ଅନ୍ତର୍ଜାତୀୟ

‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ: ଚାଇନା ରିପୋର୍ଟ !

ବେଜିଂ,୧୮।୩: ଚାଇନାରେ କରୋନା ସଂକ୍ରମଣ ଯୋଗୁ ବହୁ ଲୋକଙ୍କ ମୃତ୍ୟୁ ଘଟିଛି। ସମ୍ପ୍ରତି ଚାଇନାର ଉହାନ ଏବଂ ଶେନଜେନ୍‌ ସହରରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ଯେ, ‘ଏ’ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କେରୋନା ସଂକ୍ରମଣ ଆଶଙ୍କା ଅନ୍ୟ ବ୍ଲଡ୍‌...

କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ ଜେଲରେ ବନ୍ଦୀ ଥିବା ହଜାର ହଜାର କଏଦୀଙ୍କୁ ମୁକ୍ତ କରିବା ପାଇଁ ସରକାର...

ପାକିସ୍ତାନରେ ପ୍ରଥମ କରୋନା ରୋଗୀ ମୃତ

ଇସ୍‌ଲାମାବାଦ,୧୭।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇଥିବା ବେଳେ ଏହା କବଳରେ ଏପର୍ଯ୍ୟନ୍ତ ୧୬୦ ଦେଶ ରହିଛି। ଏଥିରୁ ପାକିସ୍ତାନ ମଧ୍ୟ ବର୍ତ୍ତି ପାରିନାହିଁ। ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୩ ହୋଇଥିବା ବେଳେ ଆଗକୁ ଆହୁରି ସଂଖ୍ୟା ବୃଦ୍ଧି...

ଅଷ୍ଟ୍ରେଲିଆ ଗବେଷକଙ୍କ ମତ: ଦୁଇଟି ଔଷଧ କୋଭିଡ-୧୯କୁ ଆରୋଗ୍ୟ କରିପାରେ

ମେଲବୋର୍ନ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଭାରତ ମଧ୍ୟ ଏଥିରେ ସାମିଲ ହୋଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ବା କୋଭିଡ-୧୯ର ଚିକିତ୍ସା ପାଇଁ ଗବେଷକମାନେ ଦିନରାତି...

ଗର୍ଭବତୀ ମା’ଠାରୁ ନବଜାତକକୁ ହେବନାହିଁ କରୋନା!

ବେଜିଂ,୧୭।୩: କରୋନା ଭାଇରସ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ଏହି ଭୂତାଣୁ ଗର୍ଭବତୀ ମା’ଠାରୁ ନବଜାତ ଶିଶୁକୁ ସଂକ୍ରମଣ କରିବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚାଇନାର ହୁଆଝୋଙ୍ଗ ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବିଶେଷଜ୍ଞମାନେ...

ୟୁରୋପରେ ବିଗୁଡ଼ୁଛି କରୋନା ସ୍ଥିତି

ମାଡ୍ରିଡ୍‌, ୧୭।୩: ପ୍ରାଣଘାତୀ କରୋନା ଭାଇରସ୍‌ ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଥିବାବେଳେ ୟୁରୋପରେ ଏହା ସର୍ବାଧିକ ପ୍ରଭାବ ବିସ୍ତାର କରିଛି। ସ୍ପେନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ଏକ ହଜାର ଲୋକ ସଂକ୍ରମିତ ହୋଇଥିବା ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ...

ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ କରିବାକୁ ଟ୍ରମ୍ପ୍‌ଙ୍କ ଆହ୍ବାନ

ଓ୍ବାଶିଂଟନ,୧୭।୩(ପି.ଟି.): ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୦ ଟପିଥିବାବେଳେ ସେଠାରେ ତେଜରାତି ଓ ଅନ୍ୟାନ୍ୟ ସାମଗ୍ରୀ ଆଗକୁ ନ ମିଳିବା ଆଶଙ୍କାରେ ଲୋକେ ତାହାକୁ ଗଚ୍ଛିତ କରି ରଖୁଥିବା ଜଣାପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ନ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ...

ସତର୍କତା ପରେ ବି ପାକିସ୍ତାନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଲା ୯୪ରେ

ଇସ୍‌ଲାମାବାଦ,୧୬।୩: ପାକିସ୍ତାନରେ ସୋମବାର ୪୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୪ରେ ପହଞ୍ଚିଥିବା କୁହାଯାଉଛି। ରବିବାର ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୫୩ ଥିବା ବେଳେ ଏଥିରେ ଏତେ ପରିମାଣରେ...

ଲୋକଙ୍କ ଉପରେ ପ୍ରଥମ କରୋନା ଭାଇରସ୍‌ ଟିକା ପ୍ରୟୋଗ କରିବ ଆମେରିକା

ଓ୍ବାଶିଂଟନ୍‌,୧୬।୩: ସାରା ବିଶ୍ୱରେ କରୋନା ଆତଙ୍କ ଖେଳାଇ ଚାଲିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରକାରର ଉଦ୍ୟମ ଚଳାଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ଏହାକୁ ମାହାମାରୀ ବୋଲି ଘୋଷଣା କରିସାରିଥିବା ବେଳେ ବିଭିନ୍ନ...

ଟ୍ରମ୍ପଙ୍କ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ରିପୋର୍ଟ ଆସିଲା ନେଗେଟିଭ

ଜେରୁଜେଲମ,୧୬।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ତା’ କବଳକୁ ନେଇ ସାରିଲାଣି। ଚାଇନା ପରେ ଏହା ପାଖାପାଖି ୧୪୫ ଦେଶକୁ ବ୍ୟାପିଥିବା ବେଳେ ଇଟାଲି ଏବେ ଏହାର ନୂଆ ଠିକଣା ପାଲଟି ଯାଇଛି। ଇତିମଧ୍ୟରେ ଆମେରିକା...

ଇଟାଲିରେ ଗୋଟିଏ ଦିନରେ ୩୬୮ ମୃତ: ବିଶ୍ୱ ଯୁଦ୍ଧରେ ବି ଦେଖିବାକୁ ମିଳି ନ ଥିଲା ଏଭଳି ଦିନ

ରୋମ,୧୬।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଦେଇଛି। ଗୋଟିଏ ପଟେ ଚାଇନାରେ ଏବେ କରୋନା ଭାଇରସରେ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଥିବା ବେଳେ ଏବେ ଇଟାଲିରେ ଏହା ତା’ର କାୟା...

ରାଜପ୍ରାସାଦ ଛାଡ଼ିଲେ ବ୍ରିଟେନ ରାଣୀ

ଲଣ୍ଡନ,୧୬।୩: ବ୍ରିଟେନରେ କରୋନା ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚତ୍ଥିବାବେଳେ ୧୧୪୦ ଜଣ ସଂକ୍ରମିତ ହୋଇଛନ୍ତି। ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଓ ପ୍ରିନ୍ସ ଫିଲିପଙ୍କୁ କ୍ୱାରାଣ୍ଟାଇନରେ ରଖିବା ଲାଗି ନିଷ୍ପତ୍ତି ହୋଇଛି। ରାଣୀଙ୍କୁ ବକିଂହାମ୍‌ ପ୍ୟାଲେସରୁ ଓ୍ବିଣ୍ଡସର କାଷ୍ଟଲ୍‌କୁ ନିଆଯାଇଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri