ଅନ୍ତର୍ଜାତୀୟ

ଗରିବ ପିଲାଙ୍କ ସ୍ବପ୍ନ ପୂରଣ କରିବେ ସୁପର ୩୦ର ଆନନ୍ଦ କୁମାର

ସିକାଗୋ,୧୪।୪: ୨୦୧୯ରେ ଏକ ବଲିଉଡ ଫିଲ୍ମ ସୁପର ୩୦ ରିଲିଜ ହୋଇଥିଲା, ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ ଆନନ୍ଦ କୁମାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏହି ମୁଭିର ଖୁବ ପ୍ରଶଂସା କରାଯାଇଥିଲା, କିନ୍ତୁ ତା’ଠାରୁ ଅଧିକ ସମସ୍ତେ...

ବିଶ୍ୱ ଆଉ ଏକ ଯୁଦ୍ଧ କରିପାରିବ ନାହିଁ ବରଦାସ୍ତ:ଜାତିସଂଘ ମହାସଚିବ

ନ୍ୟୁୟର୍କ,୧୪।୪: ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଇରାନର ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ଲାଗି ରହିଥିବା ଉତ୍ତେଜନାକୁ ଗୁରୁତର ଭାବେ ନିନ୍ଦା କରିଛନ୍ତି। ଏହାସହ ସେ ଚେତାବନୀ ଦେଇଛନ୍ତି, ଏହି ଅଞ୍ଚଳ କିମ୍ବା ବିଶ୍ୱ ଆଉ ଏକ ଯୁଦ୍ଧ ବରଦାସ୍ତ...

ଘରେ ଉତ୍ସବ ଚାଲିଥିବା ବେଳେ ଭୂସ୍ଖଳନ: ୧୪ ମୃତ, ୩ ନିଖୋଜ

ଜାକର୍ତ୍ତା,୧୪ା୪: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଘରେ ଏକ ଉତ୍ସବ ଚାଲିଥିବା ସମୟରେ ଭୂସ୍ଖଳନ ହୋଇଥିଲା। ଫଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର...

ଅଣ୍ଡର ଓ୍ବାର୍ଲଡ ଡନ ଅମିର ସରଫରାଜଙ୍କୁ ଗୁଳି କରି ହତ୍ୟା, ଜେଲରେ ସରବଜିତଙ୍କୁ କହିଥିଲେ ନିହତ

ଲାହୋର,୧୪।୪: ଲାହୋରରେ ଅଣ୍ଡରୱାର୍ଲଡ ଡନ ଅମୀର ସରଫରାଜଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁହାଯାଉଛି ଯେ ଅଜଣା ଆକ୍ରମଣକାରୀମାନେ ସରଫରାଜଙ୍କୁ ଗୋଟିଏ ପରେ ଗୋଟିଏ କିଛି ରାଉଣ୍ଡ ଗୁଳି ଚଳାଇଥିଲେ, ଯେଉଁ କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେ...

୯୯% ଆକ୍ରମଣ ଫେଲ୍‌, ତଥାପି ଇରାନ କହୁଛି-ଇସ୍ରାଏଲ ବିରୋଧରେ ଅପରେଶନ ସଫଳ

ଜେରୁଜେଲମ,୧୪।୪: ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇଛି ଇରାନ। ରାତି ସାରା ଇସ୍ରାଏଲ ଉପରେ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଗୋଟିଏ ପଟେ ଇରାନ ଇସ୍ରାଏଲ ଉପରେ ୩୦୦ରୁ ଅଧିକ ଆକ୍ରମଣ କରିଥିବା କହୁଥିବା ବେଳେ ଇସ୍ରାଏଲ...

ଆମେରିକାକୁ ଚେତାବନୀ ଦେଲା ଇରାନ

ତେହରାନ,୧୪।୪: ଏପ୍ରିଲ ୧୩ ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରିଛି। ଇରାନର ଏହି ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନଙ୍କ ରାଗ ବଢିଛି। ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସହିତ ମିଳିତ ଜାତିସଂଘ ମଧ୍ୟ ଏହି ଆକ୍ରମଣକୁ...

ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରିହେଲା ହେଲ୍ପଲାଇନ୍‌ ନମ୍ବର

ଜେରୁଜେଲମ୍‌,୧୪ା୪: ରବିବାର ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକମାନଙ୍କୁ ଶାନ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ସୁରକ୍ଷା ପ୍ରୋଟୋକଲଗୁଡ଼ିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ଦୂତାବାସ ଆହୁରି ମଧ୍ୟ କହିଛି...

କାନାଡ଼ାରେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର୍ ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୧୪।୪: କାନାଡାର ଦକ୍ଷିଣ ଭାନକୋଭରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ କାର ଭିତରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି। ପଡୋଶୀମାନେ ଗୁଳି ଶବ୍ଦ ଶୁଣିବା ପରେ ଯୁବକ ଜଣଙ୍କୁ କାର ଭିତରେ...

“ଆମେ ଏବେ ଆଉ ଆକ୍ରମଣ କରିବୁ ନାହିଁ, କିନ୍ତୁ ଇସ୍ରାଏଲ୍ …”: ଆକ୍ରମଣ ପରେ ବିବୃତ୍ତି ଜାରି କଲା ଇରାନ

ନୂଆଦିଲ୍ଲୀ,୧୪।୪: ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ସହିତ ଇରାନର ଇସ୍ରାଏଲ ଉପରେ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ତେବେ ଇରାନ କହିଛି ଯେ ଆମର ଆକ୍ରମଣ ସମାପ୍ତ ହୋଇଛି ଏବଂ ଆମେ ଏହାକୁ ଜାରି ରଖିବାକୁ...

ଇସ୍ରାଏଲର ବଡ଼ ଭାଇ ସାଜି ଆଗକୁ ଆସିଲା ଆମେରିକା, ଆଉ ତା’ ପରେ…

ଓ୍ବାଶିଂଟନ,୧୪ା୪: ତେହେରାନରୁ ଆରମ୍ଭ ହୋଇଥିବା ବିସ୍ଫୋରକରେ ଭରା ଡ୍ରୋନ୍‌କୁ ଶନିବାର ଗୁଳି କରି ଖସାଇବା ପାଇଁ ଆମେରିକା ସୈନ୍ୟ ସାମିଲ ହୋଇଥିଲେ। ଏହି ସମୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ଜାତୀୟ ସୁରକ୍ଷା ଦଳ ଇରାନର ଇସ୍ରାଏଲ ବିରୋଧରେ...

କାହିଁକି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରୁଛି? ଜାଣନ୍ତୁ

ଜେରୁଜେଲମ,୧୪।୪: ଇସ୍ରାଏଲ୍ ଶନିବାର ବିଳମ୍ବିତ ରାତିରେ ଏବଂ ରବିବାର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି। ଇସ୍ରାଏଲ ସୈନ୍ୟ ଅନୁଯାୟୀ ଇରାନ ଇସ୍ରାଏଲ ଉପରେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ଆକ୍ରମଣରେ ୨୦୦ ରୁ ଅଧିକ ବିସ୍ଫୋରକ ଡ୍ରୋନ୍ ଏବଂ...

କାହିଁକି ବିଫଳ ହେଲା ଇରାନର ଆକ୍ରମଣ ? ଜାଣନ୍ତୁ କିପରି ଢାଲ ସାଜିଲା ଇସ୍ରାଏଲର ଆରୋ ଡିଫେନ୍ସ ସିଷ୍ଟମ

ଜେରୁଜେଲମ,୧୪।୪: ଇସ୍ରାଏଲ୍ ଅଞ୍ଚଳରେ ଇରାନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଦ୍ୱାରା ଘନ ଘନ ଆକ୍ରମଣ କରିବା ପରେ ସମଗ୍ର ଇସ୍ରାଏଲ୍ ଉପରେ ଏୟାର ରେଡ୍ ସାଇରନ୍ ଉଠିଥିଲା। ଗତ ବର୍ଷ ହମାସ୍ ଅପରେସନ୍ ‘ଅଲ୍-ଆକସା ଫ୍ଲଡ’ ଆରମ୍ଭ କରି ଏରିଲ୍...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri