ଅନ୍ତର୍ଜାତୀୟ

ଚାଇନାକୁ ୨ଶହ ଟନ୍‌ ଚାଉଳ ଦାନ କଲା ମ୍ୟାନମାର

ୟାନଗୋନ,୧।୩: କରୋନା ଭାଇରସ କବଳରେ ପଡି ଆର୍ଥିକ ସ୍ତରରେ ପଛକୁ ଚାଲିଯାଇଥିବା ଚାଇନାକୁ ଏବେ ବିଭିନ୍ନ ଦେଶ ସହାୟତାର ହାତ ବଢାଇଛନ୍ତି। ଏହି କ୍ରମରେ ରବିବାର ମ୍ୟାନମାର ଚାଇନାକୁ ୨୦୦ଟନ୍‌ ଚାଉଳ ଦାନ କରିଥିବା ଘୋଷଣା କରିଛି। ୟାଗୋନ ଅଞ୍ଚଳରେ...

ଲଣ୍ଡନରେ ଦିଲ୍ଲୀ ହିଂସାକୁ ବିରୋଧ: ଶାହାଙ୍କ ଇସ୍ତଫା ଦାବି

ଇଂଲଣ୍ଡ,୧।୩: ଦିଲ୍ଲୀରେ ଘଟିଥିବା ଭିଡ ହିଂସାର ପ୍ରଭାବ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଏହା ବିରୋଧରେ ଲଣ୍ଡନ, ପ୍ୟାରିସ୍‌,ବ୍ରସେଲ୍ସ୍‌, ଜେନେଭା, ହେଲସିଙ୍କ୍‌,କାରାକୋୱ, ଦି ହଗ୍‌, ଷ୍ଟକ୍‌ହୋମ୍‌, ଡବଲିନ୍‌, ବର୍ଲିନ୍‌, ମ୍ୟୁନିଚ୍‌, ଗ୍ଲାସ୍‌ଗୋ ଆଦି ୧୬ଟି ୟୁରୋପିଆନ୍ ସହରରେ ବାସ କରୁଥିବା...

ପ୍ରଦୂଷଣରୁ ମୁକୁଳୁଛି କାରୋନା ଭାଇରସ ପ୍ରଭାବିତ ଚାଇନା!

ଓ୍ବାଶିଂଟନ,୧।୩: କରୋନା ଭାଇରସରେ ପ୍ରଭାବିତ ହୋଇଥିବା ଚାଇନା ଏବେ ପ୍ରଦୂଷଣରୁ ମୁଳୁଳୁଥିବା ଦେଖାଯାଇଛି। ଏହାକୁ ନେଇ ଆମେରିକା ମହାକାଶ ଏଜେନ୍ସି ନାସା ଏକ ଫଟୋ ଜାରି କରି ଏହି ସୂଚନା ଦେଇଛି। ନାସାର ଉକ୍ତ ଫଟୋରେ ଚାଇନାର ମୁଖ୍ୟ ସହର...

ଜନବସତିରେ ରହିବା ପାଇଁ କରିବାକୁ ପଡ଼େ ଆପେଣ୍ଡିକ୍ସ୍‌ ଅପରେଶନ୍‌

ଓ୍ବାଶିଂଟନ,୧।୩: ଭାରତରେ ରହିବା ପାଇଁ ଭାରତୀୟ ନାଗରିକତ୍ୱ ପ୍ରମାଣ ଜରୁରୀ। ସେହିପରି ପୃଥିବୀର ବିଭିନ୍ନ ସ୍ଥାନରେ ରହିବା ଲାଗି ଭିନ୍ନ ଭିନ୍ନ ପ୍ରାମାଣିକ ତଥ୍ୟର ଆବଶ୍ୟକତା ରହିଥାଏ। ତେବେ ଅଣ୍ଟାର୍କଟିକାରେ ଏକ ଛୋଟ ଜନବସତି ବିଲାସ ଲାସ୍‌ ଏଷ୍ଟ୍ରେଲାସ୍‌ରେ ରହିବା...

ଚାଇନା ବାହାରେ ଚିହ୍ନଟ ହେଲେଣି ୬ହଜାର କରୋନା ଭାଇରସ ସଂକ୍ରମିତ

ଜେନେଭା,୧।୩: ଗତ ୨୪ ଘଣ୍ଟା ମଧ୍ୟରେ ଚାଇନା ବାହାରେ ପ୍ରାୟ ୧,୩୦୦ ନୂଆ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଏହି ସଂଖ୍ୟା ୬,୦୦୯ରେ ପହଞ୍ଚିଥିବା କହିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ। ଫେବୃୟାରୀ ୨୯ ସକାଳ ୧୦ଟା...

ଆମେରିକାରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୩: ଆମେରିକାରେ ଜଣେ ୫୦ ବର୍ଷିୟା ମହିଳାଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଶନିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ଏହାସହ ଆମେରିକାରେ ଆଉ ୨୨ ଜଣ କରୋନା ଭାଇରସରେ ସଂକ୍ରମିତ ଥିବା ସେ କହିଛନ୍ତି। କରୋନା...

ମା’ ହେବାକୁ ଯାଉଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଗର୍ଲ ଫ୍ରେଣ୍ଡ

ଲଣ୍ଡନ,୧।୩: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ପ୍ରେମିକା କୈରି ସାଇମଣ୍ଡସ୍‌ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏହି ଖବର ଜଣାପଡିବା ପରେ ପୂର୍ବରୁ ସେମାନେ ବିବାହ କରିଛନ୍ତି ବୋଲି ଶନିବାର କହିଛନ୍ତି। ତେବେ ଚଳିତବର୍ଷ ଗ୍ରୀଷ୍ମ ଆରମ୍ଭରେ ଏମାନେ ମାତାପିତା...

ଶହେ ବର୍ଷର ବୃଦ୍ଧା ପାଳିଲେ ୨୫ତମ ଜନ୍ମଦିନ

ଓ୍ବାଶିଂଟନ,୧।୩: ଆମେରିକାର ଜଣେ ବୃଦ୍ଧା ଡୋରିସ୍‌ କ୍ଲିଫ୍‌ ଶହେ ବର୍ଷ ବୟସରେ ୨୫ ତମ ଜନ୍ମଦିନ ପାଳନ କରିଛନ୍ତି। କଥାଟା ଅଡୁଆ ଲାଗୁଥିଲେ ବି ସତ। ଆମେରିକାର ପୋର୍ଟସ ମାଉଥ୍‌ରେ ଜନ୍ମ ନେଇଥିବା ଏହି ମହିଳାଙ୍କ ଜନ୍ମଦିନ ହେଉଛି ଫେବୃୟାରୀ...

ମୁହ୍ବିଦ୍ଦିନ୍‌ ୟାସିନ ମାଲେସିଆ ପ୍ରଧାନମନ୍ତ୍ରୀ

କୁଆଲାଲୁମ୍ପୁର,୧।୩(ଏଏଫ୍‌ପି): ପୂର୍ବତନ ଗୃହମନ୍ତ୍ରୀ ମୁହ୍ବିଦ୍ଦିନ୍‌ ୟାସିନଙ୍କୁ ମାଲେସିଆର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ନିଯୁକ୍ତି ଦିଆଯାଇଛି। ଫଳରେ ମହାଥିର୍‌ ମହମ୍ମଦଙ୍କ ଶାସନର ଅନ୍ତ ହୋଇଛି। ମୁହ୍ବିଦ୍ଦିନ ରବିବାର ଶପଥ ଗ୍ରହଣ କରିବେ। କିଛି ଦିନର ଅଚଳାବସ୍ଥା ପରେ ମହାଥିର୍‌ ପ୍ରଧାନମନ୍ତ୍ରୀ...

ଆଫଗାନିସ୍ତାନ ଉପରେ ଭାରତର ନଜର

ନୂଆଦିଲ୍ଲୀ/ ଦୋହା, ୧।୩(ପି.ଟି.): ତାଲିବାନ୍‌ ସହ ଐତିହାସିକ ଶାନ୍ତିଚୁକ୍ତି ସ୍ବାକ୍ଷର ପରେ ଆଫଗାନିସ୍ତାନରୁ ବିଦେଶୀ ସେନା ପ୍ରତ୍ୟାହାର ହେବା ନିଶ୍ଚିତ ହୋଇଛି। ଦୀର୍ଘ ୧୮ ବର୍ଷର ଯୁଦ୍ଧାଭିଯାନ ଶେଷକରି ଆମେରିକା ୧୪ ମାସ ମଧ୍ୟରେ ସେନା ପ୍ରତ୍ୟାହାର କରିବ ବୋଲି...

ତାଲିବାନ ଦମନର ପୃଷ୍ଠଭୂମି

କାବୁଲ,୧।୩: ୨୦୦୧ ସେପ୍ଟେମ୍ବର ୧୧ରେ ନ୍ୟୁୟର୍କସ୍ଥିତ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଓସାମା ବିନ୍‌ ଲାଡେନ୍‌ ନେତୃତ୍ୱରେ ଆଫଗାନିସ୍ତାନରେ ସକ୍ରିୟ ଥିବା ଅଲ୍‌କାଏଦା ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ, ଯେଉଁଥିରେ ୨୯୭୭...

୧୮ ବର୍ଷ ପରେ ଫେରୁଛି ଆମେରିକା ସେନା

୨୦୦୧ରୁ ଆଫଗାନିସ୍ତାନରେ ଆମେରିକା ଓ ନାଟୋ ସେନା ଉପସ୍ଥିତ ରହିଛନ୍ତି। ଯୁଦ୍ଧରେ ୨୪୦୦ ଆମେରିକା ସୈନ୍ୟ ପ୍ରାଣ ହରାଇଥିବାବେଳେ ଆଫଗାନିସ୍ତାନର ୧୦ ହଜାରରୁ ଊର୍ଦ୍ଧ୍ୱ ଯବାନ ନିହତ ହୋଇଥିଲେ। ଦୀର୍ଘଦିନର ସଂଘର୍ଷ ମଧ୍ୟରେ ସେଠାରେ ୫୦ ହଜାରରୁ ଅଧିକ ଲୋକଙ୍କ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri