ଅନ୍ତର୍ଜାତୀୟ

ଚାଇନାରେ ହାହାକାର: କରୋନା ମୃତ୍ୟୁ ସଂଖ୍ୟା ୪୯୦ ଛୁଇଁଲା; ୨୪ ହଜାରରୁ ଅଧିକଙ୍କ ଠାରେ ଚିହ୍ନଟ

ବେଜିଂ,୫।୨: ଚାଇନାର କରୋନା ମହାମାରୀ ହାହାକାର ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୯୦ରେ ପହଞ୍ଚିଛି। ସେହିପରି ୨୪ ହଜାର ୩ଶହ ୨୪ଙ୍କଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଛି। କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଚାଇନାର...

ସଚେତନ କରିଥିବା ଚାଇନା ଡାକ୍ତର ଆଇସିୟୁରେ

ଉହାନ୍‌, ୫ା୨: ଚାଇନାରେ କରୋନା ଭାଇରସ୍‌ ଉଗ୍ର ରୂପ ଧାରଣ କରିଛି। ହେଲେ ଏହାର ଭୟାବହତାକୁ ନେଇ ପ୍ରଥମେ ଲୋକମାନଙ୍କୁ ସଚେନତ କରାଇଥିବା ଚାଇନା ଡାକ୍ତର ଲି ଓ୍ବେନ୍‌ଲିଆଙ୍ଗ (୩୪) ଏବେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସେ...

୧୦% ଭାରତୀୟଙ୍କୁ ହୋଇପାରେ କ୍ୟାନ୍‌ସର

ଜାତିସଂଘ,୫ା୨: କର୍କଟ ରୋଗ ଭାରତରେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଦେଶର ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି ନିଜ ଜୀବନ କାଳ ମଧ୍ୟରେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସେହିପରି ୧୫ ଜଣଙ୍କ ମଧ୍ୟରୁ ଜଣେ ଆକ୍ରାନ୍ତଙ୍କ ଜୀବନ...

କରୋନା: ୨୪ ଘଣ୍ଟାରେ ୭୫ ମୃତ

ବେଜିଂ/ନୂଆଦିଲ୍ଲୀ,୫-୨: ସାରା ବିଶ୍ୱକୁ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ଏହା ବ୍ୟାପି ୨୫ ଦେଶକୁ କବଳିତ କଲାଣି। ଏଥିସହ ଚାଇନାରେ କେବଳ ୪୨୬ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭାଇରସରେ...

କନ୍ଦାଉଛି କରୋନାଭାଇରସରେ ପୀଡିତ ବୃଦ୍ଧ ଦମ୍ପତିଙ୍କ ଶେଷ ଗୁଡବାୟ ଭିଡିଓ

ବେଜିଂ,୪।୨: ସାରା ବିଶ୍ୱକୁ ଡରାଉଛି କରୋନାଭାଇରସ। ଚାଇନାରେ ଏବେ କରୋନାଭାଇରସରେ ୪୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାରୁ ଊର୍ଦ୍ଧ୍ୱ ଲୋକ ଏବେ ଏଥିରେ ଆକ୍ରନ୍ତ ଅଛନ୍ତି। ଏହି କରୋନାଭାଇରସରେ ପୀଡିତ ଚାଇନାର ଏକ ବୃଦ୍ଧ ଦମ୍ପତିଙ୍କ ଭିଡିଓ...

ବର୍ଷକୁ ୯ କୋଟି ଦରମା ପାଉଥିବା ଅଧିକାରୀ ଖାଦ୍ୟ ଚୋରି କରି ହେଲେ ନିଲମ୍ବିତ

ଲଣ୍ଡନ,୪।୨: ବର୍ଷକୁ ୯ କୋଟିରୁ ଅଧିକ ଟଙ୍କା ଦରମା ପାଉଥିବା ଜଣେ ଅଧିକାରୀ ଖାଦ୍ୟ ଚୋରି କରି ନିଲମ୍ବିତ ହୋଇଛନ୍ତି। ସେ କ୍ୟାଣ୍ଟିନ୍‌ରୁ ସ୍ୟାଣ୍ଡ୍‌ଓ୍ବିଚ୍‌ ଚୋରି କରୁଥିବା ଅଭିଯୋଗ ହୋଇଛି। ସିଟି ଗ୍ରୁପ୍‌ର ଲଣ୍ଡନ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ବରିଷ୍ଠ...

ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ: ୧୩୫୦୦ ଆପାର୍ଟମେଣ୍ଟରେ ରହିପାରିବେ ୩୦ ହଜାର ଲୋକ

କାହିରା,୪।୨: ମିଶରର ରାଜଧାନୀ କାହିରାରେ ପୃଥିବୀର ସର୍ବ ବୃହତ୍‌ ଆବାସିକ କଲୋନୀ ନିର୍ମାଣ କରାଯାଉଛି। ଏଠାରେ ନିର୍ମିତ ହେବାକୁ ଥିବା ୩୫୦୦ ଆପାର୍ଟମେଣ୍ଟରେ ୩୦ ହଜାର ଲୋକ ରହିପାରିବେ ବୋଲି କୁହାଯାଉଛି। ଏହି କଲୋନୀକୁ ଗିନିଜ୍‌ ରେକର୍ଡରେ ସ୍ଥାନୀତ କରାଯାଇଛି।...

ଇଣ୍ଡୋନେସିଆରେ ସୁଗ୍ରୀବଙ୍କ ନାମରେ ସ୍ଥାପିତ ହେବ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ: ରାଷ୍ଟ୍ରପତି ଦେଲେ ମଞ୍ଜୁରୀ

ଜାକର୍ତ୍ତା, ୪।୨: ଇଣ୍ଡୋନେସିଆରେ ପ୍ରଥମ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ। ଏନେଇ ରାଷ୍ଟ୍ରପତି ଜୋକେ ଓ୍ବିଡୋଡୋ ମଞ୍ଜୁରୀ ଦେଇଛନ୍ତି। ଏହାକୁ ବାଲିର ଦେନପାସାରଠାରେ କାର୍ଯ୍ୟ କରିବ। ଏହାକୁ ଆଇ ଗୁଷ୍ଟି ବାଗୁସ୍‌ ସୁଗ୍ରୀବ ଷ୍ଟେଟ୍‌ ହିନ୍ଦୁ ୟୁନିଭରସିଟି ଭାବେ ନାମିତ...

ମାସ୍କ ପିନ୍ଧି ନ ଥିବାରୁ ମହିଳାଙ୍କୁ ଧରିଲା ପୋଲିସ

ବେଜିଂ,୪।୨: ଚାଇନାରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣରେ ଏପର୍ଯ୍ୟନ୍ତ ଚାଇନାରେ ୪୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। ଚାଇନା ସରକାର ଏହି ଭୂତାଣୁ ନ ବ୍ୟାପିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏପରିକି...

କରୋନା ଭୂତାଣୁରେ ଚାଇନା ବାହାରେ ଦ୍ୱିତୀୟ ମୃତ୍ୟୁ

ହଂକଂ,୪।୨: କରୋନା ଭୂତାଣୁରେ ମୃତ ଓ ଆକ୍ରନ୍ତଙ୍କ ସଂଖ୍ୟା ଚାଇନାରେ ପ୍ରତି ଘଣ୍ଟାରେ ବଢି ଚାଲିଛି। ବିଶ୍ୱର ଅନ୍ୟ ଦେଶରେ ଚାଇନାରୁ ଫେରିଥିବା କେତେକ ଲୋକଙ୍କ ପାଖେ କରୋନା ଭୂତାଣୁ ପଜିଟିଭ ଥିବା ଦେଖାଯାଇଥିବା ବେଳେ ଏବେ ଚାଇନା ବାହାରେ...

୩ ବର୍ଷରେ ୨ ଯୁବକ ସମୁଦ୍ରରୁ ବାହାର କଲେ ୪ ହଜାର ଟନ୍‌ ପ୍ଲାଷ୍ଟିକ୍‌

ଓ୍ବାଶିଂଟନ,୪।୨: ସମୁଦ୍ରରେ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ପୃଥିବୀ ସାରା ସଚେତନତା ଅଭିଯାନ ଜାରି ରହିଛି। ଏହି ମର୍ମରେ ଆମେରିକା ଫ୍ଲୋରିଡ଼ାର ୨ ଜଣ ଯୁବକ ଗତ ୩ ବର୍ଷ ମଧ୍ୟରେ ସମୁଦ୍ରରୁ ୪ ହଜାର...

କରୋନା ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଲା: ୨୪ ଘଣ୍ଟାରେ ୬୫ ଜଣଙ୍କ ମୃତ୍ୟୁ

ବେଜିଂ,୪।୨: ଚାଇନାର କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୪୨୬ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୁତାଣୁ ଯୋଗୁ ୬୫ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ ହଜାର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri