ଅନ୍ତର୍ଜାତୀୟ

ପ୍ରପୋଜ କରିବାର ୫ ଦିନ ପରେ ହେଲା ଝଗଡା, ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଯୁବକ

ଟେକ୍ସାସ, ୫।୧: ଆମେରିକାର ଟେକ୍ସାସ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରପୋଜ କରିବାର ୫ ଦିନ ପରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କରିଛନ୍ତି। ୩୯ ବର୍ଷ ଅଭିଯୁକ୍ତ କେଣ୍ଡ୍ରିକ୍‌ ଅକିନ୍ସଙ୍କୁ ପୋଲିସ ଗିରଫ କରିଛି। ନୂଆବର୍ଷର...

ଇରାନର ୫୨ ସ୍ଥାନରେ ଆକ୍ରମଣ ପାଇଁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ଇରାନକୁ ଏକ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଇରାନ ଯଦି କୌଣସି ଆମେରିକୀୟ ଅବା କୌଣସି ଅନୁଷ୍ଠାନ ଉପରେ ଆକ୍ରମଣ କରେ ତେବେ ଇରାନର ୫୨ଟି ସ୍ଥାନରେ ଆକ୍ରମଣ କରିବ ଆମେରିକା।...

ଭୟାବହ ହେଉଛି ଜଙ୍ଗଲ ନିଆଁ

ମେଲବୋର୍ନ,୫।୧(ପି.ଟି.): ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟାବହ ଦୁର୍ବିପାକରେ ପରିଣତ ହୋଇଛି। ନ୍ୟୁ ସାଉଥ୍‌ଓ୍ବେଲ୍ସ, ଭିକ୍ଟୋରିଆ, ଦକ୍ଷିଣ ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ି ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ସେଠାକୁ ୩୦୦୦ ସୈନ୍ୟଙ୍କ ସମେତ ବିମାନ ଓ ଜାହାଜ ପଠାଇଛନ୍ତି।...

ସୋଲେମାନୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଗଦାଦ,୫।୧(ଏଏଫ୍‌ପି): କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନୀଙ୍କ ଶେଷକୃତ୍ୟ ଶନିବାର ସମ୍ପନ୍ନ ହୋଇଛି। ଏଥିରେ ହଜାର ହଜାର ଇରାକୀ ଯୋଗଦେଇ ‘ଆମେରିକା ମୁର୍ଦ୍ଦାବାଦ’ ସ୍ଲୋଗାନ ଦେଇଥିଲେ। କଫିନ୍‌ ଶୋଭାଯାତ୍ରାରେ ଇରାକ ପ୍ରଧାନମନ୍ତ୍ରୀ ଆଦେଲ ଅବ୍‌ଦେଲ ମହଦିଙ୍କ ସମେତ...

ଭାରତକୁ ଟାଣିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୫।୧: ଆମେରିକାର ରକେଟ ମାଡ଼ରେ ଇରାନ ସେନାର କମାଣ୍ଡର ଜେନେରାଲ କାସିମ୍‌ ସୋଲେମାନୀ ନିହତ ହେବାର ଦିନକ ପରେ ବାଗ୍‌ଦାଦସ୍ଥିତ ଆମେରିକା ଦୂତାବାସକୁ ଟାର୍ଗେଟ କରାଯାଇଛି। ଏହି ଘଟଣାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ଯୁଦ୍ଧର...

ଆମେରିକା ଦୂତାବାସ ଉପରେ ଆକ୍ରମଣ: ଘନେଇଲା ସଂକଟ

ବାଗଦାଦ,୫।୧(ଏଏଫ୍‌ପି): ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହେବାର ଦିନକ ପରେ ବାଗଦାଦର ଗ୍ରୀନ ଜୋନ୍‌ରେ ଥିବା ଆମେରିକୀୟ ଦୂତାବାସକୁ ଟାର୍ଗେଟ କରାଯାଇଛି। ଏଥିସହିତ ଆମେରିକୀୟ ସୈନ୍ୟ ରହୁଥିବା ଇରାକ୍‌ର ଅଲ୍‌-ବାଲାଦ ଏୟାରବେସ୍‌...

ନୂଆବର୍ଷରେ ପଠାଯାଇଛି ଶହେ ଅରବ ହ୍ବାଟସ୍‌ ଆପ୍‌ ମେସେଜ୍‌: ୨୦ ଅରବ ଭାରତୀୟଙ୍କର

ଓ୍ବାଶିଂଟନ,୪।୧: ନୂଆବର୍ଷ ଅବସରରେ ଭିନ୍ନ ଭିନ୍ନ ଢଙ୍ଗରେ ଲୋକେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି। ଏବେ କମ୍ପାନୀ ଦାବି କରିଛି ଯେ, ଚଳିତ ବର୍ଷ ହ୍ବାଟସ୍‌ ଆପ୍‌ ମାଧ୍ୟମରେ ପ୍ରାୟ ଶହେ ଅରବ ମେସେଜ୍‌ ଆଦାନ ପ୍ରଦାନ କରାଯାଇଛି, ଯାହା ଏକ...

ବନାଗ୍ନି ବଦଳାଇଦେଲା ହିମବାହ ରଙ୍ଗ

ଓ୍ବେଲିଂଟନ୍‌: ଦୁଇସପ୍ତାହ ହେଲା ଜଳୁଛି ଅଷ୍ଟ୍ରେଲିଆ ଜଙ୍ଗଲ। ବନାଗ୍ନିରେ ହଜାର ହଜାର ବନ୍ୟଜୀବନ ଧ୍ୱଂସ ପାଇଯାଇଥିବାବେଳେ ବହୁ ବିରଳ ଜୀବଜନ୍ତୁ ବାସହରା ହୋଇ ଜନବସତିମୁହଁା ହୋଇଛନ୍ତି। ବନାଗ୍ନିର ପ୍ରତିକୂଳ ପ୍ରଭାବ ପଡ଼ୋଶୀ ନ୍ୟୁଜିଲାଣ୍ଡର ଫ୍ରାଞ୍ଜ୍‌ ଜୋସେଫ୍‌ ଗ୍ଲେସିୟର (ହିମବାହ) ଉପରେ...

୨୪ ଘଣ୍ଟାରେ ବାଗ୍‌ଦାଦରେ ଆମେରିକାର ଦ୍ୱିତୀୟ ବିମାନ ଆକ୍ରମଣ: ୬ ମୃତ

ବାଗଦାଦ,୪।୧: ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ବାଗଦାଦ ଉପରେ ବିମାନ ଆକ୍ରମଣ କରିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନ୍ୟୁଜ ଏଜେନ୍ସି ରଏଟରର ସୂଚନା ମୁତାବକ ମିଲିସିଆରେ ଥିବା ଶିବିର ଉପରେ...

ଇରାନ ଚକ୍ରାନ୍ତର ନିପୁଣ କାସିମ ସୋଲେମାନୀ: ମଧ୍ୟପ୍ରାଚ୍ୟରେ ଗଢ଼ିଥିଲେ ଏକ ଶିୟା କ୍ଷମତା କକ୍ଷ

ନ୍ୟୁୟର୍କ,୪ା୧: ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ଇରାକ, ସିରିଆ, ଲେବାନନ ଓ ୟେମେନ ସହ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ସହାୟକ ହୋଇଥିଲେ। ଏକ ଆଞ୍ଚଳିକ ଶିୟା କ୍ଷମତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଇରାନ ଉଦ୍ୟମର ଚେହେରା...

‘ବହୁ ଆଗରୁ କରିବାର ଥିଲା’

ଓ୍ବାଶିଂଟନ,୪ା୧: ଜେନେରାଲ କାସିମ ସୋଲେମାନି ଦୀର୍ଘ ସମୟ ଧରି ହଜାର ହଜାର ଆମେରିକୀୟଙ୍କୁ ହତ୍ୟା କିମ୍ବା ରକ୍ତାକ୍ତ କରିବାରେ ଲାଗିଥିଲେ। ଏହାସହ ସେ ଆହୁରି ଅନେକଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚୁଥିଲେ। କିନ୍ତୁ ଶେଷରେ ଧରାପଡ଼ିଯାଇଛନ୍ତି ! ସେ ପ୍ରତ୍ୟକ୍ଷ...

ଆଉ ଏକ ଯୁଦ୍ଧକୁ ସମ୍ଭାଳି ହେବନାହିଁ

ଜାତିସଂଘ,୪ା୧(ପି.ଟି.): ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନର ଶୀର୍ଷ ସାମରିକ କମାଣ୍ଡର କାସିମ ସୋଲେମାନୀ ନିହତ ହେବା ପରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଜାତିସଂଘ ସମେତ ବିଶ୍ୱ ସମୁଦାୟ ଚିନ୍ତାବ୍ୟକ୍ତ କରିଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri