ଅନ୍ତର୍ଜାତୀୟ

କରୋନା ଆତଙ୍କ: କୁକୁର ଫେସ୍‌ ମାସ୍କ୍‌ ବିକ୍ରିରେ ୧୦ ଗୁଣା ବୃଦ୍ଧି

ବେଜିଂ, ୨।୨: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକେ ଫେସ୍‌ ମାସ୍କ୍‌ ବ୍ୟବହାର କରୁଛନ୍ତି। ନିଜ ପୋଷା କୁକୁରଙ୍କୁ ଏହି ଭୁତାଣୁ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି...

ଚାଇନାରେ ଫଶିଥିବା ପାକିସ୍ତାନ ଛାତ୍ର ଇମ୍ରାନଙ୍କୁ କହିଲେ ଭାରତଠାରୁ କିଛି ଶିଖ

ବେଜିଂ,୨।୨: କରୋନାଭାଇରସ କାରଣରୁ ଚାଇନାର ଉହାନ ସହରରେ ବହୁଲୋକ ଫଶି ରହିଛନ୍ତି। ଏବେ ସେଠାକୁ ଯିବାକୁ ଚାଇନା ପକ୍ଷରୁ ବାରଣ କରାଯାଇଛି। କାରଣ ଉହାନ ସହରରେ ହିଁ ସବୁଠାରୁ ଅଧିକ ଲୋକ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେଠାରେ ଥିବା...

ଫିଲିପାଇନ୍ସରେ ପ୍ରଥମ କରୋନାଭାଇରସ ସଂକ୍ରମିତଙ୍କ ମୃତ୍ୟୁ

ମାନିଲା,୨।୨: ସାରା ବିଶ୍ୱରେ କରୋନାଭାଇରସର ଭୟ। ଏହା ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ସାରା ବିଶ୍ୱକୁ ଏହା କାୟା ବିସ୍ତାର କରି ଚାଲିଛି। ଫିଲିପାଇନ୍ସରେ କରୋନାଭାଇରସରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ତେବେ ଫିଲିପାଇନ୍ସର...

କରୋନାଭାଇରସ: ଚାଲୁ ଚାଲୁ ଟଳି ପଡୁଛନ୍ତି ଲୋକେ

ବେଜିଂ,୧।୨: ସମଗ୍ର ଚାଇନା ଏବେ କରୋନାଭାଇରସ କବଳରେ। ଏବେସୁଦ୍ଧା ସେଠାରେ ପ୍ରାୟ ୨୫୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆକ୍ରାନ୍ତ ଅଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ଶୁଣିବାକୁ ମିଳିଛି କି ଏଠାରେ...

୧୦ ହଜାର ୫୫ ବର୍ଷରୁ ଅଧିକ ବୟସ୍କ ଲୋକ ଚାହୁଁଛନ୍ତି ଇଛା ମୃତ୍ୟୁ

ଆମଷ୍ଟରଡାମ,୧।୨: ନେଦରଲାଣ୍ଡର ବରିଷ୍ଠ ନାଗରିକ ଇଛା ମୃତ୍ୟୁ ଚାହୁଁଛନ୍ତି। ସେମାନଙ୍କର ବୟସ ୫୫ ବର୍ଷରୁ ଅଧିକ ରହିଛି। ଦେଶର ୧୦ ହଜାର ଶହେ ୫୬ ଲୋକ ଇଛାମୃତ୍ୟୁ ଆବେଦନ ସରକାରଙ୍କ ପାଖକୁ ପଠାଇଛନ୍ତି। ଦେଶରେ ଇଛାମୃତ୍ୟୁ ଚାହୁଁଥିବା ଏଭଳି ଲୋକଙ୍କ...

କରୋନାରୁ ବର୍ତ୍ତିବା ପାଇଁ ଭାରତକୁ ଏନ୍‌-୯୫ ମାସ୍କ ମାଗିଲା ଚାଇନା

ବେଜିଂ,୧।୨: ଚାଇନାରେ କରୋନା ଭୂତାଣୁ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏଥିଯୋଗୁ ଏବେ ପର୍ଯ୍ୟନ୍ତ ୨୫୯ ଜଣଙ୍କର ଜୀବନ ଗଲାଣି। ଏହି ରୋଗରେ ପ୍ରାୟ ୧୨ହଜାରରୁ ଊର୍ଦ୍ଧ୍ୱ ଚାଇନା ନାଗରିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏପରିସ୍ଥିତିରେ ଏବେ ଚାଇନା...

ଚାଇନାରୁ ନିଜ ନାଗରିକଙ୍କୁ ଫେରାଇ ଆଣିବନି ପାକିସ୍ତାନ

ଇସ୍‌ଲାମାବାଦ,୧।୨: ଚାଇନାରେ ଏବେ କରୋନା ଭୂତାଣୁ ମହାମାରୀର ରୂପ ନେଇଛି। ଏବେ ଏଠାକୁ କିଛି ଦେଶ ସେମାନଙ୍କ ବିମାନ ସେବା ବନ୍ଦ କରିଦେଇଥିବା ବେଳେ ଆଉ କିଛି ଦେଶ ସେମାନଙ୍କ ବିମାନ ସେବାକୁ କମାଇ ଦେଇଛନ୍ତି। ଭାରତ ସମେତ କିଛି...

ଇୟୁରୁ ବିଦାୟ ନେଲା ବ୍ରିଟେନ

ଲଣ୍ଡନ/ବ୍ରସେଲ୍ସ,୧ା୨: ଦୀର୍ଘ ସାଢ଼େ ୩ ବର୍ଷର ଉଦ୍ୟମ ପରେ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯାଇଛି। ଏହା ୟୁରୋପ ଏବଂ ବ୍ରିଟେନ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ଥିଲା। ଦୀର୍ଘ ଅର୍ଦ୍ଧଶତାବ୍ଦୀର ସମ୍ପର୍କ ଛିନ୍ନ...

ରୁଷରେ ୨ କରୋନାଭାଇରସ ପଜିଟିଭ

ମସ୍କୋ,୩୧।୧: ସାରା ବିଶ୍ୱକୁ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ପ୍ରଥମେ ଚାଇନାରେ ଦେଖାଯାଇଥିବା ଏହି ଭୂତାଣୁ ଏବେ ମହାମାରୀର ରୂପ ନେଲାଣି। ରୁଷରେ ପ୍ରଥମ କରି ୨ ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ଥିବା ଜଣାପଡିଛି। ଡେପୁଟି...

ଫଟୋଶୁଟ୍‌ ପାଇଁ ଏକାଠି ହେଲେ ଗୋଟିଏ ଓ୍ବାର୍ଡରେ ୧୯ସନ୍ତାନ ଜନ୍ମ ଦେଇଥିବା ୧୯ ନର୍ସ

ଓ୍ବାଶିଂଟନ,୩୧।୧: କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଏକ ଘରୋଇ ହସ୍ପିଟାଲର ଗୋଟିଏ ୟୁନିଟରେ କାମ କରୁଥିବା ୧୯ ଜଣ ନର୍ସ ପାଖାପାଖି ମାସରେ ଗର୍ଭବତୀ ହୋଇଛନ୍ତି। ଏମାନେ ୨୦୧୯ରେ ମଧ୍ୟ ମାସେ ଦୁଇ ମାସ ବ୍ୟବଧାନରେ ୧୯ ସନ୍ତାନ...

ତରଳୁଛି ଫ୍ଲୋରିଡାକ୍ଷେତ୍ର ଭଳି ହିମପାହାଡ଼: ଚେତାବନୀ ଦେଲେ ବୈଜ୍ଞାନିକ

ଓ୍ବାଶିଂଟନ,୩୧।୧: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଫ୍ଲୋରିଡାର କ୍ଷେତ୍ର ଭଳି ହିମପାହାଡ଼ ତରଳିବାରେ ଲାଗିଛି ବୋଲି ସମ୍ପୃକ୍ତି ଏକ ଗବେଷଣାରୁ ଜଣାପଡ଼ିଛି। ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ଓ୍ବାର୍ମିଂ ଯୋଗୁ ପ୍ରଥମଥର ପାଇଁ ଆଣ୍ଟାର୍କଟିକାରେ ଗରମ ପାଣି ଯୋଗୁ...

‘କରୋନା’ ଭୂତାଣୁ ଆତଙ୍କ: ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲ୍ୟୁଏଚଓ

ନୂଆଦିଲ୍ଲୀ,୩୧।୧: ଭୟଙ୍କର ‘କରୋନା’ ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାକୁ ଲାଗିଛି। ଏହି ଭାଇରସ ଏବେ ବିଶ୍ୱର ୧୮ଟି ଦେଶରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ଏହାକୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)। ସମସ୍ତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri