ଅନ୍ତର୍ଜାତୀୟ

ପିତାଙ୍କ ଏମିତି ଫଟୋ ଛାଡିଲେ ଝିଅ, ଲୋକେ ହେଲେ ଭାବୁକ

କାନବେରା,୭।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଭୟଙ୍କର ନିଆ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ରାତିଦିନ ଲାଗିପଡିଛନ୍ତି। କିଛିଦିନ ପୂର୍ବରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ନିଆଁ ଲିଭାଉ ଥିବା ଏକ...

ଆଣବିକ ଚୁକ୍ତିକୁ ମାନିବନି ଇରାନ

ତେହେରାନ,୭ା୧: ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟା ପରେ ତେହେରାନ ୨୦୧୫ର ଆଣବିକ ଚୁକ୍ତିନାମାକୁ ମାନିବ ନାହିଁ ବୋଲି ଘୋଷଣା କରିଛି। ଫଳରେ ଇରାନ ଆଣବିକ ବୋମା ପ୍ରସ୍ତୁତ କରିବା ସମ୍ଭାବନା ସୃଷ୍ଟି ହୋଇଛି। ସେପଟେ ଇରାକ...

ସୋଲେମାନୀଙ୍କୁ ଅନ୍ତିମ ବିଦାୟ

ଦୁବାଇ,୬।୧: କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନରାଲ କାସିମ ସୋଲେମାନୀଙ୍କୁ ସୋମବାର ଅନ୍ତିମ ବିଦାୟ ଦିଆଯାଇଛି। ଏହି ଅବସରରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲି ଖାମନେଇ ଶେଷ ନମାଜ ପାଠ କରିଥିଲେ। ସୋଲେମାନୀଙ୍କୁ ବିଦାୟ ଦେବା ଲାଗି ତେହରାନ...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ

ସିଡ୍‌ନୀ,୬।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ନିଆଁରେ ପାଖାପାଖି ୫୦ କୋଟି ବନ୍ୟଜୀବଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି। ଅଧିକାଂଶ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଏଥିରେ କୋଆଲାଙ୍କ ମୃତ୍ୟୁ ସଂଖ୍ୟା...

ଆମେରିକା ସେନା ଶିବିର ଉପରେ ଆତଙ୍କବାଦୀ ଆକ୍ରମଣ: ୩ ସେନା ନିହତ

ଓ୍ବାଶିଂଟନ,୬।୧: ସୋମାଲିଆରେ ଅଲ କାଏଦା ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଅଲ ସବାବ ଆତଙ୍କବାଦୀ ସଙ୍ଗଠନ କେନିଆରେ ଥିବା ଆମେରିକା ସେନା ଶିବିର ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। ଲାମୁ କାଉଣ୍ଟିରେ ଥିବା ସେନା ଶିବିର ଉପରେ...

ତିବ୍ବତରେ ସମରାଭ୍ୟାସ କରୁଛି ଚାଇନା

ବେଜିଂ,୬।୧: ଚାଇନା ସେନା ଭାରତ ସୀମାକୁ ଲାଗି ରହିଥିବା ଉଚ୍ଚସ୍ଥାନ ତିବ୍ବତରେ ବଡ ଧରଣର ସମରାଭ୍ୟାସ କରୁଥିବା ସୂଚନା ମିଳିଛି। ସେଠାରେ ଚାଇନା ସେନା ପକ୍ଷରୁ ଟାଇପ୍‌ ୧୫ ହାଲୁକା ଯୁଦ୍ଧ ଟ୍ୟାଙ୍କ ଓ ନୂଆ ୧୫ ଏମ୍‌ଏମ୍‌ ଯାନ...

ଟ୍ରମ୍ପଙ୍କ ମୁଣ୍ଡକାଟ୍‌ ପାଇଁ ୮୦ ମିଲିୟନ ଡଲାର ପୁରସ୍କାର ଘୋଷଣା କଲା ଇରାନ

ତେହେରାନ,୬।୧: ଆମେରିକା ଆକ୍ରମଣରେ ଇରାନ୍‌ର ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବା ପରେ ଦୁଇଦେଶ ମଧ୍ୟରେ ଚରମ ଉତ୍ତେଜନା ଦେଖାଦେଇଛି। ରବିବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ ଇରାନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବେ ବୋଲି ଧମକ...

କେନିଆରେ ଆମେରିକା ସେନାଘାଟିକୁ ଟାର୍ଗେଟ

ନାଇରୋବି,୬ା୧(ଏପି): ଆମେରିକା ଓ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବ ଏବେ ଅନ୍ୟ ଦେଶଗୁଡ଼ିକରେ ଅନୁଭୂତ ହେଲାଣି। ସୋମାଲିଆର ଚରମପନ୍ଥୀ ସଙ୍ଗଠନ ଅଲ୍‌-ଶବାବ୍‌ ରବିବାର ଭୋର ସମୟରେ କେନିଆସ୍ଥିତ ଆମେରିକାର ଏକ ସେନାଘାଟିକୁ ଟାର୍ଗେଟ କରିଛି। ଏହି ଆକ୍ରମଣରେ...

ଇରାକ ପାର୍ଲାମେଣ୍ଟରେ ସହମତି: ବିଦା ହେବେ ଆମେରିକା ସୈନ୍ୟ

ବେରୁଟ,୬ା୧(ଏପି): ଇରାକରୁ ଆମେରିକା ସୈନ୍ୟଙ୍କୁ ବିଦା କରାଯିବ। ଦେଶରୁ ଆମେରିକା ସେନାକୁ ବିତାଡ଼ିତ କରିବା ପାଇଁ ରବିବାର ଇରାକ ପାର୍ଲାମେଣ୍ଟରେ ସହମତି ପ୍ରକାଶ ପାଇଛି। ପାର୍ଲାମେଣ୍ଟ ସଦସ୍ୟମାନେ ଦେଶରୁ ବିଦେଶୀ ସାମରିକ ଉପସ୍ଥିତି ହଟାଇବା ପାଇଁ ଅଣାଯାଇଥିବା ଏକ ସଂକଳ୍ପନାମା...

ଆମେରିକା ଓ୍ବେବ୍‌ସାଇଟ୍‌ ହ୍ୟାକ୍‌

ଓ୍ବାଶିଂଟନ,୬ା୧, (ପି.ଟି./ଆଇଏଏନ୍‌ଏସ୍‌): ଆମେରିକା ଓ ଇରାନ ପରସ୍ପରକୁ ଟାର୍ଗେଟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଆମେରିକାର ଏକ ସରକାରୀ ଓ୍ବେବ୍‌ସାଇଟ୍‌ ଶନିବାର ହ୍ୟାକ୍‌ ହୋଇଯାଇଛି। ଇରାନର ହ୍ୟାକରମାନେ ଏପରି କରିଥିବା ଦାବି କରିଛନ୍ତି। ହ୍ୟାକର୍ସଙ୍କ ମତରେ...

ସୋଲେମାନୀ ନିହତ ଘଟଣା: ଆମେରିକାର ୭୦ ସହରରେ ବିରୋଧ ପ୍ରଦର୍ଶନ ଜାରି

ଓ୍ବାଶିଂଟନ୍‌,୫।୧: ଇରାନ୍‌ର ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତି ତଥା ମେଜର ଜେନେରାଲ କସିମ ସୋଲେମାନୀ ଆମେରିକା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ହେବାପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଛି। ଏହା ବିରୋଧରେ ଆମେରିକାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। ହ୍ବାଇଟ୍‌ ହାଉସ୍‌...

ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ,୫।୧: ପାକିସ୍ତାନର ପେଶାୱାରଠାରେ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ର ସିଂହ। ଚାମକାନି ପୋଲିସ ଷ୍ଟେସନ ଅଞ୍ଚଳରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଛି। ପାକିସ୍ତାନ ପତ୍ରକାର ହରମିତ୍‌ ସିଂହଙ୍କ ଭାଇ ହେଉଛନ୍ତି ରବୀନ୍ଦ୍ର। ତାଙ୍କୁ ୨୫ ବର୍ଷ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri