍ବିସ୍କୋନ୍‌ସିନର କେନୋଶା ସହରରେ ରବିବାର ରାତିରେ ଜଣେ କୃଷ୍ଣକାୟଙ୍କୁ ପୋଲିସ ୭ଟି ଗୁଳି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri