ଅନ୍ତର୍ଜାତୀୟ

ମଧ୍ୟପ୍ରାଚ୍ୟରେ ବିସ୍ଫୋରକ ସ୍ଥିତି

ଓ୍ବାଶିଂଟନ/ତେହେରାନ,୪ା୧: ତୁମେ ଯୁଦ୍ଧ ଆରମ୍ଭ କଲେ ଆମେ ତାକୁ ଶେଷ କରିବୁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଧମକ ଦେଇଥିଲେ ଇରାନୀ ଜେନେରାଲ କାସିମ ସୋଲେମାନୀ। ଶେଷରେ ଆମେରିକାର ରକେଟ ମାଡ଼ରେ ସୋଲେମାନୀଙ୍କ ଜୀବନ ଶେଷ ହୋଇଯାଇଛି। ଏହି...

ଆମେରିକା, ଇରାନ ଯୁଦ୍ଧମୁହାଁ

ଓ୍ବାଶିଂଟନ/ତେହେରାନ,୪ା୧ (ପି.ଟି./ଏଏଫ୍‌ପି): ଦୁଇ ଶତ୍ରୁଙ୍କ ମଧ୍ୟରେ କୁହୁଳୁଥିବା ବିବାଦ ଶେଷରେ ନିଆଁ ହୋଇ ଭୟାବହ ରୂପ ଧାରଣ କରିଛି। ଆମେରିକାର ରକେଟ ମାଡ଼ରେ ଇରାନ ସେନାର ଶକ୍ତିଶାଳୀ କମାଣ୍ଡର ଜେନେରାଲ କାସିମ ସୋଲେମାନୀ ନିହତ ହୋଇଛନ୍ତି। ବିଦେଶରେ ଆମେରିକୀୟ ସୈନ୍ୟଙ୍କ...

ହାତର ହକିକ୍‌ ମୁଦି ଏବଂ ପର୍ସରୁ ସୁଲେମାନିଙ୍କୁ କରାଗଲା ଚିହ୍ନଟ

ବାଗଦାଦ୍‌,୩।୧: ଆମେରିକା ପକ୍ଷରୁ ଇରାକ୍‌ର ବାଗଦାଦ୍‌ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ଇରାନ୍‌ର କୁଦୁସ୍‌ ବାହିନୀ କମାଣ୍ଡର ଜେନେରାଲ କାସିମ୍‌ ସୁଲେମାନିଙ୍କ ସମତେ ୮ ଜଣ ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଇରାନ୍‌ ସମର୍ଥିତ ପପୁଲାର...

୩ ସପ୍ତାହରେ ବେଘର ହୋଇଛନ୍ତି ଲକ୍ଷେ ୪୦ ହଜାର ଶିଶୁ

ନ୍ୟୁୟର୍କ,୩।୧: ସିରିଆରେ ଗୃହଯୁଦ୍ଧ ଜାରି ରହିଛି। ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଲାଗି ରହିଥିବା ଗୃହଯୁଦ୍ଧ ଯୋଗୁ ଗତ ୩ ସପ୍ତାହ ମଧ୍ୟରେ ଲକ୍ଷେ ୪୦ ହଜାର ଶିଶୁ ବେଘର ହୋଇଥିବା ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ପ୍ରତିଦିନ...

୧୯ ମାସର ଶିଶୁପୁତ୍ରଙ୍କୁ ସରକାର ଦେଲେ ବୀରତା ପୁରସ୍କାର: ଜଙ୍ଗଲ ନିଆଁ ଲିଭାଇବା ସମୟରେ ପିତାଙ୍କର ଘଟିଥିଲା ମୃତ୍ୟୁ

ସିଡ୍‌ନୀ,୩।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁ ଲାଗି ରହିଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ଦମକଳ ବାହିନୀ କର୍ମଚାରୀ ଜ୍ୟୋଫ୍ରି କିଟନ୍‌ଙ୍କ ମୃତ୍ୟୁ ଘଟିଥିଲା। ଜ୍ୟୋଫ୍ରିଙ୍କ ଅନ୍ତିମ ସଂସ୍କାର ଗୁରୁବାର ସମ୍ପନ୍ନ ହୋଇଥିଲା। ଏହାପରେ ସରକାରଙ୍କ ପକ୍ଷରୁ ଜ୍ୟୋଫ୍ରିଙ୍କ ୧୯...

ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌: ୧୪ ଦେଶର କଳାକାର ନିର୍ମାଣ କରିଛନ୍ତି ୨ ଶହ କଳାକୃର୍ତ୍ତି

ବେଜିଂ,୩।୧: ଚାଇନାରେ ଆଇସ୍‌-ସ୍ନୋ ଫେଷ୍ଟିଭାଲ୍‌ ଆରମ୍ଭ ହୋଇଛି। ସ୍ଥାନୀୟ ହେଲୋଙ୍ଗୟାଙ୍ଗ୍‌ ପ୍ରଦେଶର ହାର୍ବିନ୍‌ଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବରେ ୧୪ ଦେଶର କଳାକାର ଯୋଗଦେଇ ୨ ଶହ ଆକର୍ଷଣୀୟ କଳାକୃର୍ତ୍ତି ନିର୍ମାଣ କରିଛନ୍ତି। ୬ ଲକ୍ଷ ବର୍ଗ ମିଟରରେ ଥିବା...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି

ଓ୍ବାଶିଂଟନ,୩।୧: ଆମେରିକା ଇରାକ୍‌ର ବାଗଦାଦ୍‌ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇଛି। ଅଶୋଧିତ ତୈଳ ଦାମ ବ୍ୟାରେଲ୍‌...

ଆସାମରେ ଏନ୍‌ଆର୍‌ସି ପରେ ୨ ମାସରେ ଘର ବାହୁଡ଼ିଛନ୍ତି ୪୪୫ ବାଂଲାଦେଶୀ

ଢ଼ାକା,୩।୧: ଆସାମରେ ଜାତୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି) ପ୍ରକାଶ ପାଇବା ପରେ ଗତ ୨ ମାସ ମଧ୍ୟରେ ୪୪୫ ବାଂଲାଦେଶୀ ଘର ବାହୁଡ଼ିଛନ୍ତି। ଏନେଇ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଭାରତ-ବାଂଲାଦେଶ ସୀମାରେ ୩ଶହ ଲୋକଙ୍କୁ...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: କମାଣ୍ଡରଙ୍କ ସମେତ ୮ ଅଧିକାରୀ ମୃତ

ବାଗଦାଦ୍‌,୩।୧: ଇରାକ୍‌ରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କଡ଼ା ଜବାବ୍‌ ଦେଇଛନ୍ତି। ଆମେରିକା ପକ୍ଷରୁ ବାଗଦାଦ୍‌ ବିମାନବନ୍ଦର ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ଇରାନ୍‌ର କୁଦୁସ୍‌ ବାହିନୀ କମାଣ୍ଡର ଜେନେରାଲ...

ତାଇଓ୍ବାନ୍‌ରେ ହେଲିକପ୍ଟର ଦୁର୍ଘଟଣା: ସେନାଧ୍ୟକ୍ଷଙ୍କ ସମେତ ୮ ମୃତ

ତାଇପେଇ,୩ା୧:ତାଇଓ୍ବାନର ତାଇପେଇଠାରେ ଏକ ସେନା ହେଲିକପ୍ଟର ପାହାଡରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ସେନାଧ୍ୟକ୍ଷ ଶେନ୍‌ ୟି-ମିଙ୍ଗଙ୍କ ସମେତ ୮ ସୈନ୍ୟ ପ୍ରାଣ ହରାଇଛନ୍ତି। ସେନାଧ୍ୟଙ୍କଙ୍କ ବ୍ୟତୀତ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ୩ ମେଜର୍‌...

ଇଣ୍ଡୋନେସିଆ ବନ୍ୟାରେ ୩୦ ମୃତ

ଜାକର୍ତ୍ତା,୩ା୧: ଲଗାଣ ବର୍ଷା ଯୋଗୁ ଇଣ୍ଡୋନେସିଆରେ ଭୟଙ୍କର ବନ୍ୟା ଦେଖାଦେଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଏପର୍ଯ୍ୟନ୍ତ ୩୦ ଜଣ ପ୍ରାଣ ହରାଇଥିବାବେଳେ ଅନେକ ନିଖୋଜ ଥିବା ପ୍ରକାଶ। ଜାକର୍ତ୍ତା ଓ ଏହାର ଆଖପାଖ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ...

କୁଇନ୍ସ ୟୁନିଭର୍ସିଟି ଚାନ୍‌ସେଲର ହେଲେ ହିଲାରୀ

ଓ୍ବାଶିଂଶନ/ଲଣ୍ଡନ,୩ା୧(ପି.ଟି.):ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରୀ ରୋଡ୍‌ହାମ୍‌ କ୍ଲିଣ୍ଟନଙ୍କୁ ବ୍ରିଟେନର କୁଇନ୍ସ ୟୁନିଭର୍ସିଟିର ପ୍ରଥମ ମହିଳା ଚାନ୍‌ସେଲର ଭାବେ ନିଯୁକ୍ତି ମିଳିଛି। ୨୦୧୮ରେ ଉକ୍ତ ବିଶ୍ୱବିଦ୍ୟାଳୟରୁ ହିଲାରୀ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଥିଲେ। ସେ ଏହାର ୧୧ତମ ଚାନ୍‌ସେଲର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri