ଅନ୍ତର୍ଜାତୀୟ

ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ସ୍ବାଗତ କରିବେ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ,୨୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ। ଭାରତରେ ୧ କୋଟିରୁ ଊର୍ଦ୍ଧ୍ୱ ଲୋକ ତାଙ୍କୁ ସ୍ବାଗତ କରିବେ ବୋଲି ଟ୍ରମ୍ପ ଆଗୁଆ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କୁ ୭୦ ଲକ୍ଷ ଲୋକ ସ୍ବାଗତ...

କରୋନା ସଂକ୍ରମଣ କମୁଛି

ବେଜିଂ,୨୧।୨(ପି.ଟି./ ଆଇଏଏନ୍‌ଏସ୍‌): ଚାଇନାରେ କରୋନା ସଂକ୍ରମଣରେ ଏପର୍ଯ୍ୟନ୍ତ ୨,୧୧୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ୭୪, ୫୭୬ରେ ପହଞ୍ଚିଛି। ବୁଧବାର ୧୧୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲେ ନୂଆ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଜଣାପଡ଼ିଛି। ଚାଇନାର...

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ଓ୍ବାଶିଂଟନ,୨୦।୨: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଇତିମଧ୍ୟରେ ୨୧୨୮ ଜଣଙ୍କ ମୃତ୍ୟୁ ଘଟିଛି। ପୃଥିବୀର ୨୮ରୁ ଅଧିକ ଦେଶରେ କରୋନା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ ଆମେରିକା ବୈଜ୍ଞାନିକୁଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବଡ଼ ସଫଳତା ମିଳିଛି।...

୧୨ ହଜାର ଟଙ୍କାରେ ଚଳିପାରିବେ ଆପଣ: ରୁଷିଆ ରାଷ୍ଟ୍ରପତିଙ୍କୁ ପ୍ରଶ୍ନ କଲେ ମହିଳା

ସେଣ୍ଟ ପିଟର୍ସବର୍ଗ,୨୦।୨: ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ ଜଣେ ମହିଳା କରିଥିବା ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ପୁଟିନ୍‌ ପୂର୍ବରୁ ବାସ କରୁଥିବା ସହର ସେଣ୍ଟ ପିଟର୍ସବର୍ଗ ଗସ୍ତ କରିଥିଲେ। ଏହି ଅବସରରେ ଜଣେ ମହିଳା ପ୍ରଶ୍ନ...

କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ଟ୍ରମ୍ପ କେବଳ...

ଅର୍ଥ ଅଭାବରୁ ଭଉଣୀଙ୍କ ପାଇଁ ଘରେ ସୁନ୍ଦର ଗାଉନ୍‌ ତିଆରି କଲେ ଭାଇ

ମନିଲା,୨୦।୨: ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ସବୁ ଭାଇ ଭାବନ୍ତି ତାଙ୍କ ଭଉଣୀ ସବୁଠାରୁ ଭଲ। ଆଉ ଭଉଣୀଙ୍କ କଷ୍ଟ କୌଣସି ଭାଇ ସହଜରେ ହଜମ କରି ପାରନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ।...

୩ ହଜାର ବର୍ଷ ପୁରୁଣା ମମି କଣ୍ଠରୁ ସୃଷ୍ଟି ହେଲା ଶବ୍ଦ

ବର୍ଲିନ୍‌,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ ପୁଣି ଥରେ ଶବ୍ଦ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହି ମମି ତତ୍‌କାଳୀନ...

କଣ୍ଟ୍ରୋଲ+ସି, କଣ୍ଟ୍ରୋଲ+ଭିର ଜନକ ଲାରି ଟେସଲରଙ୍କ ପରଲୋକ

ଓ୍ବାଶିଂଟନ,୨୦।୨: ବିଶ୍ୱରେ ଯେଉଁମାନେ କମ୍ପ୍ୟୁଟରର ବ୍ୟବହାର କରିଛନ୍ତି ସମସ୍ତେ କଣ୍ଟ୍ରୋଲ+ସି ଓ କଣ୍ଟ୍ରୋଲ+ଭିର ବ୍ୟବହାର ନିଶ୍ଚିତ ଭାବେ ଜାଣିଥିବେ। କାରଣ କମ୍ପ୍ୟୁଟର ବ୍ୟବହାର ସମୟରେ ଏହି ଦୁଇଟି ‘କି’ର ବ୍ୟବହାର ବହୁଳ ଭାବେ ହୋଇଥାଏ। ତେବେ ଏହି ୨ଟି ‘କି’ର...

କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ ଭାବେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଆମେରିକାର କୋଲୋରାଡୋରେ ଏଭଳି ଘଟିଛି।...

୧୦୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧

ଲଣ୍ଡନ,୨୦ା୨(ପି.ଟି.): ବିଶ୍ୱର ବିକାଶଶୀଳ ଅର୍ଥନୀତି ମଧ୍ୟରୁ ବଛାଯାଇଥିବା ୧୦୦ଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଭାରତରୁ ୧୧ଟି ସ୍ଥାନ ପାଇଛି। ଟାଇମ୍ସ ହାୟର ଏଜୁକେଶନ୍ସ ଇମର୍ଜିଂ ଇକୋନୋମିଜ୍‌ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ ୨୦୨୦ରୁ ଏହା ଜଣାପଡିଛି। ମୋଟ ୪୭ଟି ଦେଶର ୫୩୩ ବିଶ୍ୱବିଦ୍ୟାଳୟକୁ...

କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨,୧୧୨: ସୁସ୍ଥ ହେଲେ ସବୁଠାରୁ କମ୍‌ ବୟସର ଶିଶୁ

ବେଜିଂ,୨୦।୨: କରୋନା ଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୨,୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୪,୧୮୫ ଏହି ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା କୁହାଯାଉଛି। ଏଥିରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଚାଇନାର ହୁବଇ...

ଜାପାନ ଜାହାଜରେ କରୋନା ଭାଇରସ୍‌ ସଂକ୍ରମିତ ୨ ବ୍ୟକ୍ତିଙ୍କ ମୃତ୍ୟୁ

ଟୋକିଓ,୨୦।୨: କରୋନା ଭାଇରସ୍‌ ଯୋଗୁ ଜାପାନର ଜାହାଜ ଡାଇମଣ୍ଡ ପ୍ରିନସେସ୍‌କୁ ଅଲଗା ରଖାଯାଇଥିବା ବେଳେ ଏଥିରେ ସଂକ୍ରମିତ ହୋଇଥିବା ୨ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାପାନ କ୍ରୁଜରେ କରୋନା ସଂକ୍ରମିତଙ୍କ ମଧ୍ୟରେ ଏହା ପ୍ରଥମ ମୃତ୍ୟୁ ବୋଲି କୁହାଯାଉଛି।...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri