ଅନ୍ତର୍ଜାତୀୟ

୨ ଦିନରେ ଉହାନରେ ୨୫ ଲକ୍ଷ ଲୋକଙ୍କ କରୋନା ପରୀକ୍ଷା

ବେଜିଂ,୨୪।୫: କରୋନା ସଂକ୍ରମଣର ପ୍ରଭାବ ଚାଇନାରେ ଆଉ ନାହିଁ। ଏଠାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବେ ଶୂନରେ ରହିଛି। ତେବେ କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟିଥିବା ଉହାନ ସହରରେ ଲୋକଙ୍କ ପରୀକ୍ଷା ଗତ ଦୁଇଦିନ ଧରି ଜାରି ରହିଛି। ଶୁକ୍ରବାରଠାରୁ...

ଭାରତକୁ ରାଫାଲ ଯୁଦ୍ଧ ବିମାନ ମିଳିବାରେ ଆଉ ହେବନି ବିଳମ୍ବ: ଫ୍ରାନ୍ସ୍‌

ପ୍ୟାରିସ୍‌,୨୪।୫: ଭାରତକୁ ରାଫାଲ ଯୁଦ୍ଧ ବିମାନ ଖୁବ୍‌ ଶୀଘ୍ର ମିଳିବ। ଏଥିରେ ଆଉ ବିଳମ୍ବ ହେବନି ବୋଲି ଫ୍ରାନ୍ସ୍‌ ରାଷ୍ଟ୍ରଦୂତ ଇମାନୁଏଲ୍‌ ଲେନାଇନ୍‌ କହିଛନ୍ତି। ଫ୍ରାନ୍ସ୍‌ ଏବଂ ଭାରତ ମଧ୍ୟରେ ୩୬ ରାଫାଲ ଯୁଦ୍ଧ ବିମାନ ନେଇ ୫୮ ହଜାର...

ଶୀତଳଯୁଦ୍ଧ ମୁହାଁ ହେବାରେ ଲାଗିଛି ଆମେରିକା: ଚାଇନା ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ,୨୪।୫: କରୋନା ସଂକ୍ରମଣକୁ ନେଇ ଆମେରିକା ଲଗାତାର ଚାଇନା ଉପରେ ଦୋଷ ଲଦିବାରେ ଲାଗିଛି। ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କରୋନାକୁ ଚାଇନା ଭୂତାଣୁ ଭାବେ ମଧ୍ୟ ନାମ କରଣ କରିଛନ୍ତି। ଏଭଳି କରିବା ଦ୍ୱାରା ଆମେରିକା ଧୀରେଧୀରେ...

କରୋନା ଭାଇରସ: ଦୃଷ୍ଟି ଆକର୍ଷଣ କରିବାକୁ ଖବର କାଗଜର ପ୍ରଥମ ପୃଷ୍ଠାରେ ଛପାଗଲା ମୃତକଙ୍କ ନାମ

ନ୍ୟୁୟର୍କ,୨୪।୫: ଆମେରିକା ସରକାରଙ୍କ ମୁଣ୍ଡ ବିଗାଡିଲାଣି କରୋନା ଭାଇରସ। ଏଠାରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ କିଛି କମ୍‌ ନାହିଁ। ଏବେ ଆମେରିକାରେ କରୋନା ସଂକ୍ରମିତଥିବା ପାଖାପାଖି ୧ଲକ୍ଷ ଲୋକଙ୍କ...

ଶେଷ ହେବାକୁ ଯାଉଛି କରୋନା !

ଲଣ୍ଡନ,୨୪।୫: କରୋନା ସଂକ୍ରମଣରେ ଏବେ ସାରା ବିଶ୍ୱର ଜୀବନଯାତ୍ରା ବଦଳି ଯାଇଛି। ଏବେ ସମସ୍ତଙ୍କ ନଜର କରୋନା ଭ୍ୟାକ୍ସିନ ଉପରେ। ଅନ୍ୟପଟେ କେବେ କରୋନା ବିଶ୍ୱରୁ ବିଦାୟ ନେବ ତାକୁ ନେଇ ଚାଲିଛି ଗବେଷଣା। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା ବେଳେ ଭାରତ ମଧ୍ୟ ଧିରେ ଧିରେ ଆଗକୁ ଅଗ୍ରସର ହେଉଛି। ଏବେ ଆମେରିକାରେ...

ଦୁର୍ଘଟଣା ପୂର୍ବରୁ ୩ ଥର ଝଟକା ଦେଇଥିଲା ବିମାନ

କରାଚୀ/ଇସ୍‌ଲାମାବାଦ, ୨୪।୫(ପି.ଟି.): ପାକିସ୍ତାନର କରାଚୀଠାରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ୯୯ ଯାତ୍ରୀଙ୍କ ମଧ୍ୟରୁ ୯୭ ଜଣ ପ୍ରାଣ ହରାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ୨ ଜଣ ବଞ୍ଚତ୍ୟାଇଛନ୍ତି। ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟବର୍ତ୍ତୀ ଏକ ଘନ ଜନବସତି ଅଞ୍ଚଳରେ ବିମାନଟି...

କରୋନା ସଂକ୍ରମଣ: ବ୍ରାଜିଲରେ ମୃତଦେହ ସଂସ୍କାର ପାଇଁ ସ୍ଥାନର ଅଭାବ

ବ୍ରସିଲିଆ,୨୩।୫: କରୋନା ସଂକ୍ରମଣ କ୍ଷେତ୍ରରେ ବ୍ରାଜିଲ ଏବେ ହଟ୍‌ସ୍ପଟ ପାଲଟି ଯାଇଛି। କରୋନା ସଂକ୍ରମଣ ଓ ମୃତକଙ୍କ ସଂଖ୍ୟାରେ ଏବେ ରୁଷକୁ ପଛରେ ପକାଇଛି ବ୍ରାଜିଲ। ଶୁକ୍ରବାର ଏଠାରେ ୨୦ହଜାର ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହା...

ମୂଷା ଆଙ୍କିଲା ଚିତ୍ର: ୯୨ ହଜାରରେ ହେଲା ବିକ୍ରି

ମାଞ୍ଚେଷ୍ଟର,୨୩।୫: ମଣିଷ ଚିତ୍ର ଆଙ୍କିଥାଏ। ଏହାଦ୍ୱାରା ସୃଜନଶୀଳତା ପ୍ରକାଶିତ ହୋଇଥାଏ। ତେବେ ମୂଷା ଚିତ୍ର ଆଙ୍କିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଇଂଲଣ୍ଡର ମାଞ୍ଚେଷ୍ଟରରେ ଗସ୍‌ ନାମକ ଏକ ମୂଷା ଚିତ୍ର ଆଙ୍କି ସଭିଙ୍କୁ ଆଶ୍ଚର୍ଯ୍ୟାନିତ୍ୱ କରିଛି। ଗସ୍‌...

କରାଚି ଜେଲରେ ୩ଶହ କରୋନା ପଜିଟିଭ

କରାଚି,୨୩।୫: ପାକିସ୍ତାନର କରାଚି ସେଣ୍ଟ୍ରାଲ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶନିବାର ମିଳିଥିବା ଖବର ଅନୁଯାୟୀ, ଏବେ କରାଚି ସେଣ୍ଟ୍ରାଲ୍‌ ଜେଲରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ରେ ପହଞ୍ଚିଛି। ତେବେ ଜେଲ ମଧ୍ୟରେ ଯେଉଁ କ୍ୱାରାଣ୍ଟାଇନ ସୁବିଧା...

ଚାଇନାରେ ହୋଇନି କୌଣସି ନୂଆ କରୋନା ସଂକ୍ରମଣ

ବେଜିଂ,୨୩।୫: ଜାନୁୟାରୀଠାରୁ ପ୍ରଥମ ଥର ପାଇଁ ଚାଇନାରେ କରୋନା ସଂକ୍ରମଣ ଶୂନରେ ପହଞ୍ଚିଛି। ଶନିବାର ଦେଶରେ କୌଣସି ନୂଆ କରୋନା ସଂକ୍ରମଣ ହୋଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ରେ ପ୍ରକାଶ...

ଲାଟିନ୍‌ ଆମେରିକାରେ କରୋନା ଆତଙ୍କ

ଓ୍ବାଶିଂଟନ,୨୩।୫: ଏବେ କରୋନା ମହାମାରୀର ନୂଆ ଠିକଣା ପାଲଟିଛି ଲାଟିନ୍‌ ଆମେରିକା। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲାଟନ୍‌ ଆମେରିକାର ଦୁଇ ବଡ଼ ଦେଶ ବ୍ରାଜିଲ୍‌ ଏବଂ ମେକ୍ସିକୋରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri