ଅନ୍ତର୍ଜାତୀୟ

କରୋନାଠାରୁ ୧୦୦ ଗୁଣା ଅଧିକ ବିପଜ୍ଜନକ ଏହି ମହାମାରୀ: ଚିନ୍ତାପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୫।୪: ବାର୍ଡ ଫ୍ଲୁ ସଂକ୍ରମଣ ଖୁବ୍‌ଶୀଘ୍ର ମହାମାରୀର ରୂପ ନେଇପାରେ। ଏହାର ମୃତ୍ୟୁ ହାରକୁ ବିଚାର କଲେ ଏହା କରୋନା ମହାମାରୀ ଅପେକ୍ଷା ଶହେ ଗୁଣ ଅଧିକ ବିପଜ୍ଜନକ ହୋଇପାରେ। H5N1 ଭାଇରସ୍‌ ଏକ ଗୁରୁତର ପରିସ୍ଥିତି ଆଡକୁ ଗତି...

ଚାଇନା ବିଶ୍ୱଦିଦ୍ୟାଳୟରେ ଝିଅମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଲେ ୨୦ ବର୍ଷର ଛାତ୍ର

ବେଜିଂ, ୫।୪: ଆଜିକାଲି ଚାଇନାର ସୋସିଆଲ ମିଡିଆ ସାଇଟରେ ଜଣେ ୨୦ ବର୍ଷ ବୟସ୍କ କଲେଜ ଛାତ୍ର ଆଲୋଚନାର ବିଷୟ ପାଲଟିଛନ୍ତି। ବାସ୍ତବରେ, ଏହି ଛାତ୍ର ‘ଡିଲ୍ୟୁଜନାଲ ଲଭ ଡିସଅଡର୍ର୍‌’ ନାମକ ଏକ ରୋଗରେ ପୀଡିତ। ସାଉଥ ଚାଇନା ମର୍ନିଂ...

ଭୂକମ୍ପରେ ଥରିଲା ହସ୍ପିଟାଲ, ଜୀବନକୁ ବାଜି ଲଗାଇ ନବଜାତକଙ୍କ ଜୀବନ ବଞ୍ଚାଇଲେ ନର୍ସ

ତାଇପେଇ ସିଟି,୫।୪: ନିକଟ ଅତୀତରେ ଅନେକ ଦେଶରେ ଭୂକମ୍ପ ଘଟଣା ଘଟିଥିବାର ସୂଚନା ମିଳିଛି। ଗତ ବୁଧବାର ତାଇୱାନରେ ଏକ ଭୟଙ୍କର ଭୂକମ୍ପ ଘଟିଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ମାପ କରାଯାଇଥିଲା। ଏହି ଭୂକମ୍ପ ଏତେ ଶକ୍ତିଶାଳୀ...

‘ମିଥ୍ୟା ଏବଂ ଉଦେଶ୍ୟମୂଳକ’, ପାକିସ୍ତାନରେ ଟାର୍ଗେଟ ହତ୍ୟା ଅଭିଯୋଗକୁ ଖଣ୍ଡନ କଲା ଭାରତ

ନୂଆଦିଲ୍ଲୀ, ୫।୪: ଆତଙ୍କବାଦୀଙ୍କୁ ହଟାଇବା ପାଇଁ ପାକିସ୍ତାନରେ ଟାର୍ଗେଟ ହତ୍ୟା କରାଯାଇଥିବା ଅଭିଯୋଗକୁ ଭାରତ ଖଣ୍ଡନ କରିଛି। ବ୍ରିଟେନର ଖବର କାଗଜ ଦି ଗାର୍ଡିଆନ୍‌ର ଏକ ରିପୋର୍ଟରେ ବୈଦେଶିକ ମନ୍ତ୍ରଣାଳୟ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହାକୁ ମିଥ୍ୟା ତଥା...

କରୋନ ଭାଇରସଠାରୁ ବି ଅଧିକ ଘାତକ H5N1 ଭାଇରସ, ଏକ୍ସପର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ,/ଓ୍ବାଶିଂଟନ,୪।୪: ଆଜି ପର୍ଯ୍ୟନ୍ତ ସାରା ବିଶ୍ୱ କରୋନା ଭାଇରସ ଭଳି ମହାମାରୀଠାରୁ ସମ୍ପୂର୍ଣ୍ଣ ମୁକୁଳି ପାରିନାହିଁ। ଇତି ମଧ୍ୟରେ, କୋଭିଡ ଠାରୁ ଅଧିକ ମାରାତ୍ମକ ରୋଗ ହେଉଛି H5N1 ବା ବାର୍ଡ ଫ୍ଲୁ ଯାହା ବହୁପରିମାଣରେ ବିସ୍ତାର କରିବାର ସମ୍ଭାବନା...

ଓପନିୟନ ପୋଲରେ ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ

ଓ୍ବାଶିଂଟନ,୪।୪: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ...

ଡଙ୍ଗାରେ ଲାଗିଲା ନିଆଁ, ଭୟରେ ସମୁଦ୍ର ଭିତରକୁ ଡେଇଁଲେ ଯାତ୍ରୀ

ବ୍ୟାଙ୍କକ୍‌,୪ା୪: ଗୁରୁବାର ଥାଇଲାଣ୍ଡ ଗଲ୍ଫର ଏକ ଡଙ୍ଗାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ଭୟଭୀତ ଯାତ୍ରୀମାନେ ସମୁଦ୍ର ଭିତରକୁ ଡେଇଁପଡ଼ିଲେ। ତେବେ ଡଙ୍ଗାରେ ଥିବା ସମସ୍ତ ୧୦୮ ଲୋକଙ୍କୁ ସୁରକ୍ଷିତ ଭାବେ...

କେଜ୍‌ରିଓ୍ବାଲ୍‌ଙ୍କ ଗିରଫକୁ ନେଇ ପୁଣି ବିଷ ଓଗାଳିଲା ଆମେରିକା

ନୂଆଦିଲ୍ଲୀ,୪।୪: ପୁଣିଥରେ ଆମେରିକାର ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏବଂ ଦିଲ୍ଲୀର ମୁଖ୍ୟ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ବିବୃତ୍ତି ଆସିଛି। ଆମେରିକା ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ଏହି ଦୁଇ ଜଣଙ୍କ ମାମଲାରେ ସେ ଭାରତ ସରକାରଙ୍କ...

ଜାପାନରେ ବଡ଼ ଧରଣ ଭୂକମ୍ପ

ଟୋକିଓ,୪।୪: ଜାପାନରେ ଗୁରୁବାର ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ରେ ମାପ କରାଯାଇଛି। ଜାପାନର ହଂସୁର ପୂର୍ବ ଉପକୂଳରେ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ହୋଇଥିବା କମ୍ପନ ଏତେ ଶକ୍ତିଶାଳୀ...

ନାଇଟକ୍ଲବରେ ଲାଗିଲା ନିଆଁ: ଚାଲିଗଲା ୨୯ ଜୀବନ

ଇସ୍ତାନବୁଲ,୩।୪: ତୁର୍କୀର ଇସ୍ତାନବୁଲ ନାଇଟକ୍ଲବରେ ନବୀକରଣ କାର୍ଯ୍ୟ ସମୟରେ ଅଗ୍ନିକାଣ୍ଡରେ ୨୯ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। କିଛି ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ...

୨୫ ବର୍ଷ ପରେ ବଡ଼ ଧରଣର ଭୂକମ୍ପ: ଭୁଶୁଡିଲା କୋଠା,ଏକ ଲକ୍ଷରୁ ଅଧିକ ଘରେ ବିଜୁଳି ଠପ୍‌

ତାଇଓ୍ବାନ୍‌,୩।୪: ତାଇୱାନରେ ବୁଧବାର ସକାଳେ ବଡ଼ ଧରଣର ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। କୁହାଯାଉଛି ଯେ, ୨୫ ବର୍ଷ ପରେ ଏଠାରେ ଏପରି ଶକ୍ତିଶାଳୀ ଭୂକମ୍ପ ଘଟିଛି।...

ତାଇଓ୍ବାନ୍‌ରେ ଶକ୍ତିଶାଳୀ ଭୂକମ୍ପ: ଜାପାନରେ ସୁନାମି ଆଲର୍ଟ

ତାଇଓ୍ବାନ୍‌,୩।୪:  ତାଇୱାନରେ ବୁଧବାର ସକାଳେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri