ଅନ୍ତର୍ଜାତୀୟ

କରୋନା ଭାଇରସ: ମୌଲାନାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଲେ ଲକ୍ଷାଧିକ ଲୋକ

ଢାକା,୨୦।୪: ପାକିସ୍ତାନରେ ଇମ୍ରାନ ଖାଁ ସରକାର ଓ ମୌଳବାଦୀ ନେତାଙ୍କ ମଧ୍ୟରେ ଲକ୍‌ଡାଉନକୁ ନେଇ ଚାଲିଥିବା ତୁତୁମେଁମେଁ ଭିତରେ ଏବେ ବାଂଲାଦେଶରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସଛି। ଢାକାରେ ଶନିବାର ଜଣେ ମୌଲାନାଙ୍କ ଅନ୍ତିମ ସଂସ୍କାର ସମୟରେ ଲକ୍‌ଡାଉନ...

ଉହାନ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ

ବେଜିଂ, ୨୦ା୪- କରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। କରୋନା ଯୋଗୁ ସହରର ମୃତକଙ୍କ ସଂଖ୍ୟା ପୂର୍ବ ସଂଖ୍ୟାର ୫୦ ପ୍ରତିଶତ ବଢାଇବା ପରେ ଏବେ ଏହି...

କରୋନା ରିଲିଫ୍‌ ପାଣ୍ଠିରୁ ୨୬୧ କୋଟି ଲୁଟି ନେଲେ ହ୍ୟାକର

ବର୍ଲିନ୍‌,୨୦।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଛି। ସହାୟତା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷ କରୋନା ରିଲିଫ୍‌ ପାଣ୍ଠିକୁ ଦାନ ମଧ୍ୟ ଦେଉଛନ୍ତି। ଏହି ଅର୍ଥ କରୋନା ଲଢ଼େଇରେ ବିନିଯୋଗ ହେବ। ଯାହାଦ୍ୱାରା ସମାଜର...

ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ ମାସ ଆରମ୍ଭ ହେଉଥିବାରୁ ଏହି ସମୟରେ ମସଜିଦ୍‌ରେ ସାମୁହିକ ନମାଜ ପାଠକୁ ସୌଦି...

ଚିନ୍ତା ବଢାଉଛି କରୋନା: ବ୍ରିଟେନରେ ସରି ଆସୁଛି ପିପିଇ, ସଂକ୍ରମଣରେ ୮୦ ଡାକ୍ତର, ନର୍ସଙ୍କ ମୃତ୍ୟୁ

ଲଣ୍ଡନ,୨୦।୪: ବ୍ରିଟେନରେ କରୋନା ସଂକ୍ରମଣ ଏବେ କମ୍‌ ଥିବା ସୂଚନା ରହିଛି। ହେଲେ ଏବେ ସେଠାରେ ଆଉ ଏକ ସମସ୍ୟା ହେଉଛି ଆଉ ମାତ୍ର ଗୋଟିଏ ଦିନ ପାଇଁ ସେମାନଙ୍କ ପାଖରେ ପର୍ସନାଲ ପ୍ରୋଟେକ୍‌ଟିଭ ଇକ୍ୟୁପମେଣ୍ଟ(ପିପିଇ) ବା ବ୍ୟକ୍ତିଗତ ସୁରକ୍ଷା...

ବିତ୍ତଶାଳୀ ଆମେରିକାରେ କରୋନା ତାଣ୍ଡବ: ଅନ୍ତିମ ସଂସ୍କାର ନ କରି ମୃତଦେହକୁ ରାସ୍ତାକଡ଼ରେ ଛାଡିଯାଉଛନ୍ତି ଲୋକେ; ଚିକିତ୍ସା ପାଇଁ ପାଖରେ ନାହିଁ ଅର୍ଥ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣର ତାଣ୍ଡବ ଯୋଗୁ ବିତ୍ତଶାଳୀ ଆମେରିକାର ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଲକ୍‌ ଡାଉନ୍‌ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖାଦ୍ୟ ସଂଗ୍ରହ ଲାଗି ଲୋକେ ଘଣ୍ଟା ଘଣ୍ଟା ଧାଡ଼ିବାନ୍ଧି ଫୁଡ୍‌ ବ୍ୟାଙ୍କ...

ଆମେରିକାରେ ହୃଦୟ ବିଦାରକ ଦୃଶ୍ୟ: କାର୍‌-ଆମ୍ବୁଲାନ୍ସ-ଘର-ରାସ୍ତାକଡ଼ରେ ପଡ଼ି ରହିଛି ମୃତଦେହ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ନେଇ ଆମେରିକା ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟ ପାଇଁ ମୃତକଙ୍କ ସଂଖ୍ୟା ଗଣିବା ଲାଗି ଯାଉଥିବା ଲୋକେ ବାସ୍ତବିକତା ଅନୁଭବ କରିପାରୁଛନ୍ତି। ଦକ୍ଷିଣ...

କରୋନା ସଂକ୍ରମଣ: କେଉଁ ଖାଦ୍ୟ ଖାଇଲେ ବଢ଼ିବ ରୋଗପ୍ରତିରୋଧକ ଶକ୍ତି

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ନେଇ ଭିନ୍ନ ଭିନ୍ନ ଗୁଜବ ମଧ୍ୟ ଉଠୁଛି। କେହି କେହି ଭିଟାମିନ୍‌-ସି, ଭିଟାମିନ୍‌-ଇ ଖାଇବା ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଶରୀରରେ କୌଣସି ଭିଟାମିନ୍‌ର ଅଭାବ...

କରୋନା ନେଲାଣି ଲକ୍ଷେ ୬୫ ହଜାର ଜୀବନ: ଆମେରିକାରେ ମୃତକଙ୍କ ସଂଖ୍ୟା ୪୦,୦୦୦ ଟପିଲା

ଓ୍ବାଶିଂଟନ,୨୦।୪: ପୃଥିବୀ ସାରା କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ଲକ୍ଷେ ୬୫ ହଜାର ୨୨୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨୪ ଲକ୍ଷ ୪ ହଜାର ୭୧...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବହୁ ଗୁଜବ ସୃଷ୍ଟିକାରୀ ଭିଡ଼ିଓ ଏବଂ ଲେଖାମାନ ପ୍ରକାଶିତ କରୁଛନ୍ତି। ସମ୍ପ୍ରତି...

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ ବହୁ ବିକଶିତ ଦେଶରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କରୋନା ସଂକ୍ରମଣ ନେଇ ମାନବ...

କର୍‌ତାରପୁର ଗୁରୁଦ୍ୱାର ଗମ୍ବୁଜ ଭୁଶୁଡ଼ିଲା

ନୂଆଦିଲ୍ଲୀ/ଇସ୍‌ଲାମାବାଦ: ୨୦ା୪(ଆଇଏଏନ୍‌ଏସ୍‌): ଝଡ଼ବର୍ଷା ଯୋଗୁ କର୍‌ତାରପୁର ଗୁରୁଦ୍ୱାର ଦର୍‌ବାର ସାହିବର ୮ଟି ନବନିର୍ମିତ ଗମ୍ବୁଜ ଭୁଶୁଡ଼ିପଡ଼ିଛି। ଏହି ଘଟଣା ଶିଖ୍‌ମାନଙ୍କୁ ବ୍ୟଥିତ କରିଛି। ଭାରତ ସରକାର ଏ ସମ୍ପର୍କରେ ପାକ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri