ଅନ୍ତର୍ଜାତୀୟ

ସାମ୍ନାକୁ ଆସିଲା କରୋନା ଭାଇରସରେ ସଂକ୍ରମିତ ଫୁସ୍‌ଫୁସ୍‌ର ପ୍ରଥମ ୩ଡି ଇମେଜ!

ଓ୍ବାଶିଂଟନ,୧୩।୩: କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଥିରେ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ୧ଲକ୍ଷ ପାର କରି ସାରିଲାଣି। ଅପରପକ୍ଷେ...

କରୋନା ଭାଇରସ: ଭାରତୀୟ ସଂସ୍କୃତିକୁ ଆପଣାଇଲା ଆମେରିକା

ଓ୍ବାଶିଂଟନ,୧୩।୩: କରୋନା ଭାଇରସର ଭୟ ଏତେ ମାତ୍ରାରେ ବଢି ଚାଲିଛି ଯେ ଏଥିରୁ ଦୂରେଇ ରହିବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। କରୋନା ଯୋଗୁ ଆଲିଙ୍ଗନ କରିବା, ହାତ ମିଳାଇବା ଆଦିକୁ ବାରଣ କରାଯାଇଥିବାରୁ ଏବେ ବିଦେଶୀମାନେ ଭାରତୀୟ ସଂସ୍କୃତିକୁ ଆପଣାଉଥିବା...

କରୋନା ଭାଇରସରେ ପୀଡ଼ିତ କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ

ଓଟାଓ୍ବା,୧୩।୩: କରୋନା ଭାଇରସ ଏବେ ପ୍ରାୟ ୧୧୭ ଦେଶକୁ ବ୍ୟାପିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କ ସହଧର୍ମିଣୀ ଶୋଫିଆ ଗ୍ରିଗୋଇରେ ଟ୍ରୁଡେ ମଧ୍ୟ ଏଥିରେ ପୀଡିତ ହୋଇଥିବା ସୂଚନା ମିଳିଛି। ଲଣ୍ଡନରୁ ଫେରିବା ପରେ ତାଙ୍କ ନିକଟରେ ଫ୍ଲୁର...

ଟ୍ରମ୍ପଙ୍କୁ ଭେଟିଥିବା ବ୍ରାଜିଲ ଅଧିକାରୀଙ୍କୁ କରୋନା

ବ୍ଲୁମ୍‌ବର୍ଗ, ୧୩।୩: ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋଙ୍କ ସହଯୋଗୀ ତଥା ବରିଷ୍ଠ ଅଧିକାରୀ ଫାବିଓ ଓ୍ବାଜ୍‌ଙ୍ଗର୍ଟେନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାକ୍ଷାତ କରି ତାଙ୍କ ସହ ଡିନରରେ ଯୋଗ ଦେଇଥିଲେ। ସେ କରୋନା ସଂକ୍ରମିତ ଥିବା ଗୁରୁବାର ଜଣାପଡ଼ିଛି।...

କରୋନା ଯୋଗୁ ୩୬ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ: ସମାଧାନର ବାଟ ଖୋଜୁଛି ୟୁନେସ୍କୋ

ଜେନେଭା,୧୨।୩: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପୃଥିବୀର ୧୨୧ ଦେଶରେ ସଙ୍କଟ ଦେଖାଦେଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶରେ ବହୁ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏହା ଦ୍ୱାରା ୩୬ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ଶିକ୍ଷା ପ୍ରଭାବିତ ହୋଇଥିବା...

ୟୁରୋପ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା: ଓ୍ବାଶିଂଟନ୍‌ରେ ଜରୁରୀକାଳିନ ଘୋଷଣା

ଓ୍ବାଶିଂଟନ୍‌,୧୨।୩: କରୋନା ଭାଇରସ୍‌ ସାରା ବିଶ୍ୱରେ ଧିରେ ଧିରେ ନିଜର କାୟା ବିସ୍ତାର କରଚାଲିଛି। ଏଥିଯୋଗୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଛି। ଅପରପକ୍ଷେ କରୋନା ଯୋଗୁ ଆମେରିକା ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି।...

ମହାକାଶରେ ବନ୍ଧା କୋବି ଚାଷ କଲା ନାସା

ଓ୍ବାଶିଂଟନ, ୧୨।୩: ମହାକାଶ ଗବେଷଣା ସଂସ୍ଥା ନାସା ଏକ ନୂଆ ଅଧ୍ୟୟନ କରିଛି। ମହାକାଶରେ ନାସାର ବୈଜ୍ଞାନିକ ସାଲାଡରେ ବ୍ୟବହାର କରାଯାଉଥିବା ବନ୍ଧା କୋବି(ଲେଟସ୍‌) ଚାଷ କରିବାକୁ ସକ୍ଷମ ହୋଇଛନ୍ତି। ମହାକାଶରେ ଚାଷ କରାଯାଇଥିବା ଏହି ବନ୍ଧା କୋବି ପୃଥିବୀରେ...

ଭିଟାମାଟି ଛାଡ଼ିଛନ୍ତି ୭ କୋଟି ଶରଣାର୍ଥୀ: ନ ମିଳିଲେ ଶରଣ ହଜାର ହଜାର ବାଳିକା ଚୋରା ଚାଲାଣ ହେବା ଆଶଙ୍କା

ଜେନେଭା,୧୨।୩: ପୃଥିବୀରେ ଶରଣାର୍ଥୀଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। ସମ୍ପ୍ରତି ବିଭିନ୍ନ ଦେଶରେ ୭ କୋଟିରୁ ଅଧିକ ଶରଣାର୍ଥୀ ରହିଛନ୍ତି। ଗୃହଯୁଦ୍ଧ, ଆତଙ୍କବାଦ ଅବା ଅନ୍ୟ ରାଜନୈତିକ କାରଣରୁ ସେମାନେ ନିଜ ଭିଟାମାଟିର ମୋହ ପଛରେ ପକାଇ ଅନ୍ୟ ଦେଶରେ...

ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ ଏନେଇ ଟୁଇଟର ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ସମ୍ପ୍ରତି ଟୁଇଟରରେ ପ୍ରାୟ ୫,୦୦୦...

କରୋନା ସମ୍ପର୍କରେ ବାହାରେ ପ୍ରକାଶ କଲେ ଜୀବନରୁ ମାରି ଦିଆଯିବ: ଡାକ୍ତରଙ୍କୁ ଧମକାଇଥିଲେ ଚାଇନା ଅଧିକାରୀ

ବେଜିଂ,୧୨।୩: ଚାଇନାର ଉହାନରେ ଦେଖାଦେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ପୃଥିବୀର ୧୨୧ଟି ଦେଶରେ ପହଞ୍ଚିଛି। ଯଦି ଚାଇନା ସରକାର ଡାକ୍ତରଙ୍କ କଥା ଶୁଣିଥାନ୍ତେ ତେବେ ହୁଏତ ଆଜି କରୋନା ପୃଥିବୀରେ ମହାମାରୀ ଭାବେ ଉଭା ହୋଇ ନ ଥାନ୍ତା।...

ହାତରେ ଟର୍ଚ୍ଚ ଧରି ଏଭରେଷ୍ଟ ଶୃଙ୍ଗ ଚଢୁଛନ୍ତି ପର୍ବତାରୋହୀ

କାଠମାଣ୍ଡୁ,୧୨।୩: ଏବେ ଗିରି ଶୃଙ୍ଗ ଏଭରେଷ୍ଟ ଚଢିବା ପାଇଁ ପର୍ବତାରୋହୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗିରିଶୃଙ୍ଗ ଆରୋହଣ କରିବାର ନିଶାରେ ମସଗୁଲ୍‌ ପର୍ବତାରୋହୀ ହାତରେ ଟର୍ଚ୍ଚ ଧରି ଆଗେଇ ଚାଲିଛନ୍ତି। ଏ ସମ୍ପର୍କିତ ଏକ ଫଟୋ ଆଇଏଫ୍‌ଏସ୍‌ ଅଫିସର ପରବିନ୍‌...

ଟମ୍‌ ହଙ୍କ୍‌,ରିଟା ଓ୍ବିଲସନଙ୍କୁ କରୋନା ସଂକ୍ରମଣ

ଲସ୍‌ଏଞ୍ଜେଲସ୍‌,୧୨।୩: ହଲିଉଡ୍‌ ଅଭିନେତା ଟମ୍‌ ହଙ୍କ୍‌ ଏବଂ ତାଙ୍କ ସ୍ତ୍ରୀ ରିଟା ଓ୍ବିଲସନ୍‌ଙ୍କୁ କରୋନା ସଂକ୍ରମଣ ହୋଇଛି। ସେମାନଙ୍କ ନମୂନା ପରୀକ୍ଷାରୁ ଏହା ଜଣାପଡ଼ିଛି। ଅଷ୍ଟ୍ରେଲିଆରେ ହୋଇଥିବା ଏକ ପରୀକ୍ଷାରେ ଉଭୟ ଟମ୍‌ ଓ ରିଟାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri