ଅନ୍ତର୍ଜାତୀୟ

ଜର୍ମାନୀରେ ଭାରତ-ମୋଦି ବିରୋଧୀ ରାଲି କରୁଥିଲେ ପାକିସ୍ତାନୀ: ହାତରେ ତ୍ରିରଙ୍ଗା ଧରି ଏକା ଲଢ଼ିଲେ ଜଣେ ଭାରତୀୟ, ଆଉ ତା ପରେ…

ଫ୍ରାଙ୍କଫର୍ଟ,୧୮।୮: ପାକିସ୍ତାନ ବିଦେଶରେ ଭାରତ ବିରୋଧୀ ପ୍ରଚାର ପାଇଁ ଲଗାତାର ଭାବେ ଅର୍ଥ ପ୍ରଦାନ କରୁଛି। କଶ୍ମୀର ପ୍ରସଙ୍ଗରେ ହାର୍‌ ମିଳିବା ପରେ ପାକିସ୍ତାନ ଏବେ ଖଲିସ୍ତାନ ସମର୍ଥକଙ୍କ ସହ ମିଶି ବିଶ୍ୱର ବିଭିନ୍ନ ଦେଶରେ ଭାରତ ବିରୋଧରେ ରାଲି...

କରୋନା ଯୋଗୁ ପିଲାଙ୍କୁ ଡାଇବେଟିସ୍‌ର ଆଶଙ୍କା ଅଧିକ: ବିଶେଷଜ୍ଞ

ଲଣ୍ଡନ,୧୮।୮: ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ। ଏଥିରେ ଶିଶୁ ଓ ବୃଦ୍ଧମାନେ ବେଶି ମାତ୍ରାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ...

ଚାଇନାର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ

ବେଜିଂ,୧୮।୮: ରୁଷିଆ ପରେ ଚାଇନା କରୋନା ଭାଇରସ ପାଇଁ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାସହ ସେ ଏହି ଭ୍ୟାକ୍ସିନକୁ ଟ୍ରାଏଲ ମଧ୍ୟ କରି ସାରିଥିବା କହିଛି। ଚାଇନାର ଭ୍ୟାକ୍ସିନ କମ୍ପାନୀ କାନସାଇନୋ ବାୟୋଲଜିକ୍ସ କର୍ପୋରେଶନକୁ କରୋନା...

ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଯିବ ରୁଷିଆର କରୋନା ଭ୍ୟାକ୍ସିନ

ମସ୍କୋ,୧୮।୮: ପ୍ରଶ୍ନ ଘେରରେ ପୋତିହୋଇ ପଡିଥିବା ରୁଷିଆର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ ଏବେ ଫେଜ୍‌ ଥ୍ରି ହ୍ୟୁମାନ ଟ୍ରାଏଲ ପାଇଁ ଯିବ ବୋଲି ଜଣାପଡିଛି। ଆଗାମୀ ୭ ଦିନ ମଧ୍ୟରେ ଏହା ଆରମ୍ଭ କରାଯାଇପାରେ। ରୁଷିଆ ଏହି ଭ୍ୟାକ୍ସିନର ଏକ...

ଦୁଇ ମହିଳାଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁଲେ ରାଷ୍ଟ୍ରପତି

ଲିସବନ,୧୮।୮: ପର୍ତ୍ତୁଗାଲର ଏଲଗ୍ରାଭେ ବିଚ୍‌ରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଯେତେବେଳେ ପାଣିରେ ବୁଡି ଯାଉଥିବା ୨ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ ନିଜେ ରାଷ୍ଟ୍ରପତି। ମିଳିଥିବା ସୂଚନାରୁ ଜଣାପଡିଛି, ଏଲଗ୍ରାଭେ ବିଚରେ ଦୁଇ ମହିଳା...

ପ୍ରଥମଥର ପାଇଁ ଆମେରିକାରେ ଏହି ପଶୁକୁ କରୋନା, ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ୍‌,୧୮।୮: ଆମେରିକାରେ ପ୍ରଥମ ଥର ପାଇଁ ନେଉଳ କରୋନା ସଂକ୍ରମିତ ହୋଇଛି। ଏହାପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ନେଉଳ କରୋନା ସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା। ଉଟାହର ଦୁଇଟି ବଡ଼ ଫାର୍ମରେ ନେଉଳକୁ କରୋନା ହୋଇଥିବା ଜଣାପଡିଛି। ଫଳରେ ଆମେରିକାର...

୭ ଘଣ୍ଟା ଅନ୍ଧାରରେ ସାରା ଦେଶ

କଲୋମ୍ବୋ, ୧୮।୮: ସୋମବାର ରାତିରେ ଶ୍ରୀଲଙ୍କା ୭ ଘଣ୍ଟା ପାଇଁ ଅନ୍ଧାରରେ ବୁଡ଼ି ରହିଥିଲା। ରାଜଧାନୀ କଲୋମ୍ବୋରେ ଥିବା କେରାଓ୍ବଲପେଟିଆ ବିଦ୍ୟୁତ୍‌ ୟୁନିଟ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଶକ୍ତି ମନ୍ତ୍ରୀ ଡଲାସ ଅଲାହାପେରୁମା ସୂଚନା ଦେଇଛନ୍ତି। ବିଳମ୍ବିତ...

ଭାରତୀୟ ବଂଶୋଦ୍ଭବଙ୍କୁ ପ୍ରେସ୍‌ ସଚିବ ନିଯୁକ୍ତ କଲେ କମଲା ହାରିସ୍‌

ଓ୍ବାଶିଂଟନ, ୧୮।୮(ପି.ଟି.): ସିନେଟର ତଥା ଆମେରିକା ଡେମୋକ୍ରାଟ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ତାଙ୍କର ପ୍ରେସ୍‌ ସଚିବ ନିଯୁକ୍ତ କରିଛନ୍ତି। ୩୨ ବର୍ଷୀୟା ସାବ୍ରିନା ସିଂ ତାଙ୍କୁ ପ୍ରଚାର କାର୍ଯ୍ୟରେ ସହାୟତା କରିବେ। ସାବ୍ରିନା...

ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ ସହିତ ଏକାଠି କାର୍ଯ୍ୟ କରିବାକୁ ଚାଇନା ପ୍ରସ୍ତୁତ ବୋଲି ସୋମବାର କହିଛି। ଦେଶର...

ଆମେରିକା ନିର୍ବାଚନ ସଭାରେ ପଢାଯାଉଛି ବେଦ, ମହାଭାରତ ଶ୍ଳୋକ !

ଓ୍ବାଶିଂଟନ,୧୭।୮: ଆଗକୁ ପାଖେଇ ଆସୁଛି ଆମେରିକା ନିର୍ବାଚନ। ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରୀୟ ସମ୍ମିଳନୀର ଆରମ୍ଭ ଅନ୍‌ଲାଇନ୍‌ ସର୍ବଧର୍ମ ପ୍ରାର୍ଥନା ସଭା ସହ ଆରମ୍ଭ ହୋଇଛି। ଏଥିରେ ବେଦ ଓ ମହାଭାରତ ଶ୍ଲୋକ ତଥା ଶିଖ ଧର୍ମର ଅରଦାସ ପାଠ କରାଯାଇଛି।...

ବଳାତ୍କାର ରୋକିବା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋମାଲିଆ, ୧୭।୮: ବିଶ୍ୱ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପୂର୍ବରୁ ମହିଳାଙ୍କର ସ୍ବାଧୀନତା ନ ଥିଲା। ହେଲେ ଏବେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ପୁରୁଷଙ୍କ ସହ ପର୍ଯ୍ୟାୟ କ୍ରମେ ଚାଲୁଛନ୍ତି। ମାତ୍ର ଦୁନିଆରେ ଏମିତି ଅନେକ ଦେଶ ରହିଛି ଯେଉଁଠାରେ...

କରୋନା ସଂକ୍ରମଣର ପାଲଟିଥିଲା ଏନ୍ତୁଡ଼ିଶାଳ: ଏବେ ବିକିବ ପ୍ରତିଷେଧକ ଟୀକା

ବେଜିଂ, ୧୭।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନା ଏବେ ପ୍ରଥମ କରି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ଏହାକୁ ଚାଇନାର ବୌଦ୍ଧିକ ସମ୍ପଦ ନିୟାମକ ସଂସ୍ଥା(ଆଇପିଆର୍‌) ପକ୍ଷରୁ ପାଟେଣ୍ଟ୍‌ ମଞ୍ଜୁରୀ ମିଳିଛି। ଅଗଷ୍ଟ ୧୧ରେ ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri