ଅନ୍ତର୍ଜାତୀୟ

ଆଗକୁ ହେବ କରୋନାର ଦୋହରା ମାଡ଼

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ତେବେ ଆଗକୁ ଆସୁଥିବା ଥଣ୍ଡା ଋତୁରେ ପୁଣି କରୋନାର ଦୋହରା ମାଡ଼ ହେବ। କରୋନା ପୁଣି ଫେରିବ ବୋଲି ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ରିପୋର୍ଟ ଭିତ୍ତିକ...

ଏହି ବିଭାଗ ଡାକ୍ତରଙ୍କୁ କରୋନା ଭୟ ଅଧିକ, ଗାଇଡ୍‌ଲାଇନ୍‌ ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଓ୍ବାଶିଟନ୍‌,୧୭ା୮: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଚାଲିଛି। ଡାକ୍ତରମାନେ ରାତିଦିନ ଏକ କରି କରୋନା ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏପରିକି କରୋନା ରୋଗୀଙ୍କ ସେବା କରୁ କରୁ ଅନେକ ଡାକ୍ତର ମଧ୍ୟ ଏହି ମହାମାରୀରେ ମୃତ୍ୟୁବରଣ...

ଫେରୁଛି କରୋନା: ଗତ ୨୪ ଘଣ୍ଟାରେ ଚାଇନାରେ ପୁଣି ୨୨ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୧୭।୮: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏହି ମହାମାରୀ ଚାଇନାରେ ପାଖାପାଖି ୪ ମାସ ତାଣ୍ଡବ ରଚିବା ପରେ କମି ଯାଇଥିବା କହିଥିଲେ ସେଠାକାର ସରକାର। ଏବେ...

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ ଗିରଫ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗତ ୮ ମାସ ହେବ ସୋନିଆଙ୍କ...

ହୋଟେଲରେ ଆତଙ୍କବାଦୀ ଆକ୍ରମଣ: ଗେଟ୍‌ ସମ୍ମୁଖରେ କାର୍‌ ବୋମା ବିସ୍ଫୋରଣ

ମୋଗାଦିସୁ, ୧୭।୮: ସୋମାଲିଆ ରାଜଧାନୀ ମୋଗାଦିସୁରେ ଥିବା ଇଲାଇଟ୍‌ ହୋଟେଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି। ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା...

ବିଶେଷଜ୍ଞଙ୍କ ଚେତାବନୀ: ବର୍ଷାରେ ବଢିବ କରୋନାର ପ୍ରକୋପ !

ନ୍ୟୁୟର୍କ,୧୭।୮: କରୋନା ମହାମାରୀ ସଂକ୍ରମଣ ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ। ଏମିତିକି ନ୍ୟୁଜିଲାଣ୍ଡରେ ଏବେ ପୁଣିଥରେ ଏହା ଫେରୁଥିବା କୁହାଯାଉଛି। ଏହି ସମୟରେ ବିଶେଷଜ୍ଞମାନେ ଚେତବାନୀ ଦେଇ କହିଛନ୍ତି କି ବର୍ଷା ଋତୁରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେବ। ତେଣୁ...

ମାଡ଼ି ଆସୁଛି ନୂଆ ବିପଦ: ୪ କୋଟିରୁ ଅଧିକ ଲୋକ ହରାଇବେ ଚାକିରି

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୭।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରି ସ୍ଥଳେ ପୁଣି ଏକ ନୂଆ ବିପଦ ମାଡ଼ି ଆସୁଥିବା ପରିବେଶବିତ୍‌ ମାନେ ସୂଚନା ଦେଇଛନ୍ତି। ୮୦ ବର୍ଷରେ ପୃଥିବୀର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି...

ସାର୍କ ସହିତ ଲଢ଼ି ସ୍ତ୍ରୀଙ୍କୁ ଉଦ୍ଧାର କଲେ ସ୍ବାମୀ: ଭିଡ଼ିଓ ଭାଇରାଲ

ସିଡ୍‌ନୀ, ୧୭।୮: ନିଜ ଲୋକଙ୍କ ଜୀବନ ବଞ୍ଚାଇବ ପାଇଁ ମଣିଷ ସବୁ କିଛି କରିପାରେ। ଏହାର ସଦ୍ୟତମ ଉଦାହରଣ ସିଡ୍‌ନୀରେ ଘଟିଛି। ଏଠାରେ ସାର୍କ କବଳରୁ ସ୍ତ୍ରୀଙ୍କୁ ରକ୍ଷା କରିବା ଲାଗି ଜଣେ ସ୍ବାମୀ ନିଜ ଜୀବନକୁ ବାଜି ଲଗାଇ...

ମାସ୍କ ପିନ୍ଧିଲେ ଅକ୍ସିଜେନ ଲେବଲ କମ୍‌ ହେବ ନାହିଁ !

ଲଣ୍ଡନ,୧୬।୮: ବିଶ୍ୱରେ କରୋନା ମହାମାରୀ ଲୋକଙ୍କ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏଥିରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ହେଲେ ଏବେ ଲୋକଙ୍କ ମଧ୍ୟରେ ଭୟ ଆସୁଛି କି ଦୀର୍ଘ ସମୟ...

ପାକିସ୍ତାନ ଓ୍ବେବ୍‌ସାଇଟ୍‌ରେ ଶ୍ରୀରାମଙ୍କ ଫଟୋ, ହ୍ୟାକ୍‌ର ଲେଖିଲେ…

ଇସ୍‌ଲାମାବାଦ,୧୬ା୮: ସ୍ବାଧୀନତା ଦିବସ ଅବସରରେ, କେତେକ ହ୍ୟାକର ପାକିସ୍ତାନର ଅନେକ ଗୁରୁତ୍ୱପୂର୍ଣ୍ଣ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରିଥିଲେ। ଏହା ଅଗଷ୍ଟ ୧୫ର ଅଭିନନ୍ଦନ ବାର୍ତ୍ତା ଥିଲା। କେବଳ ଏତିକି ନୁହେଁ, ପାକିସ୍ତାନୀ ଓ୍ବେବ୍‌ସାଇଟ୍‌ରେ କରାଚି ଏବଂ ଲାହୋରରେ ଏକ ରାମ ମନ୍ଦିର...

କରୋନା ସଂକ୍ରମଣରୁ ଦୂରେଇ ରଖିବ ଏହି ଔଷଧ

ସିକାଗୋ, ୧୬।୮: କରୋନା ମହାମାରୀ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ରୁଷ୍‌ ଏବଂ ଚାଇନାରେ କରୋନା ଟୀକା ମଧ୍ୟ ପ୍ରସ୍ତୁତି ସରିଛି। ତେବେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସିକାଗୋ ବିଶ୍ୱବିଦ୍ୟାଳୟରେ ଏକ ଔଷଧ ପ୍ରସ୍ତୁତ କରାଯାଇଛି। ଇବ୍‌ସେଲେନ୍‌...

ପ୍ରଥମ ବ୍ୟାଚ୍‌ କରୋନା ଟିକା ପ୍ରସ୍ତୁତି ଶେଷ, ଜାଣନ୍ତୁ କେଉଁମାନଙ୍କୁ ପ୍ରଥମେ ଦିଆଯିବ ଏହି ଟିକା

ମସ୍କୋ,୧୬ା୮: ଶନିବାର ରୁଷିଆ କରୋନା ଟିକା ପ୍ରସ୍ତୁତ ଶେଷ କରିଛି ବୋଲି କହିଛି। ଏହାପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଙ୍ଗଳବାର ଘୋଷଣା କରିଥିଲେ ଯେ, ରୁଷିଆ ଏକ ସଫଳ କରୋନା ଟିକା ପ୍ରସ୍ତୁତ କରିଛି, ଯାହା ସମସ୍ତ ଅନୁସନ୍ଧାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri