ଅନ୍ତର୍ଜାତୀୟ

ଶିଳ୍ପଭଳି ଆତଙ୍କବାଦୀକୁ ପ୍ରାୟୋଜିତ କରୁଛି ପାକିସ୍ତାନ: ଏସ. ଜୟଶଙ୍କର

ନୂଆଦିଲ୍ଲୀ,୨୩।୩: ପାକିସ୍ତାନ ଆତଙ୍କବାଦକୁ ପ୍ରାୟ ଏକ “ଶିଳ୍ପ ସ୍ତରରେ” ପ୍ରାୟୋଜିତ କରୁଛି। ବୈଦେଶିକ ମନ୍ତ୍ରୀ ଡ. ଏସ. ଜୟଶଙ୍କର କହିଛନ୍ତି ବର୍ତ୍ତମାନ ଭାରତର ମନୋବଳ ଆତଙ୍କବାଦୀଙ୍କୁ ଅଣଦେଖା କରିବା ଉଚିତ ନୁହେଁ ଏବଂ ଏହା ଆଉ ଏହି ସମସ୍ୟାର ସମାଧାନ...

ମସ୍କୋ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଆଇଏସ, ଏବେ ପର୍ଯ୍ୟନ୍ତ ୭୦ ମୃତ

ମସ୍କୋ,୨୩।୩: ରୁଷିଆର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭୦ଜଣ ପ୍ରାଣ ହରାଇଛନ୍ତି। ଏହି ସୂଚନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶନିବାର (ମାର୍ଚ୍ଚ ୨୩, ୨୦୨୪) ସକାଳେ ହ୍ୟାଣ୍ଡେଲ@spectatorindex ସହିତ ଦିଆଯାଇଥିଲା। ଏହା ବ୍ୟତୀତ ଆତଙ୍କବାଦୀ ଆକ୍ରମଣରେ ୧୪୫...

କ୍ୟାନସରରେ ପୀଡ଼ିତ ଅଛନ୍ତି ପ୍ରିନସେସ୍‌ ଅଫ ଓ୍ବେଲ୍ସ କେଟ ମିଡଲଟନ

ଲଣ୍ଡନ,୨୩।୩: ୱେଲ୍ସର ରାଜକୁମାରୀ କେଟ ମିଡଲଟନ କହିଛନ୍ତି ଯେ ସେ କ୍ୟାନସରରେ ପୀଡିତ ଏବଂ ଏବେ କେମୋଥେରାପି ନେଉଛନ୍ତି। ଶୁକ୍ରବାର ଏକ ଭିଡିଓ ପ୍ରସାରଣ ପରେ ଏହା ଜଣାପଡିଛି। ତେବେ ଭିଡିଓଟି ବୁଧବାର ରେକର୍ଡ କରାଯାଇଛି। ଏହି ଭିଡିଓ ଏମିତି...

ଭାରତ-ଭୁଟାନ ଟ୍ରେନ୍‌ ଚାଲିବ

ଥିମ୍ଫୁ,୨୩।୩ (ପି.ଟି.): ଶକ୍ତି, ବାଣିଜ୍ୟ, ଡିଜିଟାଲ ଯୋଗାଯୋଗ, ମହାକାଶ ଏବଂ କୃଷି କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଶୁକ୍ରବାର ଅନେକ ବୁଝାମଣା ପତ୍ର (ଏମ୍‌ଓୟୁ) ବିନିମୟ ହେବା ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଦୁଇ ଦେଶ...

ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ

ଓ୍ବାଶିଂଟନ୍‌,୨୩ା୩: ଆମେରିକାର ଶିକାଗୋରୁ ସୋମବାର ବାହାରିବାକୁ ଥିବା ରାମମନ୍ଦିର ରଥଯାତ୍ରା ଦେଶର ୪୮ ରାଜ୍ୟ ଭ୍ରମଣ କରିବ। ୬୦ ଦିନ ମଧ୍ୟରେ ଏହା ୮,୦୦୦ରୁ ଅଧିକ ମାଇଲ ଅତିକ୍ରମ କରି ୮୫୧ ମନ୍ଦିର ବୁଲିବ। ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ...

ଆମେରିକାରେ ସତର୍କ ରୁହନ୍ତୁ ଭାରତୀୟ

ନ୍ୟୁୟର୍କ,୨୩ା୩: ଆମେରିକାରେ ବସବାସ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ଲଗାତର ଆକ୍ରମଣ ହେଉଥିବାରୁ ସେମାନଙ୍କୁ ସତର୍କ ରହିବା ପାଇଁ ପେପ୍ସିକୋର ପୂର୍ବତନ ସିଇଓ ଇନ୍ଦ୍ରା ନୂୟୀ ପରାମର୍ଶ ଦେଇଛନ୍ତି। ଆମେରିକାରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସେମାନେ ସ୍ଥାନୀୟ...

ମୋଦିଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ଥିମ୍ପୁ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଭୁଟାନ ଗସ୍ତରେ ଅଛନ୍ତି। ଏହି ସମୟରେ ତାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଦି ଡ୍ରକ ଗୟାଲପୋ’ ପ୍ରଦାନ କରାଯାଇଥିଲା। ଭୁଟାନର ରାଜା ଜିଗମେ ଖେସର ନାମଗିଲ ୱାଙ୍ଗଚୁକ...

ବ୍ରିଟିଶ ରାଜକୁମାରୀ କେଟ ମିଡଲଟନଙ୍କ ମେଡିକାଲ ରିପୋର୍ଟ ଲିକକୁ ନେଇ ହଙ୍ଗାମା

ଲଣ୍ଡନ,୨୨।୩: ବ୍ରିଟେନରେ ନାଗରିକଙ୍କ ଗୋପନୀୟତା ରକ୍ଷା ପାଇଁ ସୂଚନା କମିଶନର୍‌ ଅଫିସ (ଆଇସିଓ) ବ୍ରିଟିଶ ରାଜ ପରିବାରର ବୋହୂ କେଟ ମିଡଲେଟନଙ୍କ ମେଡିକାଲ ରେକର୍ଡ ଲିକ ହୋଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ବ୍ରିଟେନରେ ଏକ ପୁରୁଣା...

ପ୍ରତିରକ୍ଷା ମନ୍ତ୍ରୀରୁ ହେବେ ରାଷ୍ଟ୍ରପତି

ଜାକର୍ତ୍ତା,୨୨।୩: ଇଣ୍ଡୋନେସିଆ ପ୍ରତିରକ୍ଷା ମନ୍ତ୍ରୀ ପ୍ରାବୋଓ୍ବୋ ସୁବିଅନ୍ତୋ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ଘୋଷିତ ହୋଇଛନ୍ତି। ତାଙ୍କୁ ୫୮.୬ ପ୍ରତିଶତ ଭୋଟ ମିଳିଥିବା ବେଳେ ଜାକର୍ତ୍ତାର ପୂର୍ବତନ ଗଭର୍ନର ଆନିସ୍‌ ବାସ୍ବେଡାନଙ୍କୁ ୨୪.୯ ଏବଂ କେନ୍ଦ୍ରୀୟ ଜାଭାର ପୂର୍ବତନ ଗଭର୍ନର ଗଞ୍ଜର...

ମୋଦିଙ୍କୁ ସ୍ବାଗତ କରି ଭୁଟାନବାସୀ କହିଲେ ଆମେ ଭାଗ୍ୟବାନ, ଭାରତ ଆମର ବନ୍ଧୁ

ଥିମ୍ପୁ,୨୨।୩: ଦୁଇ ଦିନିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଶୁକ୍ରବାର ସକାଳେ ନୂଆଦିଲ୍ଲୀରୁ ଭୁଟାନର ରାଜଧାନୀ ଥିମ୍ଫୁକୁ ଯାଇ କିଛି ଘଣ୍ଟା ପରେ ଭୁଟାନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ଭୁଟାନ ଗସ୍ତକୁ ନେଇ ସେଠାକାର ଲୋକମାନେ...

ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୨୨।୩: ଶୁକ୍ରବାର ଇଣ୍ଡୋନେସିଆର ଜାଭା ଦ୍ୱୀପ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ଜିଓଫିଜିକ୍ସ ଏଜେନ୍ସି (BKMG) କହିଛି ଯେ ରକ୍ଟର ସ୍କେଲରେ ଏହା ୬.୧ ମାପ ବିଶିଷ୍ଟ ଏକ ଭୂକମ୍ପ ଉପକୂଳଠାରୁ ୧୦ କିଲୋମିଟର (୬.୨୧ମାଇଲ)...

ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୧୨ ଆହତ

କାବୁଲ,୨୧ା୩: ଗୁରୁବାର ଆଫଗାନିସ୍ତାନର କାନ୍ଦାହାର ସହରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜଣେ ପ୍ରାଦେଶିକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶକୁ ଶାସନ କରୁଥିବା ତାଲିବାନ ଅଧିକାରୀଙ୍କ ଗଡ଼...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri