ଅନ୍ତର୍ଜାତୀୟ

ପ୍ରଥମେ ଚାଇନାରେ କେମିତି ବ୍ୟାପିଥିଲା କରୋନା, ଡବ୍ଲୁଏଚ୍‌ଓ ଯାଞ୍ଚ୍‌ ପୂର୍ବରୁ ହେଲା ଖୁଲାସା

ବେଜିଂ,୫।୭: ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ୨୧୩ଟି ଏବେ କାୟା ବିସ୍ତାର କରିଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ୭ ବର୍ଷ ପୂର୍ବେ ଚାଇନାରେ ଏକ ଭାଇରସ ଚିହ୍ନଟ ହୋଇଥିଲା ଯାହା ବର୍ତ୍ତମାନ କରୋନା ଜୀବାଣୁ ଭଳି...

ରାଷ୍ଟ୍ରପତି ଦୌଡରେ ଲୋକପ୍ରିୟ ର଼୍ୟାପର୍‌, ବଢିପାରେ ଟ୍ରମ୍ପଙ୍କ ଲାଗି ଅଡୁଆ

ଓ୍ବାଶିଂଟନ,୫।୭: ଚଳିତ ବର୍ଷ ଶେଷ ବେଳକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ଏହି ଦୌଡରେ ଏବେ ସାମିଲ ହେବାକୁ ଯାଉଛନ୍ତି ମନୋରଞ୍ଜନ ଦୁନିଆର ଜଣେ ଲୋକପ୍ରିୟ ର଼୍ୟାପର କାନୟେ ଓ୍ବେଷ୍ଟ। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ...

ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ସୋମବାର

କାଠମାଣ୍ଡୁ,୫ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଶାସକ ଦଳ ଏନ୍‌ସିପିର ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ବୈଠକ ଶନିବାର ବସିବାର ଥିଲା। ତେବେ ମତଭେଦ ଦୂର କରିବା ନିମନ୍ତେ ନେତାମାନଙ୍କୁ ଅଧିକ...

ନ୍ୟୁୟର୍କରେ ‘ବଏକଟ୍‌ ଚାଇନା’ ରାଲି

ନ୍ୟୁୟର୍କ,୫ା୭(ପି.ଟି.): ଆମେରିକାର ନ୍ୟୁୟର୍କ ସହରରେ ଥିବା ଟାଇମ୍ସ ସ୍କୋୟାରରେ ବହୁସଂଖ୍ୟାରେ ଭାରତୀୟ-ଆମେରିକୀୟ ଏକାଠି ହୋଇ ଚାଇନାକୁ ବିରୋଧ କରିବା ସହ ‘ଭାରତ ମାତା କୀ ଜୟ’ ସ୍ଳୋଗାନ ଦେଇଥିଲେ। ଏହି ‘ବଏକଟ୍‌ ଚାଇନା’ ରାଲିରେ ସେମାନେ ବେଜିଂ ଅର୍ଥନୀତିକୁ ବର୍ଜନ...

ବିପଦରେ ପୃଥିବୀ: କରୋନା ଯୋଗୁ ସୃଷ୍ଟି ହେବାରେ ଲାଗିଛି ନୂଆ ସଙ୍କଟ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୭: କରୋନା ମାହାମାରୀ ଯୋଗୁ ପୃଥିବୀ ଉପରେ ପୁଣି ଏକ ବିପଦ ମାଡ଼ି ଆସୁଛି। ଏବେ ଏହା ଦ୍ୱାରା ନୂଆ ସଙ୍କଟ ସୃଷ୍ଟି ହେବାରେ ଲାଗିଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ଗ୍ଲୋଭସ୍‌ର ବ୍ୟବହାର...

ଏସବୁ ଅପରାଧ ମୁଁ କରିଛି: ଗୋଲ୍ଡେନ ଷ୍ଟେଟ୍‌ କିଲରଙ୍କ ସ୍ବୀକାରୋକ୍ତି

ଓ୍ବାଶିଂଟନ,୪ା୭: ଆମେରିକାର କାଲିଫର୍ନିଆରେ ଅପରାଧ ପରେ ଅପରାଧ ଘଟାଇ ଆତଙ୍କ ସୃଷ୍ଟି କରିଥିବା ପୂର୍ବତନ ପୋଲିସ ଅଧିକାରୀ ଯୋସେଫ ଜେମ୍ସ ଡିଏଙ୍ଗେଲୋ ଜୁନିୟର ୧୩ ହତ୍ୟା ପାଇଁ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୮ରେ ଗିରଫ ହେବା ପରଠୁ କୋର୍ଟରେ...

ଜିନ୍‌ କାଷ୍ଟେକ୍ସ ଫ୍ରାନ୍ସ ପ୍ରଧାନମନ୍ତ୍ରୀ

ପ୍ୟାରିସ,୪ା୭: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍‌ରଁ ଶୁକ୍ରବାର ଜିନ୍‌ କାଷ୍ଟେକ୍ସଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ସେ ଏଡୁଆର୍ଡ ଫିଲିପ୍‌ଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ। ଫିଲିପ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଲକ୍‌ଡାଉନ ପରେ ଦେଶର ଅର୍ଥନୀତିକୁ...

ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି :ପ୍ରଚଣ୍ଡ କହିଲେ ଗାଦି ଛାଡ଼

କାଠମାଣ୍ଡୁ,୪ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି। ଶାସକ ଦଳରେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଥିବାବେଳେ ଶନିବାର ଦଳ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ଓଲିଙ୍କ...

ଚାଇନାକୁ ପୁଣି ଝଟ୍‌କା: ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଏହି ଦେଶ

ଟୋକିଓ,୩।୭: ଲଦାଖ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ବିବାଦକୁ ନେଇ ଶୁକ୍ରବାର ଜାପାନ ପ୍ରତିକ୍ରିୟା ରଖିଛି। ଲଦାଖ ପ୍ରସଙ୍ଗରେ ଜାପାନ ଭାରତକୁ ସମର୍ଥନ କରିବାକୁ ଯାଇ ଚାଇନାକୁ...

ଟ୍ରେନ୍‌ ଦୁର୍ଘଟଣାରେ ଗଲା ୨୯ଜଣଙ୍କ ଜୀବନ

ଇସ୍‌ଲାମାବାଦ,୩।୭: ପାକିସ୍ତାନରେ ଶୁକ୍ରବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୨୯ଜଣଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଶେଖପୁରା ଅଞ୍ଚଳରେ ମାନବ ବିନୀନ ଫାଟକରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ସହ ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଥିବାରୁ ଏହି ଦୁର୍ଘଟଣା...

ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀଙ୍କୁ କରୋନା

ଇସ୍‌ଲାମାବାଦ,୩ା୭-ମହାମାରୀ କରୋନା ସାରାବିଶ୍ୱରେ କାୟାବିସ୍ତାର କରିଚାଲିଛି। ତେବେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମୁଦ କ୍ୟୁରେସି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। This...

କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ

ବ୍ୟାଂକକ୍‌,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ଆରମ୍ଭ କରିଛି। ତେବେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ଶେଷ ନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri