ଅନ୍ତର୍ଜାତୀୟ

ଆମେରିକା-ଚାଇନା ଏକାଠି ହେବା ଜରୁରୀ

ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ମହାମାରୀର ରୂପ ନେଇ ୨୫ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡ ନେଲାଣି। ଏଥିଲାଗି ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏହାର ମୁକାବିଲା ଲାଗି ଆମେରିକା ଓ ଚାଇନା ଏକାଠି ହୋଇ କାମ କରିବା ଉଚିତ ବୋଲି ଚାଇନା...

୨୫ ହଜାର ଟପିଲା କରୋନା ମୃତ୍ୟୁ

ରୋମ୍‌/ଓ୍ବାଶିଂଟନ, ୨୮ା୩: କରୋନା ଭାଇରସ୍‌ ଅଦ୍ୟାବଧି ବିଶ୍ୱବ୍ୟାପୀ ୨୫ ହଜାର ୪୧୦ ମୁଣ୍ଡ ନେଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାରରେ ପହଞ୍ଚିଲାଣି। ଚାଇନାରେ ଏହି ଭୂତାଣୁ ସଂକ୍ରମଣରେ ୩,୨୯୨ ଜଣଙ୍କ ଜୀବନ ଯାଇଥିବା ବେଳେ ଇଟାଲୀରେ ସଂକ୍ରମଣଜନିତ...

ବିଷାକ୍ତ ମଦ ପିଇ ୩୦୦ ମୃତ

ତେହେରାନ,୨୮ା୩: ଘାତକ କୋଭିଡ୍‌-୧୯ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଇରାନରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୩୨,୩୩୨ରେ ପହଞ୍ଚତ୍ଥିବାବେଳେ ମୃତ୍ୟୁସଂଖ୍ୟା ୨,୩୭୮ ଛୁଇଁଛି। ଏଭଳି ସମୟରେ ସେଠାରେ ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା...

କରୋନା ଭାଇରସ ସଂକ୍ରମଣରେ ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ

ଲସ୍‌ ଆଞ୍ଜେଲସ୍‌,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କର କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା...

ନେପାଳ ପ୍ରଧାନମନ୍ତ୍ରୀ ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

କାଠମାଣ୍ଡୁ,୨୭।୩: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଅଲୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ୬୯ ବର୍ଷୀୟ ଅଲୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯିବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବାରୁ ତାଙ୍କୁ ତ୍ରିଭୁବନ ୟୁନିଭର୍ସିଟି ଟିଚିଂ...

କରୋନାରେ ପୀଡ଼ିତ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌

ଲଣ୍ଡନ,୨୭।୩: କରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥିବା ବେଳେ ଏବେ ଏହା ଧନୀ ଗରିବ ସମସ୍ତଙ୍କୁ ତା’ କବଳକୁ ନେଇ ସାରିଲାଣି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ଏବେ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ଗତ...

ଲୋକଙ୍କୁ ଦିଆଯାଉଛି କରୋନା ବର୍ଗର

ହାନୋଇ,୨୭।୩- ସମଗ୍ର ବିଶ୍ୱରେ କୋଭିଡ-୧୯ ଆତଙ୍କ ଖୋଳାଇଛି। ଫଳରେ କରୋନାକୁ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏହି ଭୟକୁ ଦୂର କରି ଲୋକଙ୍କ ମନୋବଳ ବଢ଼ାଇବା ପାଇଁ ଭିଏତନାମାର ରୋଷେୟା ହୋଙ୍ଗ ତୁଙ୍ଗ ଏକ ଅଭିନବ ପ୍ରୟାସ...

ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ କରି ସେମାନଙ୍କ ପ୍ରବେଶ ବନ୍ଦ ଲାଗି ଟ୍ରମ୍ପ୍‌ ସୀମାରେ...

ଜି-୨୦ ଜରୁରୀ ସମ୍ମିଳନୀରେ ଅର୍ଥ ଚିନ୍ତା

ରିୟାଦ/ନୂଆଦିଲ୍ଲୀ,୨୭ା୩: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏହି ପରିପ୍ରେକ୍ଷୀରେ ଜି-୨୦ ରାଷ୍ଟ୍ର ସମୂହର ଜରୁରୀ ସମ୍ମିଳନୀ ଗୁରୁବାର ସୌଦି ଆରବର ରିୟାଦରେ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ୍‌-୧୯ରୁ ମୁକ୍ତି ପାଇବା ପାଇଁ...

ଗରମ, ଆର୍ଦ୍ର ଜଳବାୟୁରେ କୋଭିଡ-୧୯ ସଂକ୍ରମଣ ହେବ ଧୀର

ଓ୍ବାଶିଂଟନ,୨୬।୩: ଗରମ ଓ ଆର୍ଦ୍ର ଜଳବାୟୁରେ କରୋନା ଭାଇରସ ସଂକ୍ରମଣ ଧୀରେ ହେବ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଏସିଆରେ ଥିବା ଦେଶ ଗୁଡିକରେ କରୋନା ସଂକ୍ରମଣକୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି। ଆମେରିକାର ମାସାଚୁସେଟସ୍‌ ଇନଷ୍ଟିଚ୍ୟୁଟ...

ଚାଇନାରେ ଠିକ୍‌ ହୋଇଥିବା ୧୦ ପ୍ରତିଶତ ରୋଗୀ ପୁଣି କରୋନାରେ ସଂକ୍ରମିତ!

ବେଜିଂ,୨୬।୩: ପ୍ରଥମ କରି ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ଏକ ପ୍ରକାର ବ୍ୟାପି ସାରିଲାଣି। ନିକଟରେ ଚାଇନାରୁ ଗୋଟିଏ ଦିନରେ କୌଣସି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବା ଖରବ ଆସିଥିଲା। ହେଲେ ୩...

ଲକ୍‌ ଡାଉନ୍‌ ଦେଲାନି କାମ: ଗୋଟିଏ ଦିନରେ ୧,୪୨୧ ମୁଣ୍ଡ ନେଲା କରୋନା

ମାଦ୍ରିଦ୍‌/ରୋମ,୨୬।୩: କରୋନା ସଂକ୍ରମଣ ପୃଥିବୀର ସମସ୍ତ ଦେଶରେ ଆତଙ୍କ ଜାରି ରଖିଛି। ସ୍ପେନ୍‌ ଏବଂ ଇଟାଲିରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହେବା ପରେ ମଧ୍ୟ ଗୋଟିଏ ଦିନରେ ୧,୪୨୧ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସ୍ପେନ୍‌ରେ ସରକାର ଗତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri